ସ୍ତ୍ରୀ ସାଜିଲା ସ୍ୱାମୀର କାଳ , ନେଇଗଲା ସ୍ୱାମୀର ଜୀବନ

ଝିଅଟିଏ ବୋହୂ ସାଜି ଆସିଥାଏ କାହାର ଘର ପରିବାର ର-କ୍ଷା କରିବା ପାଇଁ । ତା ପାଖରେ ଏତିକି ଗୁଣ ଭରପୁର ହୋଇ ରହିଥାଏ କି , ସେ ଗୋଟିଏ କା-ନ୍ଦୁଥିବା ପରିବାରକୁ ମଧ୍ୟ ହସାଇ ଦେଇପାରେ । କିନ୍ତୁ ଥରେ ଥରେ ସେହି ବୋହୂ ପରିବାର ପାଇଁ ଆଉ ତାର ସ୍ଵାମୀ ପାଇଁ ରା-କ୍ଷସୀ ପାଲଟି ଯାଇଥାଏ ଆଉ ସବୁକିଛି ସାରି ଦେଇଥାଏ । ତେବେ ଥରେ ଚିନ୍ତା କରି ଦେଖନ୍ତୁ ଏପରି ପରିସ୍ଥିତିରେ ସେହି ବୋହୂକୁ ଆଉ କେଉଁ ନାମ ଦିଆ ଯାଇପାରେ । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି ଏପରି କିଛି ଘ-ଟଣା , ନୃ-ଶଂସ ସ୍ତ୍ରୀ ନେଇ ଯାଇଛି ନିଜ ସ୍ୱାମୀର ଜୀବନ ।

ଆଉ ଗୋଟିଏ ପରିବାରକୁ ପୁରାପୁରି ବ-ର୍ବାଦ କରି ଦେଇଛି । ତେବେ ଏପରି ଏକ ଘ-ଟଣା ଯୋଗୁଁ ପୁରା ଗାଆଁ ଯାକ ଲୋକ କ୍ରୋ-ଧିତ ହୋଇ ଉଠିଛନ୍ତି । ତେବେ ଆମେ କହୁଛୁ ଭଦ୍ରକ ବାଣିବିହା ପଞ୍ଚାୟତ ମହଲା ସାହିରେ ଘଟି ଯାଇଥିବା ତୁମୁଳ ହ-ତ୍ୟାକା-ଣ୍ଡ ବିଷୟରେ । ଯେଉଁଠି ଜଣେ ମହିଳା ନିଜ ପୁଅ ସହିତ ମିଶି କରି ନିଜ ସ୍ଵାମୀଙ୍କ ଜୀବନ ନେଇ ଯାଇଛନ୍ତି । ଅତି ନୃ-ଶଂସ ଭାବରେ ଶା-ବଳ ରେ ହା-ଣି କରି ମାଆ ପୁଅ ବ୍ୟକ୍ତି ଜଣକୁ ହ-ତ୍ୟା କରି ଦେଇଛନ୍ତି । ଆଉ ଯାହାକୁ ନେଇ ଗାଆଁରେ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳି ଯାଇଛି ।

ସୂଚନା ଅନୁଯାୟୀ , ଶାରୀ-ରିକ ସମ୍ପ-ର୍କକୁ କେନ୍ଦ୍ର କରି ଏତେ ବଡ ହ-ତ୍ୟାକା-ଣ୍ଡ ଘଟି ଯାଇଛି । ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ ସେ ବିଲକୁ ଯିବା ସମୟରେ ବ୍ୟକ୍ତି ଜଣକୁ ଦେଖିଥିଲେ । ସେ ମନ ଦୁଃ-ଖ କରି ବସିଥିଲେ , ତେବେ ଏହା ପଛର କାରଣ ପଚାରିବାରୁ ସେ କହିଥିଲେ କି , ତାଙ୍କ ସ୍ତ୍ରୀ ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ବାରଣ କରୁଛନ୍ତି ଆଉ ଜୋ-ର ଜବ-ରଦସ୍ତ କଲେ , ସେ ତାଙ୍କୁ ଜୀବନରୁ ମା-ରି ଦେବେ ବୋଲି ଧ-ମକ ଦେଇଛନ୍ତି । ତେବେ ଠିକ୍ ସେହି ଘ-ଟଣା ହିଁ ଘଟିଗଲା । ତା ପର ଦିନ ଶୁଣିଲା ବେଳକୁ ବ୍ୟକ୍ତି ଜଣଙ୍କୁ ହ-ତ୍ୟା କରାଯାଇଛି ।

ତେବେ ଏଥିରୁ ସ୍ପଷ୍ଟ ଜଣା ପଡୁଛି କି , ତାଙ୍କୁ ତାଙ୍କ ସ୍ତ୍ରୀ ହିଁ ହ-ତ୍ୟା କରିଛନ୍ତି । ତେବେ ଏହା ପରେ ଗାଆଁ ଲୋକ ତାଙ୍କ ସ୍ତ୍ରୀ ଆଉ ପୁଅକୁ ଧରି ମା-ଡ଼ ମା-ରିଥିଲେ , ତେଣୁ କରି ସେମାନେ ନିଜ ଭୁଲ୍ ସ୍ଵୀ-କାର କରି ନେଇଥିଲେ । ଆଉ କିପରି ଭାବରେ ହ-ତ୍ୟା କରିଥିଲେ ଏବଂ କାହିଁକି କରିଥିଲେ , ତାହାକୁ ମାନି ନେଇଥିଲେ । ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ସ୍ତ୍ରୀ ମନା କରିଥିଲେ କିନ୍ତୁ ସ୍ଵାମୀ ବାଧ୍ୟ କରିଥିଲେ , ଯାହା ପରେ ସେମାନେ ମାଆ ପୁଅ ମିଶି କରି ଏପରି କା-ଣ୍ଡ ଘଟାଇଥିବା ଘ-ଟଣା ମାନି ନେଇଥିଲେ । ଯାହା ପରେ ପୋ-ଲିସ ମାଆ ପୁଅ ଉଭୟଙ୍କୁ ଗି-ରଫ କରିବା ସହିତ ଶ-ବ ବ୍ୟବ-ଛେଦ କରିବା ପାଇଁ ପଠାଇ ଦେଇଥିଲା ।

Leave a Reply

Your email address will not be published. Required fields are marked *