କ୍ୟାମେରା ଆଗକୁ ଆସି ମୁଁହ ଖୋଲିଲେ ସୌମ୍ୟ ରଞ୍ଜନଙ୍କ ବାପା : ମୁଁ ପୋଲିସ ହେଇ ନ୍ୟାୟ ପାଇ ପାରୁନି ସାଧାରଣ ଜନତା….

ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃ-ତ୍ୟୁ ମାମ-ଲାକୁ ପ୍ରାୟତଃ ଅଢେଇ ମାସ ବିତିଗଲାଣି। ତଥାପି ତାଙ୍କ ପରିବାର ଲୋକଙ୍କୁ ନ୍ୟା-ୟ ମିଳି ପାରିନାହିଁ । ନ୍ୟାୟ ଆ-ଶାରେ ତାଙ୍କ ପରିବାର ଦୀର୍ଘ ଅଢେଇ ମାସ ଧରି ଅପେକ୍ଷା କରି ବସିଛି ଆଉ ପୋ-ଲି-ସ ଠାରୁ ଆରମ୍ଭ କରି କୋ-ର୍ଟ କଚେରୀ ପର୍ଯ୍ୟନ୍ତ ଘୁରି ବୁଲୁଛି । ହେଲେ କେହି ମଧ୍ୟ ସେମାନଙ୍କ କଥା ବୁଝୁ ନାହାଁନ୍ତି । ସୌମ୍ୟଙ୍କ ମାଆ ବାରମ୍ବାର ଗଣମାଧ୍ୟମ ସାମ୍ନାକୁ ଆସି ସମସ୍ତଙ୍କୁ ନ୍ୟା-ୟ ପାଇଁ ଗୁହାରି କରୁଛନ୍ତି । କିନ୍ତୁ ଏ ମୁକ ସମାଜ , ସରକାର ତାଙ୍କ କଥା ଶୁଣିବାକୁ ନାରାଜ ଅଟନ୍ତି ।

ତେବେ ଏସବୁ ମଧ୍ୟରେ ତାଙ୍କ ବାପା ଗଣମାଧ୍ୟମ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି । ଆଉ ଏଭଳି କିଛି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ , ଆଜିକୁ ଅଢେଇ ମାସ ବିତି ଯିବା ପରେ ମଧ୍ୟ ତାଙ୍କ ପୁଅକୁ ନ୍ୟା-ୟ ମିଳି ପାରିନାହିଁ କିମ୍ବା ତାଙ୍କ ପରିବାରକୁ ମଧ୍ୟ ନ୍ୟା-ୟ ମିଳିନାହିଁ । ତେବେ ଏଭଳି ହେଲେ ତାଙ୍କ ପୁଅର ଆତ୍ମାକୁ ଶାନ୍ତି ମଧ୍ୟ ମିଳିବ ନାହିଁ । ଅନ୍ୟପକ୍ଷରେ ସେ ମଧ୍ୟ ପୋ-ଲି-ସ ବିଭାଗର କୌଣସି ଏକ ପଦରେ ରହି କାମ କରୁଛନ୍ତି , ତାପରେ ମଧ୍ୟ ତାଙ୍କୁ ନ୍ୟା-ୟ ମିଳୁନାହିଁ । ତେବେ ଆଉ କାହାର ତ ନ୍ୟା-ୟ ପାଇଁ ଅପେକ୍ଷା କରିବା ସମ୍ପୂର୍ଣ୍ଣ ଭାବରେ ବୃଥା ଅଟେ ।

ଯଦି ପୋ-ଲି-ସ ବିଭାଗରେ ରହି ସେ ଏତେ ଦିନ ଧରି ନ୍ୟା-ୟ ପାଇ ପାରିନାହାଁନ୍ତି , ତେବେ ଆଉ କଣ କରା ଯାଇପାରେ । ସାଧାରଣ ଜନତା ତ ଆଦୌ ନ୍ୟା-ୟ ପାଇବେ ନାହିଁ । ତେବେ ସେ ସାରା ଓଡ଼ିଶା ବାସୀଙ୍କ ଆଗରେ ହାତ ଯୋଡି ନ୍ୟା-ୟ ପାଇଁ ପ୍ରାର୍ଥନା କରିଛନ୍ତି । ଆଉ କହିଛନ୍ତି କି , ତାଙ୍କ ଅସୁବିଧା ସମୟରେ ସମଗ୍ର ଓଡିଶା ବାସୀ ତାଙ୍କର ସହାୟତା କରନ୍ତୁ ଏବଂ ନ୍ୟା-ୟ ପାଇବା ଦିଗରେ ତାଙ୍କ ସହ ସବୁବେଳେ ରହିଥାନ୍ତୁ । ଆହୁରିମଧ୍ୟ ସେ କହିଛନ୍ତି କି , ନବୀନ ସରକାର ଏତେ ଭଲ ସରକାର ହୋଇ ମଧ୍ୟ କୌଣସି କଥା ବୁଝୁ ନାହାଁନ୍ତି । ତେବେ ଏହା ପରେ କଣ କରା ଯାଇପାରେ । ତେବେ ସୌମ୍ୟଙ୍କ ମାଆ ପୁଅର ଯିବା ପରେ ବାରମ୍ବାର ଅସୁସ୍ଥ ହେଉଛନ୍ତି ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ତେଣୁ ଏଭଳି ପରିସ୍ଥିତି ବାସ୍ତବରେ ଅତ୍ୟନ୍ତ ଦୁଃ-ଖଦା-ୟକ ଅଟେ । ବାସ୍ତବରେ ଗୋଟିଏ ବାପା ମାଆ ହିଁ ବୁଝିପାରିବେ ପୁଅ ଝିଅ ନିଜ ଠାରୁ ଦୂରେଇ ଗଲା ପରେ କେତେ ଯେ କଷ୍ଟ ଲାଗିପାରେ । ତେବେ ସୌମ୍ୟଙ୍କ ବାପା ଆହୁରି କହିଛନ୍ତି ଯେ , ସୋନାଲି ଭଳି ଝିଅ ସତରେ ଦ-ଣ୍ଡ ପାଇବା ନିହାତି ଦରକାର । କାରଣ ସେମାନଙ୍କ ଠାରୁ ସେ କେତେ ଭଲପାଇବା ପାଇଛନ୍ତି , ସେ କଥା କହି ହେବ ନାହିଁ । ତେବେ ଏତେ ଭଲ ପାଇବା ମିଳିବା ପରେ ମଧ୍ୟ ଯଦି ଗୋଟିଏ ଝିଅ ଏଭଳି କରିବ , ତେବେ କଣ ଆଉ କରା ଯାଇପାରେ । ତେଣୁ ସୌମ୍ୟଙ୍କ ବାପା ସୋନାଲି ନନ୍ଦ ନିହାତି ଭାବରେ ଦ-ଣ୍ଡ ପାଇବାର ଅଧିକାରୀ ବୋଲି କହିଛନ୍ତି । ଆହୁରିମଧ୍ୟ ଗଣମାଧ୍ୟମ ଆଗରେ ବାରମ୍ବାର ହାତ ଯୋଡି ପୁଅର ନ୍ୟା-ୟ ପାଇଁ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *