ସ୍ୱାମୀକୁ ମାରିବା ପାଇଁ ସ୍ତ୍ରୀ ଦେଲା ସୁ-ପା-ରୀ, ଡ୍ରାଇଭର ସହ ଚୋ-ରାପ୍ରୀତି ସ୍ୱାମୀ ପାଇଁ ସାଜିଲା କାଳ… ଘରମାଲିକ କହିଲେ ଏମିତି…

ସତରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ସମାଜରେ ଏବେ ମଧ୍ୟ ଲାଗି ରହିଛି ଅନୈତିକତାର ଛାପ। ପୁଣି ସାମ୍ନା କୁ ଆସିଲା ଆଉ ଏକ ଅପ-ରାଧର ଲମ୍ବା କାହାଣୀ। ଅନୈତିକ ସମ୍ପର୍କ ର କରୁଣ ପରିଣତି, ଯାହା ଦୋହୋଲାଇ ଦେଇଛି ଏକ ସଂପୂର୍ଣ୍ଣ ପରିବାରକୁ। ମଣିଷ ଯେତେ ଉପରକୁ ଉଠି ଚାଲିଲେ ମଧ୍ୟ ଯଦି ତାର ମାନବିକତାକୁ ସଠିକ ଭାବରେ ବ୍ୟବହାର ନକରେ ତେବେ ଏହାର କୌଣସି ମୂଲ୍ୟ ରହେ ନାହିଁ।ବାସ୍ତବରେ ବହୁତ୍ ଜଟିଳ ଏ ଦୁନିଆର ନୀତି। କେହି ବି ସାମାଜିକ କ-ଟକ-ଣାକୁ ମାନିବାକୁ ନାରାଜ

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। କିନ୍ତୁ ଏହି ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବି-ପ-ଦ ଆପ-ଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ। ତେବେ ଏହିଭଳି କିଛି ଘ-ଟ-ଣା ଘ-ଟିଥିଲା। ସ୍ତ୍ରୀ ସ୍ୱାମୀର ଡ୍ରାଇଭର ପ୍ରେମରେ ପଡି ଯାଇଥିଲା। ଏହାପରେ ସ୍ୱାମୀକୁ ମା-ରି ଦେବା ପାଇଁ ସୁ-ପା-ରୀ ମଧ୍ୟ ଦେଇଥିଲା।

ତେବେ ଏଭଳି ଚାଞ୍ଚଲ୍ୟ କର ଘ-ଟଣା ଭୁବନେଶ୍ୱରର ମଞ୍ଚେଶ୍ୱରରେ ଘଟିଥିଲା। ଇଞ୍ଜିନିୟର ଙ୍କ ପତ୍ନୀ ଡ୍ରାଇଭରଙ୍କ ପ୍ରେମରେ ପଡି ଯାଇଥିଲେ। କେବଳ ସେତିକି ନୁହେଁ ସ୍ୱାମୀ ଙ୍କର ଯେତେବେଳେ ଅନ୍ୟତ୍ର ଟ୍ରାନ୍ସଫର ହୋଇଗଲା ସେତେବେଳେ ସ୍ତ୍ରୀ ସ୍ୱାମୀଙ୍କ ଡ୍ରାଇଭର ସହ ରହିବା ଆରମ୍ଭ କରିଦେଲେ। କେବଳ ସେତିକି ନୁହେଁ ସେ ଯେଉଁ ଆପାର୍ଟମେଂଟରେ ରହୁଥିଲେ ସେଠାର ମାଲିକଙ୍କୁ ଡ୍ରାଇଭରକୁ ସ୍ୱାମୀର ପରିଚୟ ମଧ୍ୟ ଦେଉଥିଲେ। ଦୁହେଁ ଅନୈ-ତିକ ସମ୍ପର୍କ ମଧ୍ୟ ରଖିଲେ। ଶେଷରେ ସ୍ୱାମୀକୁ ମା-ରି-ବା ପାଇଁ ସ୍ତ୍ରୀ ଓ ଡ୍ରାଇଭର ମିଶି ସୁ-ପା-ରୀ ଦେଇଥିଲେ।

ଅଶୋକ ନାମକ ଡ୍ରାଇଭର ଜଣକ ଅନୁଗୁଳ ହାଟତୋଟା ଅଞ୍ଚଳର ଅଟନ୍ତି। ସେ ମଞ୍ଚେଶ୍ୱରରେ ରେଲୱେ ବିଭଗରେ ଇଞ୍ଜିନିୟର ଥିବା ଜଣେ ବାବୁଙ୍କ ଡ୍ରାଇଭର ଥିଲେ। ଇଞ୍ଜିନିୟର ବାବୁଙ୍କ ପୁରୀକୁ ବଦଳି ହୋଇଯିବା ପରେ ଏହାର ସୁଯୋଗରେ ଡ୍ରାଇଭର ଓ ଇଞ୍ଜିନିୟର ପତ୍ନୀ ପ୍ରେମରେ ପଡିବା ସହ ଅନୈ-ତିକ ସମ୍ପର୍କ ରଖିଥିଲେ। ସ୍ୱାମୀ ସ୍ତ୍ରୀର ଅନୈତିକ ସମ୍ପର୍କ ବିଷୟରେ ଜାଣିବା ପରେ ସ୍ତ୍ରୀକୁ ତା-ଗି-ଦ କରିଥିଲେ। ଦୁହିଁଙ୍କ ମଧ୍ୟରେ କ-ଳ-ହ ମଧ୍ୟ ଦେଖିବାକୁ ମିଳିଥିଲା।

ଅଭି-ଯୁକ୍ତ ସ୍ତ୍ରୀ ଓ ଡ୍ରାଇଭର ମିଶିକରି ସ୍ୱାମୀକୁ ରାସ୍ତାରୁ ହଟେଇ ଦେବା ପାଇଁ ଷ-ଡଯ-ନ୍ତ୍ର କରିଥିଲେ। ତେବେ ସେମାନେ ଜିତେନ୍ଦ୍ର ପ୍ରଧନଙ୍କୁ ସୁ-ପା-ରୀ ମଧ୍ୟ ଦେଇଥିଲେ। ମାର୍ଚ୍ଚ ୧୬ ସନ୍ଧ୍ୟାରେ ଅ-ଭିଯୋ-ଗକାରୀ ଇଞ୍ଜିନିୟର ଜଣକ ଭ୍ରମଣରେ ଯାଉଥିବା ବେଳେ ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ତାଙ୍କ ଉପରେ ଆକ୍ର-ମଣ କରିଥିଲେ। ସେ ନିଜ ଜୀବନ ବଞ୍ଚାଇ ପଳେଇ ଯାଇଥିଲେ। ଏହାପରେ ମଞ୍ଚେଶ୍ୱର ପୋ-ଲି-ସ ଷ୍ଟେ-ସ-ନରେ ଅଭି-ଯୋଗ କରିଥିଲେ।

ଅଭି-ଯୋଗ ପରେ ପୋ-ଲି-ସ କିଛି ଆକ୍ର-ମଣକାରୀ ଙ୍କୁ ଧରି ପଚ-ରାଉ-ଚରା କରିଥିଲା। ଏହି ଆକ୍ର-ମଣ ପଛରେ ଅଭି-ଯୋଗକା-ରୀଙ୍କ ପତ୍ନୀ ଓ ଡ୍ରାଇଭର ହାତ ରହିଥିବା ଜଣା ପଡ଼ିଛି। ତେବେ ଏହି ଘଟ-ଣାରେ ଜଡ଼ିତ ଥିବା ମୁଖ୍ୟ ଅଭି-ଯୁକ୍ତ ଫେ-ରା-ର ଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *