ଥା-ନାରେ ପହଞ୍ଚିଲେ ପ୍ରେମିକା , ନିଜ ପ୍ରେମିକ ନାମରେ ଆଣିଲେ ସାଙ୍ଘା-ତିକ ଅଭି-ଯୋଗ , କହିଲେ ଶାରୀ-ରିକ ….

ଆପଣ ସମସ୍ତେ ଜାଣିଥିବେ କି , କିଛି ଦିନ ଅଗାରୁ ସୋସିଆଲ ମିଡିଆରେ ଦୁଇ ପ୍ରେମିକ ଆଉ ପ୍ରେମିକାଙ୍କ ଅଡିଓ କଲ୍ ରେ-କର୍ଡ ଭାଇରାଲ ହୋଇଥିଲା ଆଉ ଯାହା ପରେ ଅନେକ ବି-ବାଦ ଦେଖା ଯିବା ଆରମ୍ଭ ହୋଇ ଯାଇଥିଲା । ସମସ୍ତେ ଏହାକୁ ନେଇ ନାନା ପ୍ରକାରର କଥା କହିବା ସହିତ ସମସ୍ତେ ନିଜ ନିଜର ମତ ରଖିବା ଆରମ୍ଭ ମଧ୍ୟ କରି ଦେଇଥିଲେ । କିଏ ସେହି ପ୍ରେମିକାଙ୍କୁ ନି-ନ୍ଦା କରିଥିବା ବେଳେ ଆଉ କିଏ କିଏ ସେହି ପ୍ରେମିକକୁ ପାଗଳ ବୋଲି ଆଖ୍ୟା ଦେଇଥିଲେ ।

ଯାହା ପରେ ସାରା ରାଜ୍ୟରେ ଏହି ଅଡିଓ କଲ୍ ରେକ-ର୍ଡକୁ ନେଇ ଚର୍ଚ୍ଚା ଜୋର ଧରିିବା ଆରମ୍ଭ ହୋଇ ଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଏହାକୁ ନେଇ ସବୁ ସତ କଥା ଜଣା ପଡ଼ି ଯାଇଛି । କାହିଁକି ନା ବର୍ତ୍ତମାନ ସମୟରେ ଥା-ନାରେ ଯାଇ ପହଞ୍ଚି ସାରିଛନ୍ତି ମହିଳା ଜଣକ ।

ନିଜ ପ୍ରେମିକ ନାମରେ ଆଣିଛନ୍ତି ସେ ସଙ୍ଗୀନ ଅଭି-ଯୋଗ , ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ଲୋମ ବି ଟା-ଙ୍କୁରି ଉଠିବ । ତେବେ ମହିଳା ଜଣକ ଗତକାଲି ଯାଇ ଭୁବନେଶ୍ଵରର ଏକ ଥା-ନାରେ ହାଜର ହୋଇଥିଲେ । ତେବେ ତାଙ୍କ କହିବା ଅନୁଯାୟୀ , ସେ ପ୍ରଥମେ ଜଣଙ୍କୁ ବିବାହ କରିଥିଲେ ଆଉ ତାଙ୍କ ପ୍ରେମିକ ମଧ୍ୟ ଜଣକୁ ବିବାହ କରିଥିଲେ । ଉଭୟଙ୍କର ପିଲା ମଧ୍ୟ ଅଛନ୍ତି ।

ତେବେ ଏପରି ପରିସ୍ଥିତିରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ ଆଉ ଏକାଠି ସାରା ଜୀବନ ରହିବା ପାଇଁ ନିଷ୍ପତ୍ତି ନେଇ ଥିଲେ । ତେବେ ଏହାରି ମଧ୍ୟରେ ତାଙ୍କ ପ୍ରେମିକ ତାଙ୍କ ସହିତ ଦେଖା ହେବାକୁ ଯାଉଥିଲା ଆଉ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ଫୋଟ ଆଉ ଭିଡିଓକୁ ତାଙ୍କ ସ୍ବାମୀଙ୍କୁ ପଠାଇ ଦେଇଥିଲା ।

ତେବେ ଧିରେ ଧୀରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଆଉ ସେମାନେ ଅଲଗା ହୋଇ ଯାଇଥିଲେ । ସେ ଏ କଥା ମଧ୍ୟ କହିଛନ୍ତି କି , ଏପରି କିଏ ବା ସହିବ , ଆଉ ଠିକ୍ ତାଙ୍କ କ୍ଷେତ୍ରରେ ମଧ୍ୟ ସେହା ହୋଇଥିଲା , ତାଙ୍କ ସ୍ଵାମୀ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ତେବେ ଏହାପରେ ପ୍ରେମିକ ଆଉ ପ୍ରେମିକା ଦୁହେଁ ଆସି ଭୁବନେଶ୍ୱରରେ ଏକ ଭଡ଼ା ଘର ନେଇ ରହିଥିଲେ । ଆଉ ତାଙ୍କ ଅଭି-ଯୋଗ ଅନୁଯାୟୀ , ତାଙ୍କ ପ୍ରେମିକ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ପାଗଳ ଭଳି ହେଉଥିଲେ । ଯଦି ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ନ ରଖିବ , ତେବେ ସେ ତାଙ୍କୁ ଶାରୀ-ରିକ ରୂପରେ ଅ-ତ୍ୟାଚା-ର କରୁଥିଲେ ।

ଏପରିକି ସେ ଶାନ୍ତିରେ ରହି ମଧ୍ୟ ପାରୁ ନଥିଲେ । ତେବେ ଏହାରି ମଧ୍ୟରେ ସେ ଅନେକ ଥର ତାଙ୍କ ପ୍ରେମିକ ସହିତ ବାଧ୍ୟତାମୂଳକ ଭାବରେ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସହିବାର ସୀମା ଅତିକ୍ରମ କରିଗଲା । ଆଉ ଯାହା ଫଳରେ ସେ ବାଧ୍ୟ ହୋଇ ଆସି ଥା-ନାରେ ପହଞ୍ଚିଲେ ।

ଆଉ ଏପରି ଅଭି-ଯୋଗ ଆଣିଛନ୍ତି କି , ଯେପରି ସେ ଆଉ ତାଙ୍କ ପ୍ରେମିକ କେବେ ବି ସାଙ୍ଗରେ ରହିବେ ନାହିଁ । ବର୍ତ୍ତମାନ ସମୟରେ ତାଙ୍କ ପ୍ରେମିକ ତାଙ୍କୁ ପାଖକୁ ଫେରି ଆସିବାକୁ କହୁଛନ୍ତି କିନ୍ତୁ ସେ କହିଛନ୍ତି କି , ଏପରି ମଣିଷ ପାଖକୁ ସେ କେବେ ଫେରିବେ ନାହିଁ । ଯିଏ ଖାଲି ଶାରୀ-ରିକ ସ-ମ୍ପର୍କ ରଖିବେ ବୋଲି ପାଗଳ ଭଳି ହେଉଛନ୍ତି ।

Leave a Reply

Your email address will not be published. Required fields are marked *