ସାମ୍ନାକୁ ଆସିଲା ସବୁ ସତ , ଶୀତଲଙ୍କ ଓକିଲ ଖୋଲିଲେ ଦୟାଙ୍କ ସବୁ ରହସ୍ୟ

ଅନେକ ସମୟରେ ଓଲିଉଡ଼ ଜଗତରେ ହିରୋଇନ ମାନଙ୍କୁ ନେଇ କିଛି ଖରାପ କଥା ଉଠିଥାଏ । ଆପଣ ମାନେ ଜାଣିଥିବେ କି , ବେଳେ ବେଳେ ହିରୋଇନ ମାନଙ୍କର ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡିଓ ଏବଂ ଫୋଟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଆଉ ଏକ ଚର୍ଚ୍ଚିତ ଚେହେରା ଯାହାଙ୍କୁ ଆପଣ ସମସ୍ତେ ଜାଣିଥିବେ , ତାଙ୍କୁ ନେଇ କିଛି କଥା ସାମ୍ନାକୁ ଆସିଛି । କୁହାଯାଉଛି କି , ତାଙ୍କର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି , ଯାହା ତାଙ୍କ ପ୍ରେମିକ ସହିତ ଥିଲା ।

ତେବେ ଏହି ସବୁ ଫୋଟକୁ ଭାଇରାଲ କରିଥିବା ମଣିଷ ଜଣକ ତାଙ୍କ ପ୍ରେମିକ ବୋଲି ମଧ୍ୟ ଜଣା ପଡି ସାରିଛି । କୁହାଯାଉଛି କି , ଆଗରୁ ମଧ୍ୟ ଶୀତଲ ଏବଂ ତାଙ୍କ ପ୍ରେମିକ ମଧ୍ୟରେ ବିବାଦ ଦେଖା ଦେଇଥିଲା । କିନ୍ତୁ ତାହା ସମାଧାନ ହୋଇ ଯାଇଥିଲା ଏବଂ କଥା କୋର୍ଟରେ ପହଞ୍ଚି ନଥିଲା । କିନ୍ତୁ ବର୍ତ୍ତମାନ ତାହାକୁ ନେଇ ଶୀତଲ କୋ-ର୍ଟର ଦ୍ବାରସ୍ଥ ହୋଇଛନ୍ତି । ତାଙ୍କୁ ତାଙ୍କ ପ୍ରେମିକ ହଇ-ରାଣ କରୁଥିବା କଥା ଏବଂ ମାନସିକ ନିର୍ଯ୍ୟା-ତନା ଦେଉଥିବା କଥା ସେ କହିଛନ୍ତି । ଆଉ ଯାହାକୁ ନେଇ ସେ ବର୍ତ୍ତମାନ ଲକ୍ଷ୍ମିସାଗର ଥା-ନାରେ ଅଭି-ଯୋଗ କରିଛନ୍ତି।

ତେବେ ବର୍ତ୍ତମାନ ସମୟରେ ତାଙ୍କ ଓକିଲ ମୁଁହ ଖୋଲି ନିଜ ମତ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ , ବର୍ତ୍ତମାନ କୋର୍ଟରେ ମାମ-ଲା ବିଚାରା-ଧିନ ଚାଲିଛି । ଏହାକୁ ନେଇ ଖୁବ୍ ଶୀଘ୍ର ଫଳାଫଳ ଜଣା ପଡ଼ିବ । ଦୟାନିଧି ଏପରି ଜଣେ ବ୍ୟକ୍ତି ଯିଏକି , ଶୀତଲଙ୍କୁ ଅନେକ ହଇ-ରାଣ କରୁଥିଲେ ଆଉ ତାଙ୍କୁ କେବଳ ନିଜ ପ୍ରୋଡୋକସନ୍ ହାଉସରେ କାମ କରିବା ପାଇଁ କହୁଥିଲେ । ଆଉ ତାଙ୍କୁ କେଉଁଠି ବି କାମ କରାଇ ଦେଉ ନଥିଲେ । ଆଉ କେଉଁଠି ବି କାମ କରିଲେ , ସେ ତାଙ୍କ ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଦେବା କଥା କହୁଥିଲେ ।

ତେଣୁ ବାଧ୍ୟ ହୋଇ ୨ ବର୍ଷର ଅଧିକ ସମୟ ହେଲା ଶୀତଲ ଚୁପ୍ ହୋଇ ଯାଇଥିଲେ । ଏହି ଘଟ-ଣାରେ ଆଗରୁ ମଧ୍ୟ ତାଙ୍କ ମାଆଙ୍କ ନାମକୁ ଯୋଡା ଯାଇଛି । କୁହାଯାଇଛି କି , ତାଙ୍କ ମାଆ ଅନ୍ୟ ମାନଙ୍କ ସହିତ ଶୋଇ ତାଙ୍କୁ ଏହି କାମ ଦେଇଛନ୍ତି । ତେଣୁ କରି ଏପରି ଅନେକ ମି-ଥ୍ୟା ଅଭି-ଯୋଗ ଆସିଛି। ଅନ୍ୟ ପକ୍ଷରେ ଦୟାନିଧିଙ୍କୁ ଧରିବା ପାଇଁ ଆଉ ସତ ବାହାର କରିବା ପାଇଁ ପୋ-ଲିସ ତାର କାମ କରୁଛି ବୋଲି ସେ କହିଛନ୍ତି । ଆଗକୁ ସବୁ ସତ ଜଣା ପଡ଼ିବ । ତେଣୁ ବର୍ତ୍ତମାନ ସମୟରେ ମି-ଥ୍ୟା ଖବର ପ୍ରଚାର ନ କରିବାକୁ ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *