ମାତ୍ର ୫ ଲକ୍ଷ ଟଙ୍କାରେ ସ୍ବାମୀଙ୍କୁ ବିକ୍ରି କରିଦେଲା ସ୍ତ୍ରୀ , ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଣେ ସ୍ଵାମୀଙ୍କ ମୂଲ୍ୟ ମାତ୍ର ୫ ଲକ୍ଷ ଟଙ୍କା । ଆଉ ଏପରି ଏକ ଘ-ଟଣା ଯାହା ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ଜଣେ ସ୍ଵାମୀଙ୍କ ମୂଲ୍ୟ କିପରି ବା ୫ ଲକ୍ଷ ଟଙ୍କା ହୋଇ ପାରେ । ତେବେ ହଁ ଆଜ୍ଞା ବିଶ୍ୱାସ ନ ହେଉଥିଲେ ବି ପୁରାପୁରି ସତ । ଜଣେ ସ୍ବାମୀଙ୍କୁ ୫ ଲକ୍ଷ ଟଙ୍କା ନେଇ ବିକ୍ରି କରି ଦେଇଛି ସ୍ତ୍ରୀ । ଆଉ ଏହି ଟଙ୍କା ସେ ମାସକ ମଧ୍ୟରେ କିଣି ନେଇଥିବା ମହିଳା ଠାରୁ ନେଇଛି । ତେବେ ଜଣେ ସ୍ତ୍ରୀ କଣ ପାଇଁ ଏପରି କଲେ ସେ ବିଷୟରେ ଆସନ୍ତୁ ଜାଣିବା ।

ସୂଚନା ଅନୁସାରେ , କର୍ଣ୍ଣାଟକର ମାଣ୍ଡିଆରେ ଏପରି ଏକ ଅଦ୍ଭୂତ ଘଟଣା ଦେଖିବାକୁ ମିଳିଛି । ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଆଉ ଜଣେ ସ୍ତ୍ରୀକୁ ବିକ୍ରି କରି ଦେଇଛି । ତେବେ ଏହା ପଛରେ ଏପରି କିଛି ସତ୍ୟତା ରହିଥିଲା । ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ବହୁତ ଭଲ ପାଉଥିଲେ ଆଉ ସାରା ଜୀବନ ସେ ତାଙ୍କ ସହିତ ସାଥି ହୋଇ ରହିବେ ବୋଲି ଭାବି ଥିଲେ । କିନ୍ତୁ ସେ ଜାଣି ନଥିଲେ ତାଙ୍କ ପଛ ପଟରେ ତାଙ୍କ ସ୍ଵାମୀ ଏପରି କାମ କରୁଛନ୍ତି । ଅନ୍ୟ ଝିଅ ମାନଙ୍କ ସହିତ ସ୍ଵାମୀ ଶାରୀ-ରିକ ସ-ମ୍ପର୍କ ରଖୁଛନ୍ତି ।

ଯେତେବେଳେ ବି ସ୍ଵାମୀ ଏପରି କରୁଥିଲେ , ସ୍ତ୍ରୀଙ୍କୁ କେବେ ବି ଏ ବିଷୟରେ ଜଣା ପଡୁ ନଥିଲା । କିନ୍ତୁ ଶେଷରେ ସେହି ଦିନ ଆସି ଯାଇଥିଲା , ଯେଉଁ ଦିନ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଆଉ ଜଣେ ମହିଳାଙ୍କ ସହିତ ଅସଂ-ଯତ ଅବସ୍ଥାରେ ଧରି ପକାଇଥିଲେ । ଆଉ ଏହାପରେ ସେ ସେହି ମହିଳା ଜଣକୁ ନିଜ ସ୍ବାମୀଙ୍କୁ ବିକି ଦେବା କଥା କହିଥିଲେ । ଏହାପରେ ମହିଳା ଜଣକ ସେହି ବ୍ୟକ୍ତିଙ୍କୁ କିଣିବାକୁ ରାଜି ହୋଇ ଯାଇଥିଲେ । ଯାହାର ମୂଲ୍ୟ ଥିଲା ମାତ୍ର ୫ ଲକ୍ଷ ଟଙ୍କା ।

ତେବେ ଏହି ଟଙ୍କାକୁ ଗୋଟିଏ ମାସ ମଧ୍ୟରେ ଦେଇ ଦେବା କଥା କହିଥିଲେ କିଣୁଥିବା ମହିଳା । ତେବେ ଏହି କଥାରେ ରାଜି ହୋଇ ଯାଇଥିଲେ ସ୍ତ୍ରୀ ଜଣକ । ଆଉ ଟଙ୍କା ଦେଇ ସବୁ ଦିନ ପାଇଁ ନିଜ ସ୍ଵାମୀଙ୍କ ଠାରୁ ଦୂରେଇ ଯିବାକୁ ଚାହିଁଥିଲେ ମହିଳା ଜଣକ । ତେବେ ଏପରି ବୁଝାମଣା ଦେଖି ପଞ୍ଚାୟତର ସରପଞ୍ଚ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ବର୍ତ୍ତମାନ ସମୟରେ ଏହି ଘ-ଟଣା ବିଷୟରେ ଶୁଣି ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *