ଭଲ ପାଇ ଯୁବତୀ ଚାଲିଗଲେ ତାମିଲନାଡୁ , ଆଉ ଶେଷରେ ପ୍ରେମିକ ଜା-ଳି ପକାଇଲେ

ଭଲ ପାଇବାଟା ବୋଧ ହୁଏ ପାପ ଥିଲା ଆଉ ବୋଧ ହୁଏ ଭୁଲ ନିଷ୍ପତ୍ତି ଥିଲା । ଆଉ ଖାସ୍ ସେଥିପାଇଁ ଅକାରଣରେ ଚାଲିଗଲା ଜଣେ ଝିଅର ଜୀବନ । ଭଲ ପାଇ ଯାହାକୁ ସେ ନିଜର ସବୁକିଛି ଦେଇ ଦେଇଥିଲେ । ଆଉ ନିଜର ଭାବି ସେ ଯାହା ସହ ସବୁକିଛି ବାଣ୍ଟୁଥିଲେ , ସେ ଶେଷରେ ପାଲଟି ଗଲା ସଇତାନ । ଭୁଲିଗଲା ନିଜର ଭଲ ପାଇବା ଆଉ ନିଜର ହିତାହିତ ଜ୍ଞାନ । ଭୁଲି ଗଲା ଗୋଟିଏ ଝିଅ ତାକୁ ଭଲ ପାଇ ତାର ପରିବାର ଛାଡି କରି ଆସିଛି ।

ତେବେ ବର୍ତ୍ତମାନ ସମୟରେ ଏପରି ଏକ ଘ-ଟଣା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ , ଜଣେ ଯୁବତୀ ଯୁବକଙ୍କୁ ଭଲ ପାଇ ବସିଥିଲେ । ଆଉ ଭଲ ପାଇବାର କିଛି ଦିନ ପରେ ସେମାନେ ତାମିଲନାଡୁ ପଳାଇ ଯାଇଥିଲେ । ତେବେ ସେଠାରେ କିଛି ଦିନ ରହିବା ପରେ ପୁଣି ଓଡ଼ିଶା ଫେରି ଆସିଥିଲେ । କିନ୍ତୁ ଓଡ଼ିଶାରେ କିଛି ଦିନ ରହିବା ପରେ ତାଙ୍କ ସ୍ଵାମୀ ତାଙ୍କୁ ହ-ତ୍ୟା କରି ଗାଆଁ ମଶାଣିରେ ପୋଡ଼ି ଦେଇଥିବାର ଘ-ଟଣା ବର୍ତ୍ତମାନ ଶୁଣିବାକୁ ମିଳିଛି ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତରେ । ସୂଚନା ଅନୁଯାୟୀ , ଏହି ପଞ୍ଚାୟତର ରୋହିତ ଗୋଚ୍ଛାୟତଙ୍କ ଝିଅ ମନୀଷା ଗୋଛାୟତ ଉକ୍ତ ପଞ୍ଚାୟତର ପବିତ୍ର ବେହେରାଙ୍କୁ ଭଲ ପାଇ ବସିଥିଲେ । ଆଉ ଦୁହେଁ ଘରୁ ଲୁ-ଚି ପଳାଇ ଯାଇ ତାମିଲନାଡୁରେ ବିବାହ କରି ଏକାଠି ରହିଥିଲେ । ସେମାନେ ସୋସିଆଲ ମିଡିଆରେ ଭିଡିଓ କରି ଛାଡିଥିଲେ ବୋଲି ପରିବାର ଲୋକ ମଧ୍ୟ କହିଛନ୍ତି । ତେବେ ସେମାନେ ଦୁଇ ଦିନ ଆଗରୁ ଓଡ଼ିଶା ଫେରି ଆସିଥିଲେ ।

ତେବେ ଓଡ଼ିଶା ଫେରି ଆସିବା ପରେ ପୁଅ ଘର ଲୋକ ଝିଅ ଘରକୁ ଟଙ୍କା ମାଗିଥିଲେ ଆଉ ସେମାନଙ୍କୁ ଟଙ୍କା ମଧ୍ୟ ଝିଅ ଘର ଦେଇଥିଲେ । ତେବେ ମୃ-ତ୍ୟୁର ପୂର୍ବ ରାତିରେ ଝିଅ ସହ ସମସ୍ତେ କଥା ମଧ୍ୟ ହୋଇଥିଲେ । କିନ୍ତୁ ତାପର ଦିନ ଜଣା ପଡ଼ିଥିଲା ଯେ , ଝିଅକୁ ତାର ସ୍ଵାମୀ ହ-ତ୍ୟା କରି ଦେଇଛି ଆଉ ତାକୁ ନେଇ ଗାଆଁ ମଶା-ଣିରେ ପୋଡି ଦେଇଛି । ତେବେ ବର୍ତ୍ତମାନ ସମୟରେ ପୋ-ଲିସ ଏହି ଘଟ-ଣାର ତ-ଦନ୍ତ କରିବାରେ ଲାଗିଛି । ଅନ୍ୟ ପକ୍ଷରେ ପରିବାର ଲୋକ ପୁରାପୁରି ଭାଙ୍ଗି ପଡିଛନ୍ତି । କାନ୍ଦ ବୋବାଳି ରେ ପୁରା ଗାଆଁ ଦାଣ୍ଡ କ-ମ୍ପି ଉଠୁଛି ।

Leave a Reply

Your email address will not be published. Required fields are marked *