ସ୍ବାମୀ ସ୍ତ୍ରୀଙ୍କ ଝ-ଗଡ଼ା ଭିତରେ ବଳି ପଡ଼ି ଯାଉଛି ୫ ବର୍ଷର ପିଲାର ସ୍ବପ୍ନ।

ସ୍ବାମୀ-ସ୍ତ୍ରୀର ବନ୍ଧନ ଏକ ପବିତ୍ର ବନ୍ଧନ। ଯେଉଁ ସମ୍ପ-ର୍କ କଳି ଝ-ଗଡା, ରା-ଗ ଋଷା, ମାନ ଅଭିମାନ ସବୁ କିଛି ଥାଏ। କିନ୍ତୁ ବେଳେବେଳେ ଛୋଟ ଛୋଟ କଥାରେ ରା-ଗି ମଣିଷ ଏମିତି କିଛି କାମ କରିଦିଅ ଯାହାକୁ ଚାହିଁଲେ ଆଉ କେବେ ସୁଧାରି ହୁଅନି। ବାପାମାଆଙ୍କ ଝ-ଗଡ଼ା ଭିତରେ ବାପାମାଆଙ୍କର ଯେତିକି କ୍ଷ-ତି ନ ହୁଏ ସବୁଠାରୁ ଅଧିକ କ୍ଷ-ତି ପିଲାର ହୁଏ। ଘରର ଝ-ଗଡ଼ା ଗୋଟେ ଛୋଟ ପିଲାର ମାନସିକତା ଉପରେ ଖରାପ୍ ପ୍ର-ଭାବ ପକାଏ। ଏ କଥା ଜାଣି ମଧ୍ୟ ଘର ଲୋକ ଛୋଟ ପିଲାଙ୍କୁ ନେଇ ତାଙ୍କ ଆଗରେ ଝ-ଗଡା କରନ୍ତି।

ବଲାଙ୍ଗୀର ଜିଲ୍ଲା ଟିକ୍ରାପଡ଼ା ପୋ-ଲିସ୍ ପଣ୍ଡି ଅନ୍ତର୍ଗତ ନୂଆଁମୁଣ୍ଡା ଗାଆଁର ଦଇତାରୀ ବଡିଆ ୨୦୧୬ ମସିହା କଳାହାଣ୍ଡି ଜିଲ୍ଲା ରାମପୁର ଥା-ନା ଅନ୍ତର୍ଗତ ନରସିହପୁର ଗାଆଁ ର ଭୁବନ ବଡିଆ ଝିଅ ଜସ୍ଵସିନିଙ୍କୁ ବାହା ହେଇଥିଲେ। ବିବାହର ବର୍ଷେ ପରେ ତାଙ୍କର ଗୋଟେ ପୁଅ ହେଲା। ଏବେ ପୁଅର ବାୟସ ୫ ବର୍ଷ।

ଦଇତାରୀ ନିଜ ସ୍ତ୍ରୀ ଏବଂ ପୁଅକୁ ନେଇ ବହୁତ୍ ଖୁସି ଥିଲେ। କିନ୍ତୁ ସେ ଏ କଥା ଜାଣି ନଥିଲେ ଯେ ତାଙ୍କ ସ୍ତ୍ରୀ ଗୋବିନ୍ଦ ନାମକ ଜଣେ ବ୍ୟକ୍ତିକୁ ଭଲ ପାଉଛନ୍ତି। ଏବଂ ତାଙ୍କୁ ଘରେ ଏକା ଛାଡ଼ି ପ୍ରେମିକ ସହ ଲୁଛିକି ପକେଇବା କଥା ଭାବୁଛନ୍ତି। ଏପ୍ରିଲ ୫ ତାରିଖ ରାତିରେ ଦଇତାରୀ ନିଜ ସ୍ତ୍ରୀ ଏବଂ ପୁଅ ସହିତ ଶାନ୍ତିରେ ଶୋଇଲେ କିନ୍ତୁ ସେ ଯେତେବେଳେ ୧ ରାତିରେ ପରି-ସ୍ରା କରିବାକୁ ଉଠିଲେ ସେ ସ୍ତ୍ରୀ ଏବଂ ପୁଅକୁ ଘରେ ପାଇଲେନି। ତାପରେ ସେ ସବୁ ଆଡେ ଖୋଜା ଖୋଜି କଲେ କିନ୍ତୁ କୋଉଠି ନ ପାଇବାରୁ ସକାଳୁ ସକାଳୁ ପୋ-ଲିସ୍ ରେ ଅଭି-ଯୋଗ ଦେଲେ।

ଜସ୍ଵସିନି ଗୋବିନ୍ଦଙ୍କ ସହ କୁଆଡେ ପଳେଇ ଯାଇଛନ୍ତି ବୋଲି ପୋ-ଲିସ୍ କହିଲେ। ପୋଲି-ସଙ୍କ କଥାରେ ଜସ୍ଵସିନି ଗୋବିନ୍ଦଙ୍କୁ ଧରି ପୋ-ଲିସ୍ ଷ୍ଟେ-ସନ୍ ରେ ପହଞ୍ଚି ଦଇତାରୀଙ୍କ ତାଙ୍କ ପୁଅକୁ ନେଇ ଯିବାକୁ କହିଲେ। ସେ ସମସ୍ତଙ୍କ ସାମ୍ନାରେ କହିଲେ ମୁଁ ଗୋବିନ୍ଦଙ୍କୁ ବାହା ହେବାକୁ ଚାହୁଁଛି ସେଥିପାଇଁ ତମେ ତମ ପୁଅକୁ ନେଇ ଯାଅ କିନ୍ତୁ ଦଇତାରୀ କହିଲେ ତୋ ପିଲା ତୁ ନେ ମୁଁ ରଖିପାରିବିନି। ତାପରେ ପୋ-ଲିସ୍ ଜସ୍ଵସିନି ଗୋବିନ୍ଦଙ୍କୁ ବାହା ହେବେ ଏବଂ ନିଜ ୫ ବର୍ଷର ପୁଅକୁ ସାଙ୍ଗରେ ରଖିବେ ବୋଲି କହି ଘଟ-ଣାର ସମାଧାନ କଲେ।

Leave a Reply

Your email address will not be published. Required fields are marked *