ଏସଏଫ୍ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମ-ଲାରେ ଖୋଲୁଛି ନୂଆ ଗୁମର , ବନ୍ଧା ହେବେ ବିଦ୍ୟାଭାରତିଙ୍କ ସହ ଆଉ ଦୁଇ…

କିଛି ବର୍ଷ ଆଗରୁ ଏପରି ଗୋଟିଏ ଘ-ଟଣା ଘଟି ଯାଇଥିଲା , ଯାହା ଆପଣଙ୍କର ନିଶ୍ଚିତ ଭାବରେ ମନେ ଥିବ । କାହିଁକି ନା ସେହି ସମୟରେ ଏହାକୁ ନେଇ ଜୋରଦାର ଆଲୋଚନା ହେବାରେ ଲାଗିଥିଲା । ହଠାତ୍ ଜଣେ ମଣିଷର ଜୀବନ କିପରି ଚାଲିଗଲା , ତାହା ନେଇ ପରିବାର ଲୋକ ସ-ନ୍ଦେହ କରିଥିଲେ ଆଉ ଏହା ପଛରେ କାହାର ହାତ ରହିଛି , ତାହା ଜାଣିବା ପାଇଁ ପରିବାର ଲୋକ ଧାଇଁ ବୁଲିଥିଲେ । ପରିବାର ଲୋକ ନିଜ ପୁଅକୁ ହରାଇ ପୁରାପୁରି ଭା-ଙ୍ଗି ପଡ଼ିଥିଲେ । କାହିଁକି ନା ସେ ଥିଲେ ପରିବାରର ବଡ ଆଉ ରୋଜଗାରିଆ ପୁଅ ।

ତେବେ ଆମେ କହୁଛୁ ଏସଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବିଷୟରେ । ଯାହାଙ୍କ ମୃ-ତ୍ୟୁ ବିବାହର ମାତ୍ର କେଇ ମାସ ମଧ୍ୟରେ ହୋଇ ଯାଇଥିଲା । ସମସ୍ତେ ଏହାକୁ ନେଇ ସ-ନ୍ଦେହ ଘେରରେ ରହିଥିଲେ । ଜଣେ ଭଲ ଆଉ ସାଧାରଣ ବ୍ୟକ୍ତି ହଠାତ୍ କାହିଁକି ଆ-ତ୍ମହ-ତ୍ୟା କରିବ , ତାହାକୁ ନେଇ ସମସ୍ତଙ୍କ ମନରେ ଉଙ୍କି ମା-ରିଥିଲା ପ୍ରଶ୍ନ । ତେବେ ତାହାରି ମଧ୍ୟରେ ସୌମ୍ୟରଞ୍ଜନ ନିଜ ସ୍ତ୍ରୀ ବିଦ୍ୟାଭାରତିଙ୍କୁ ନେଇ ଘର ଠାରୁ ଦୂରେଇ ରହୁଥିଲେ ଆଉ ମାତ୍ର ବିବାହର କିଛି ମାସ ପରେ ମୃ-ତ୍ୟୁ ହେବାରୁ ସମସ୍ତେ ଆଗ ଆଙ୍ଗୁଠି ଦେଖାଇଥିଲେ ତାଙ୍କ ପତ୍ନୀଙ୍କ ଉପରକୁ ।

ଅନ୍ୟ ପକ୍ଷରେ ସେତେବେଳେ ମୃ-ତ ସୌମ୍ୟରଞ୍ଜନଙ୍କ ବାପା ପୁଅର ମୃ-ତ୍ୟୁ ପାଇଁ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ବିଦ୍ୟାଭାରତୀ ଏବଂ ରୋସେୟା ମନ୍ମଥ କୁମ୍ଭଙ୍କୁ ସ-ନ୍ଦେହ କରିଥିଲେ ଆଉ ସେମାନଙ୍କ ବିରୁ-ଦ୍ଧରେ ମାମ-ଲା ଦାଏର କରିଥିଲେ । ତେବେ ଏହାରି ମଧ୍ୟରେ ପୋ-ଲିସ ମଧ୍ୟ ତାଙ୍କୁ ସନ୍ଦେହ କରି ଅନେକ ଥର ପଚ-ରା ଉ-ଚରା କରିସାରିଛି । ଆଉ ସେମାନଙ୍କ ବିରୁ-ଦ୍ଧରେ କୋର୍ଟରେ ମଧ୍ୟ ମାମ-ଲା ରୁଜୁ ହୋଇଛି । ତେବେ ଆଗରୁ ପାରଳାଖେମୁଣ୍ଡି ଏସଡିଜିଏମ୍ କୋର୍ଟରେ ସୋମ୍ୟରଞ୍ଜନଙ୍କ ବାପା ଅଭି-ଯୋଗ କରିଥିଲେ ।

ଆଗରୁ ଅନେକ ଥର ଏହି ତିନି ଜଣଙ୍କୁ ଡକା ଯାଇଥିଲେ ବି , ସେମାନେ କୋର୍ଟରେ ଯାଇ ହାଜର ହୋଇ ନଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏହି ତିନି ଜଣଙ୍କୁ ଜୁଲାଇ ୭ ତାରିଖରେ ପାରଳାଖେମୁଣ୍ଡି ଏସଡିଜିଏମ୍ କୋର୍ଟରେ ହାଜର ହେବା ପାଇଁ କୁହାଯାଇଛି , ଯଦି ସେମାନେ ହାଜର ନ ହୁଅନ୍ତି , ତେବେ ସେମାନଙ୍କ ବିରୁ-ଦ୍ଧରେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି । ଅନ୍ୟ ପକ୍ଷରେ କୁହାଯାଉଛି କି , ଏବେ ଯେପରି ଭାବର ଘଟ-ଣାର ତ-ଦନ୍ତ କରାଯାଉଛି , ଲାଗୁଛି ଖୁବଶୀଘ୍ର ଦୋ-ଷୀ ଧରା ପଡ଼ିବ ଆଉ ସୌମ୍ୟରଞ୍ଜନଙ୍କୁ ଉଚିତ୍ ନ୍ୟା-ୟ ମିଳିବ ।

Leave a Reply

Your email address will not be published. Required fields are marked *