ହଠାତ ଏମିତି କଣ ହେଲା ଚାଲିଗଲା କନେଷ୍ଟବଳଙ୍କ ଜୀବନ , ଟ୍ରେନ ତଳକୁ ପଶି କଟିଗଲେ କନେଷ୍ଟବଳ : ଦେଖାଟୁ ଭିଡିଓ

ଜୀବନରେ କେତେବେଳେ କାହାର ଯେ କଣ ହେବ , ସେ କଥା କହି ହେବ ନାହିଁ । ଆଜି ଯିଏ ଅଛି , ସେ କାଲି ଥିବ କି ନଥିବ , ସେ କଥା କିଏ ବା ଜାଣିଛି । ମୃ-ତ୍ୟୁ କାହାକୁ କେବେ କହି କରି ଆସେନାହିଁ । ଯମ ଆସି କେତେବେଳେ ମଣିଷକୁ ନେଇଯିବ , ସେ କଥା ଆମେ ଆଦୌ ଜାଣିନାହୁଁ । ତେବେ ଆମେ ଜାଣିଛେ କି , ମୃ-ତ୍ୟୁର କୌଣସି ନାମ ନାହିଁ । ତେବେ ନିକଟରେ ଏଭଳି ଏକ ଘ-ଟ-ଣା ଘଟିଯାଇଛି , ଯାହା ସମସ୍ତଙ୍କ ଛାତି ଥରାଇ ଦେଇଛି । ଏଭଳି ଦୃଶ୍ୟ ଦେଖିଲେ , ଯେ କେହି ବି ଭ-ୟଭୀ-ତ ହୋଇଯିବେ ।

ସୂଚନା ଅନୁଯାୟୀ , ଉତ୍ତରପ୍ରଦେଶର ଆଗ୍ରାରୁ ଏଭଳି ଏକ ଲୋମଟାଙ୍କୁରା ଦୃ-ଶ୍ୟ ସାମ୍ନାକୁ ଆସିଅଛି। ତେବେ ଭିଡିଓରେ ଦେଖିବାକୁ ମିଳିଛି କି , ଜଣେ କନେଷ୍ଟବଳଙ୍କର ହଠାତ ମୁଣ୍ଡ ବୁଲାଇ ଦେବାରୁ ସେ ଟ୍ରେନ ତଳକୁ ଖସି ପଡି ଜୀବନ ହାରି ଦେଇଛନ୍ତି । ଏହି ଭିଡ଼ିଓ ବର୍ତ୍ତମାନ ସମୟରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି ଅନ୍ୟପକ୍ଷରେ କନେଷ୍ଟବଳଙ୍କର ମୃ-ତ୍ୟୁ ହୋଇଥିବାର ସୂଚନା ମିଳିଅଛି । ତେଣେ ଭିଡ଼ିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ କି , ଜଣେ କନେଷ୍ଟବଳ ପ୍ଲାଟଫର୍ମରେ ଛିଡା ହୋଇଥିଲେ ଆଉ ସେହି ସମୟରେ ଗୋଟିଏ ମାଲବାହୀ ଟ୍ରେନ ସେହି ବାଟ ଦେଇ ଯାଉଥିଲା ।

ତେବେ ହଠାତ ତାଙ୍କର ମୁଣ୍ଡ ବୁଲେଇ ଦେଇଥିବାରୁ ସେ ଚାରିଫେରା ବୁଲି ଯାଇଥିଲେ ଆଉ ବୁଲି ବୁଲି ଟ୍ରେନ ତଳକୁ ଖସି ପଡ଼ିଥିଲେ ଆଉ ତାପରେ ଟ୍ରେନରେ କା-ଟି ଯାଇ ସେ ଜୀବନ ହାରି ଦେଇଥିଲେ । ଆଉ ଡାକ୍ତରଖାନା ନେବା ବେଳକୁ ତାଙ୍କର ମୃ-ତ୍ୟୁ ହୋଇ ସାରିଥିଲା । ଅନ୍ୟପକ୍ଷରେ ପାଖରେ ଥିବା ଟିଟିଇ ତାଙ୍କୁ ବଞ୍ଚାଇବା ପାଇଁ ଅତ୍ୟନ୍ତ ଚେଷ୍ଟା କରିଥିଲେ କିନ୍ତୁ ଚଳନ୍ତା ଟ୍ରେନ ପାଖରୁ ତାଙ୍କୁ ଉ-ଦ୍ଧା-ର କରି ପାରିନଥିଲେ । ତେବେ ମୃ-ତ କନେଷ୍ଟବଳଙ୍କ ନାମ ରେଗାଲ କୁମାର ସିଂହ ବୋଲି ଜଣାପଡ଼ିଛି । ଆଉ ଉତ୍ତରପ୍ରଦେଶର ବିଜନୋରରେ ତାଙ୍କ ଘର ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ ତାଙ୍କ ପରିବାର ଲୋକେ ଏହି ଭାଇରାଲ ଭିଡ଼ିଓଟିକୁ ଦେଖିଥିଲେ କିନ୍ତୁ ସେମାନେ ଜାଣି ପାରିନଥିଲେ କି ହଠାତ ଏଭଳି କଣ ହେଲା ତାଙ୍କ ମୁଣ୍ଡ ବୁଲେଇ ଦେଲା । ସେ ପୂର୍ବରୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଥିଲେ । ତେବେ ବର୍ତ୍ତମାନ ସମୟରେ ସମସ୍ତେ ଚିନ୍ତାରେ ପଡ଼ି ଯାଇଛନ୍ତି । ପ୍ରକୃତ ସତ୍ୟ କଥା କେବଳ ଶ-ବ ବ୍ୟ-ବଚ୍ଛେ-ଦ ପରେ ହିଁ ଜଣାପଡିବ । ଆଉ ଏକ ଦୁଃ-ଖର ବିଷୟ ଏହା ଯେ , କନେଷ୍ଟବଳ ୨୦୧୧ ମସିହାରୁ ପୋ-ଲି-ସରେ ଯୋଗ ଦେଇଥିଲେ । ଘରେ ତାଙ୍କର ପତ୍ନୀ ଏବଂ ଦୁଇଟି ପିଲା ଅଛନ୍ତି ।

Leave a Reply

Your email address will not be published. Required fields are marked *