ପୁରୁଣା ପ୍ରେମିକ ଭିଆଇଲା ପ୍ରେମିକା ସହିତ ଏପରି କା-ଣ୍ଡ ।

ପ୍ରେମର ରଙ୍ଗ ମାତ୍ର କିଛି ମାସ ଗୋଲାପି ଗୋଲାପି । ପ୍ରେମର ମିଠା କୁଆଡେ ଚୁଇଗମ୍ ପରି । ଯେବେ ପ୍ରେମରୁ ମିଠା ଛାଡେ ଯେବେ ପ୍ରେମରେ ଘୃ-ଣା ସୃଷ୍ଟି ହୁଏ ସେତେବେଳେ ପ୍ରେମିକ ଦେଖାନ୍ତି ଏଭଳି ସାଙ୍ଘା-ତିକ ବିଶ୍ଵରୂପ । ପୁରୁଣା ପ୍ରେମିକ ସାରି ଦେଲା ପ୍ରେମିକାର ସବୁ କିଛି । ପ୍ରଥମେ ପ୍ରେମିକ ଦେଉଥିଲେ ନିର୍ଯା-ତନା ଆଉ ଏବେ ସବୁ କିଛି ଶେଷ କରିଦେଲେ । ଯେଉଁ ପ୍ରେମିକ ଏବେ ପ୍ରେମିକା ସହିତ ଏପରି କା-ଣ୍ଡ ଭିଆଇଛନ୍ତି ଦିନ ସେହି ପ୍ରେମିକ ରାତି ରାତି ପ୍ରେମିକାକୁ ଦେଖାଉଥିଲେ ଅନେକ ସ୍ଵପ୍ନ । ଏବେ ଯେଉଁ ପ୍ରେମିକ ପ୍ରେମିକାକୁ ନେଇ ଘଟେଇ ଦେଇଗଲେ ଏପରି କା-ଣ୍ଡ ଦିନେ ସେହି ପ୍ରେମିକ କହୁଥିଲେ ମୁଁ ମୋ ପ୍ରେମିକା ଦେହରେ କଳ-ଙ୍କର ଛିଟା ଲାଗିବାକୁ ଦେବିନି ।

ପ୍ରେମ କାହାର ଜୀବନକୁ ବଦଳାଇ ଦିଏ ତ ଆଉ କାହାର ଜୀବନକୁ ରଙ୍ଗୀନ କରିଦିଏ । ହେଲେ କିଛି ପ୍ରେମ ଜୀବନକୁ ବ-ର୍ବାଦ ବି କରିଦିଏ । ଆଉ ଶେଷରେ ପ୍ରେମିକ ଦେଇଥାନ୍ତି ପ୍ରେମିକାକୁ ପ୍ରତା-ରଣାର ଉପହାର । ହଁ ବନ୍ଧୁଗଣ ଏପରି ଏକ ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ । ପ୍ରେମରେ ପ୍ରେମିକ ପ୍ରେମିକାକୁ ଉଠାଇ ନେଇ ପ୍ରେମିକାର ପରିବାର ଆଖିରୁ ନିଦ ହଜାଇ ଦେଇଛି । ଆମେ କହୁଛୁ ନିଷ୍ଟିନ୍ତକୋଇଲି ଅଞ୍ଚଳରେ ଘଟି ଯାଇଥିବା ଏକ ଘଟ-ଣାର କଥା ।

ଏହି ଅଞ୍ଚଳରେ ଦୀର୍ଘ ଦିନରୁ ଜଣେ ପୁଅ ଗୋଟିଏ ଝିଅକୁ ଭଲ ପାଇ ବସିଥିଲେ ଏହା ପରେ ପ୍ରେମ ଧୀରେ ଧିରେ ଆଗକୁ ବଢ଼ି ଚାଲିଥିଲା ହେଲେ ଏହାର କିଛି ଦିନ ପରେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଘମାଘୋଟ ଯୁ-ଦ୍ଧ । ତା ପରେ ପ୍ରେମିକ ପ୍ରେମିକାକୁ ନିର୍ଯା-ତନା ଦେବା ଆରମ୍ଭ କରିଦେଇଥିଲେ । ଆଉ ଶେଷରେ ଏହା ଏପରି ସିମାପାର କରିଥିଲା ଯେ ଶେଷରେ ପ୍ରେମିକ ଭିଆଇ ବସିଥିଲେ ଏପରି କିଛି । ପ୍ରେମିକ ଜଣଙ୍କ ନିଜ ପ୍ରେମିକାଙ୍କୁ କଲ କରି କହିଥିଲେ ।

ମୁଁ ତୁମ ଘର ସାମ୍ନାରେ ଅଛି । ନିଜର ଅନେକ ଦିନର ପ୍ରେମକୁ ଦେଖିବା ପାଇଁ ପ୍ରେମିକା ଆଗ ପଛ ନଭାବି ଧାଇଁ ଆସିଥିଲେ ପ୍ରେମିକଙ୍କୁ ପାଖକୁ । ହେଲେ ପ୍ରେମିକ ପ୍ରେନିକାଙ୍କୁ ଟେକି ନେଇ କେଉଁ ଆଡ଼େ ଚାଲିଯାଇଥିଲେ । ଗ୍ରାମବାସୀ ଏହା ଦେଖି ଝିଅର ପରିବାର ଲୋକଙ୍କୁ ଜଣାଇ ଥିଲେ । ଏହା ପରେ ପରିବାର ଲୋକେ ଝିଅକୁ ବହୁତ୍ ଖୋଜା ଖୋଜି କରିଥିଲେ କି ପାଇ ନଥିଲେ । ଆଉ ଶେଷରେ ଝିଅ ଜୀବିତ ନା ମୃ-ତ ତାହା ବି ଜାଣି ପାରି ନଥିଲେ । ଏନେଇ ପୋଲି-ସରେ ଅଭି-ଯୋଗ କରିବା ପରେ ଏବେ ପୋ-ଲିସ ନି-ଖୋଜ ଯୁବତୀଙ୍କୁ ଖୋଜା କରି କରିବା ଜାରି ରଖିଛି ।

Leave a Reply

Your email address will not be published. Required fields are marked *