ଜେ-ଲରୁ ମୁକୁଳିବେ ଅର୍ଚ୍ଚନା , ମିଳିଲା ଜାମିନ , ଖୋଲିବେ ଶ୍ରଦ୍ଧାଞ୍ଜଳିର ଗୁମର

ଚର୍ଚ୍ଚା ଚାରିଆଡ଼େ ଜୋର୍ ଧରିଛି । ମିଳିଛି ଅର୍ଚ୍ଚନା ନାଗଙ୍କୁ ଜାମିନ । ରାଣୀ ମହୁମାଛି ଆଉ ବେଶି ଦିନ ଜେଲ ଭିତରେ ରହିବେ ନାହିଁ । ଖୁବ୍ ଶୀଘ୍ର ସେ ତାଙ୍କ ଦୁନିଆଁକୁ ଫେରିବେ ଆଉ ସବୁ କଥା ସତ ସତ କରି ସାରା ଦୁନିଆଁ ଆଗରେ ଖୋଲି କହିବେ । ସେ ଏକୁଟିଆ ବ୍ଲାକେମଲ ଦୁନିଆଁରେ ପାଦ ରଖିଥିଲେ ନା ଆଉ କିଏ କିଏ ତାଙ୍କ ସହିତ ଜଡିତ ଥିଲେ , ସବୁ ନାମ ଗୋଟି ଗୋଟି କରି ସାମ୍ନାକୁ ଆସିବ ଆଉ ଧରା ପଡ଼ିଯିବ ସମସ୍ତଙ୍କ ଅସଲ ରୂପ । ତେବେ ଆଜ୍ଞା ହଁ ଏପରି କିଛି କଥା ଶୁଣିବାକୁ ମିଳିଛି ବର୍ତ୍ତମାନ ସମୟରେ । କାହିଁକି ନା ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ଜେ-ଲରୁ ବାହାରିବା କଥା ନେଇ ଚର୍ଚ୍ଚା ହେଉଛି ।

ଖୁବ୍ ଶୀଘ୍ର ସେ ଜେଲରୁ ବାହାରିବେ ଆଉ ତାଙ୍କୁ ଜା-ମିନ ମିଳିଯିବ ବୋଲି ଚର୍ଚା ଆରମ୍ଭ ହୋଇ ଯାଇଛି । ଆଉ ଯାହା ପରେ ଅନୁମାନ କରାଯାଉଛି କି , ସେ ସବୁ କଥା ଦୁନିଆଁ ଆଗରେ ଜଣାଇ ଦେବେ । କାହିଁକି ନା ଏଇ କିଛି ଦିନ ଆଗରୁ ଶୁଣିବାକୁ ମିଳିଥିଲା କି , ଅର୍ଚ୍ଚନାଙ୍କ ସବୁଠାରୁ ନିକଟତର ସହଯୋଗୀ ଶ୍ରଦ୍ଧାଞ୍ଜଳି ଅଲ୍ଡ ଟାଉନର ଜଣେ ବ୍ୟବସାୟୀଙ୍କ ସହିତ ହନିମୁନ ପ୍ୟାକେଜରେ ବିଦେଶ ବୁଲିବା ପାଇଁ ଯାଇଛନ୍ତି । ଆଉ ସେହି କଥା ପାଇଁ ଅର୍ଚ୍ଚନା ରା-ଗି ଯାଇଛନ୍ତି ବୋଲି କୁହାଯାଉଛି । କାହିଁକି ନା ଅର୍ଚ୍ଚନା କେବଳ ଦୋଷୀ ନୁହଁନ୍ତି ଶ୍ରଦ୍ଧାଞ୍ଜଳି ମଧ୍ୟ ଦୋ-ଷୀ ।

ତେବେ ଏପରି ପରିସ୍ଥିତିରେ ଯେତେବେଳେ ଅର୍ଚ୍ଚନା ଜେ-ଲ ଦ-ଣ୍ଡ ଭୋଗୁଛନ୍ତି । ସେତେବେଳେ ଶ୍ରଦ୍ଧାଞ୍ଜଳି ବିଦେଶ ବୁଲିବା ଅର୍ଚ୍ଚନା ସହି ପାରୁ ନାହାନ୍ତି । ଆଉ ସେଥିପାଇଁ ତ କିଛି ଦିନ ଆଗରୁ ଶୁଣିବାକୁ ମିଳିଥିଲା କିଛି ଏପରି କଥା । ଯେତେବେଳେ ଅର୍ଚ୍ଚନାଙ୍କୁ ଜେ-ଲ ପରିସରରୁ କୋର୍ଟ ପରିସରକୁ ନିଆ ଯାଇଥିଲା । ଆଉ ସେହି ସମୟରେ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳି ବିଷୟରେ ସବୁ ସତ କଥା କହିଥିଲେ । ଆଉ କହିଥିଲେ କି , ସେ ଯାଇ ବାହାରେ ବୁଲୁଛନ୍ତି।

ତେଣୁ ବର୍ତ୍ତମାନ ଅର୍ଚ୍ଚନାଙ୍କ ସମସ୍ତ ସତ ଖୋଲିବା ସମୟ । ସମସ୍ତେ ଅନାଇ ବସିଛନ୍ତି କି , କେତେବେଳେ ଅର୍ଚ୍ଚନା ଜେ-ଲରୁ ବାହାରିବେ ଆଉ ସମସ୍ତଙ୍କ ଅସଲ ଚେହେରା ଦୁନିଆଁ ଆଗରେ ଖୋଲି କହିଦେବେ । ତେବେ ଆପଣ ସମସ୍ତେ ଜାଣିଥିବେ କି , ଅନେକ ମାସ ବିତି ଗଲାଣି । ବ୍ଲା-କମେ-ଲ ମାମ-ଲାରେ ଛନ୍ଦି ହୋଇ ରହିଥିବା ଅର୍ଚ୍ଚନା ନାଗଙ୍କୁ ଗି-ରଫ କରାଯିବା ସହିତ ତାଙ୍କ ସ୍ଵାମୀଙ୍କୁ ମଧ୍ୟ ଗି-ରଫ କରା ଯାଇଥିଲା ।

ଆଉ ତାଙ୍କର ସମସ୍ତ ସମ୍ପତ୍ତି ବିଷୟରେ ମଧ୍ୟ ଆକଲନ କରା ଯାଇଥିଲା । କେବଳ ଏତିକି ନୁହେଁ , ତାଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା । ତେବେ ଧିରେ ଧୀରେ ସମୟ ଗଡିବା ସହିତ ଏହି ମାମ-ଲାରେ ଜଡିତ ରହିଥିବା ବଡ ବଡ଼ିଆଙ୍କ ନାମ ଆଗକୁ ଆସି ନଥିଲା ଆଉ ସମସ୍ତେ ନିରବି ଯାଇଥିଲେ । ତେବେ ଦେଖାଯାଉ ବର୍ତ୍ତମାନ ଅର୍ଚ୍ଚନା ଜେ-ଲରୁ ବାହାରିବା ପରେ କଣ ହେଉଛି ।

Leave a Reply

Your email address will not be published. Required fields are marked *