ବ୍ଲାଉଜ୍ ସିଲେଇ ରୁ ବିବାଦ , ଗାଆଁ ଦାଣ୍ଡରେ ଛୁଟିଲା ର-କ୍ତର ନଈ

ଏପରି କଥା ଆପଣ କେବେ ଶୁଣି ନଥିବେ । କାହିଁକି ନା ଏପରି କଥା ଆପଣଙ୍କୁ ଆଶ୍ଚର୍ୟ୍ଯ କରି ଦେଇପାରେ । ସୋସିଆଲ ମିଡ଼ିଆ ହେଉ କି ବାସ୍ତବ ଜୀବନରେ ହେଉ ଏପରି ଘ-ଟଣା କେବେ ଘଟି ନଥିବ । ତେବେ ଯାହା ଘଟି ନଥିଲା , ତାହା ଆଜି ଘଟି ଗଲା ଆଉ ଯାହାକୁ ନେଇ ଚାରିଆଡ଼େ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଗଲା । ସତରେ ଏପରି ଘ-ଟଣା ବିଷୟରେ କେହି ବି ବିଶ୍ୱାସ କରି ପାରୁ ନାହାନ୍ତି । ତେବେ ଏପରି ଘଟ-ଣାର ପରିଣାମ କଣ ହୋଇଛି ଯେ , ଏହାକୁ ଭାବିଲେ ହାତ ଗୋଡ କମ୍ପି ଉଠୁଛି । ସାମାନ୍ୟ କଥାର ପରିଣାମ ଏତେ ଭ-ୟାବହ ହୋଇ ପାରେ ବୋଲି କେହି କଳ୍ପନା ମଧ୍ୟ କରି ନଥିବେ ।

ତେବେ ଆଜ୍ଞା ହଁ ଏପରି ଏକ ଘ-ଟଣା ଘଟିଛି ଯାହା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି । ସୂଚନା ଅନୁଯାୟୀ , ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥା-ନା ସୁନ୍ଦରପଡା ଗ୍ରାମରେ । ସୁନ୍ଦରପଡା ଗ୍ରାମରୁ ଆରମ୍ଭ ହୋଇଥିବା ଛୋଟ ବି-ବାଦ ପାଇଁ ଆଜି ଜଣେ ଲୋକ ହସ୍ପିଟାଲରେ ମୃ-ତ୍ୟୁ ସହିତ ସଂ-ଘର୍ଷ କରିବାରେ ଲାଗିଛନ୍ତି । ତେବେ ସୂଚନା ଅନୁସାରେ ଆକ୍ର-ମଣର ଶି-କାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବିପିନ ପରିଡ଼ା । ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଶୁଣିବାକୁ ମିଳିଛି କି , ବିପିନ୍ ଙ୍କ ପତ୍ନୀ ସୁମିତ୍ରା ପରିଡ଼ା ବ୍ଲାଉଜ ସିଲେଇ କରିବା ପାଇଁ ସେହି ଗ୍ରାମର ବାପୁନି ରାଉତଙ୍କ ସ୍ତ୍ରୀଙ୍କୁ ଦେଇଥିଲେ ।

ଆଉ ବ୍ଲାଉଜ୍ ସିଲେଇ କରି ସାରିବା ପରେ ଉପଯୁକ୍ତ ଅର୍ଥ ତାଙ୍କୁ ପ୍ରଦାନ କରିବେ ବୋଲି କହିଥିଲେ । ଏହି କଥାରେ ବାପୁନିଙ୍କ ପତ୍ନୀ ମଧ୍ୟ ରାଜି ହୋଇଥିଲେ । ତେବେ ଏହାରି ମଧ୍ୟରେ କିଛି ଦିନ ବିତି ଯାଇଥିଲା ଆଉ ବ୍ଲାଉଜ୍ ସିଲେଇ କରିବା କାମ ମଧ୍ୟ ସରି ଯାଇଥିଲା । ତେବେ ଯେତେବେଳେ ସୁମିତ୍ରା ନିଜ ବ୍ଲାଉଜ ଆଣିବା ପାଇଁ ବାପୁନିଙ୍କ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ ଆଉ ଦେଖିଥିଲେ କି , ବ୍ଲାଉଜ ତାଙ୍କୁ ହେଉ ନାହିଁ । ସେତେବେଳେ ସେ ଟିକିଏ ରା-ଗି ଯାଇଥିଲେ ଆଉ କହିଥିଲେ କି , ଟଙ୍କା ଦେବେ ନାହିଁ । ଯେଉଁ କଥାରେ ଆହୁରି ଉତ୍ତକ୍ତ ହୋଇ ଯାଇଥିଲେ ବାପୁନିଙ୍କ ସ୍ତ୍ରୀ ଆଉ ଏହି କଥା ଯାଇ ବାପୁନି ଙ୍କୁ କହିଥିଲେ ।

ସେପଟେ ସୁମିତ୍ରା ପଇସା ନ ଦେଇ ନିଜ ବ୍ଲାଉଜ ନେଇ ଘରକୁ ଫେରି ଆସିଥିଲେ । ଏହାପରେ ବାପୁନି ରା-ଗି ଯାଇ ଆସି ପହଂଚି ଥିଲେ ବିପିନ୍ ଙ୍କ ଘରକୁ । ଆଉ କହିଥିଲେ କି , କାହିଁକି ତାଙ୍କ ପ୍ରାପ୍ୟ ତାଙ୍କୁ ଦେଉ ନାହାନ୍ତି । ଯାହାପରେ କଥା ଗମ୍ଭୀର ରୂପ ଧାରଣ କରିଥିଲା । ଆଉ ରା-ଗରେ ବାପୁନି ବିପିନ୍ ଙ୍କୁ ଧାରୁଆ ଅ-ସ୍ତ୍ରରେ ଆକ୍ର-ମଣ କରିଥିଲେ ଆଉ ଗୋଡ଼ାଇ ଗୋଡ଼ାଇ ଗାଆଁ ଦାଣ୍ଡରେ ହା-ଣି ଥିଲେ । ଏହାପରେ ଗାଆଁ ଲୋକ ଅଟକାଇ ଆକ୍ର-ମଣର ଶି-କାର ହୋଇଥିବା ବିପିନଙ୍କୁ ହସ୍ପିଟାଲ ପଠାଇ ଦେଇଥିଲେ । ତେବେ ବର୍ତ୍ତମାନ ବିପିନ୍ ଙ୍କ ଚିକିତ୍ସା ଚାଲିଛି ଆଉ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଘଟ-ଣାର ତ-ଦନ୍ତ କରିବା ସହିତ ବାପୁନିଙ୍କୁ ଗି-ରଫ କାଟି କୋର୍ଟ ଚା-ଲାଣ କରି ଦେଇଛି ।

Leave a Reply

Your email address will not be published. Required fields are marked *