ସୁନ୍ଦର ଶିଶୁ କିପରି ଜନ୍ମ କରିବେ ! ଜାଣନ୍ତୁ ଏନେଇ ଡାକ୍ତର କଣ କୁହନ୍ତି :-

ଜଣେ ମହିଳା ଜୀବନର ସବୁଠାରୁ ଖୁସିର ସମୟ ସେତେବେଳେ ହୋଇଥାଏ ଯେତେବେଳେ ସେ ମା ହୋଇଥାଏ । କାରଣ ଗୋଟିଏ ଜୀବନ ମଧ୍ୟରେ ଏକ ଏକ ଜୀବନକୁ ଆଶ୍ରା ଦେଇ ଯେତେବେଳେ ତାକୁ ପୁଥିବୀକୁ ଆଣିଥାଏ ତାଠାରୁ ଆଉ ପୁଣ୍ୟ କାମ ଦୁନିଆରେ ଆଉ କିଛି ନାହିଁ । କିନ୍ତୁ ଏହି ସନ୍ତାନ ଜନ୍ମ ପୂର୍ବରୁ କିଛି ନିୟମ ମାନି ଚାଲିଲେ ସନ୍ତାନ ଜନ୍ମ ହେବାର କୌଣସି ସମସ୍ୟା ହୁଏ ନାହିଁ ଏହା ସହିତ ସନ୍ତାନ ମଧ୍ୟ ସୁସ୍ଥ ରହେ ।

ତେବେ ଏସବୁ ପୂର୍ବରୁ ଆପଣ ପ୍ରଥମେ ପିଲା ଜନ୍ମ କରିବାର ଉଚିତ ସମୟ ବିଷୟରେ ଜାଣି ନିଅନ୍ତୁ । ଜଣେ ମହିଳା ଠିକ ସମୟରେ ହିଁ ମା ସନ୍ତାନ ଜନ୍ମ କରିବା ଉଚିତ କାରଣ ଅଧିକ କିମ୍ବା ଖୁବ କମ ବୟସରେ ସନ୍ତାନ ଜନ୍ମ କଲେ ମା ସହିତ ପିଲାର ଜୀବନ ପ୍ରତି ମଧ୍ୟ ବି-ପ-ଦ ସୃଷ୍ଟି ହୋଇପାରେ ।ସେଥିପାଇଁ ଆମ ଭାରତରେ ଝିଅଙ୍କ ବିବାହର ଉଚିତ ବୟସ ୧୮ ବୋଲି କୁହାଯାଇଛି । ତେବେ ଏହା ମଧ୍ୟ କୁହାଯାଇଛି ଯେ ୩୫ ବର୍ଷ ବୟସ ପରେ ଗ-ର୍ଭଧା-ରଣ କଲେ ମା ଏବଂ ଶିଶୁର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ର-ଭାବ ପଡ଼ିଥାଏ।

ସେହିପରି ଆପଣ ଶାରୀ-ରିକ ସମ୍ବନ୍ଧର ସଠିକ ସମୟ ବିଷୟରେ ମଧ୍ୟ ଜାଣିନେବା ଉଚିତ । ବାସ୍ତବରେ ଋତୁସ୍ରାବ ହେବାର କିଛି ପୂର୍ବରୁ ଯଦି ଆପଣ ଶାରୀ-ରିକ ସମ୍ବନ୍ଧ ସ୍ଥାପନ କରନ୍ତି ତେବେ ଗ-ର୍ଭଧା-ରଣ କରିବାର ସମ୍ଭାବନା ଅଧିକ ବଢ଼ିଯାଏ । ଏବଂ ଯଦି ଆପଣଙ୍କ ୨୮ ଦିନର ମାସିକ ଋ-ତୁସ୍ରା-ବ ପରେ ବି ଋ-ତୁସ୍ରା-ବ ହୁଏନାହିଁ ତେବେ ଗ-ର୍ଭଧା-ରଣର ଏହା ଏକ ସଙ୍କେତ ହୋଇଥାଏ ।

ଏସବୁ ସହିତ ଆପଣ ମାନେ ଏହା ମଧ୍ୟ ଜାଣି ରଖିବା ଉଚିତ ଯେ କେତୋଟି ପିଲା ଜନ୍ମ କରିବା ଉଚିତ ଏବଂ କେତେ ବର୍ଷ ବ୍ୟବଧାନରେ । ଯାହାଦ୍ୱାରା ମାର ଶାରୀ-ରିକ ସ୍ଥିତି ଠିକ ରହିବ । ଯଦି ଜଣେ ମହିଳା ୨ ରୁ ଅଧିକ ସନ୍ତାନ ଜନ୍ମ କରନ୍ତି ତେବେ ତାଙ୍କର ଶାରୀ-ରିକ ସମସ୍ୟା ଦେଖା ଦେଇଥାଏ । ତେଣୁ କେବଳ ୨ ଟି ଶିଶୁ ଏବଂ ଜନ୍ମ ମଧ୍ୟରେ ବ୍ୟବଧାନକୁ ଅତିକମରେ ୨ ବର୍ଷ ରଖାଯିବା ଉଚିତ । ଏହାକୁ ପରିବାର ନିୟୋଜନ ସେବାର ସାହାଯ୍ୟ ନେଇ ଦମ୍ପତ୍ତି ନିର୍ଣ୍ଣୟ କରିବା ଉଚିତ ।

ପୁଣି ଏସବୁ ସତ୍ତ୍ୱେ ଗ-ର୍ଭଧା-ରଣ ନକରିବା ପାଇଁ ଉଚିତ ପଦକ୍ଷେପ ନେବା ଉଭୟ ପୁରୁଷ ଏବଂ ମହିଳାଙ୍କ ଦାୟିତ୍ୱ ଅଟେ । ଏସ୍ଟ୍ରୋଜେନ ନାମକ ହରମୋନ ଶରୀରରେ ଥାଏ ଯାହା ଶରୀରରେ ବଢ଼ିଗଲେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଏ ଏବଂ ଗ-ର୍ଭଧା-ରଣରେ ମଧ୍ୟ ସମସ୍ୟା ଦେଖା ଦେଇଥାଏ । ଏହାର ପ୍ରମୁଖ କାରଣ ହେଉଛି ଖାଦ୍ୟାଭ୍ୟାସରେ ଅନିୟମିତତା , ଶାରୀ-ରିକ ବ୍ୟାୟାମ ନକରିବା , ଅନିୟମିତ ଜୀବନଶୈଳୀ ।

ତେଣୁ ପ୍ରଥମେ ଜଣେ ମହିଳା ଗ-ର୍ଭାବ-ସ୍ଥା ପୂର୍ବରୁ କିମ୍ବା ପରେ ନିଜର ଖାଦ୍ୟଭ୍ୟାସ ପ୍ରତି ଧ୍ୟାନ ଦେବା ଉଚିତ । ସୁଷମ ଖାଦ୍ୟ ମଧ୍ୟରେ ପନିପରିବା , ଛେନା , କ୍ଷୀର , ଡାଲି , ଶାଗ , ମାଛ ଇତ୍ୟାଦି । ଏହାସହିତ ଉପଯୁକ୍ତ ବିଶ୍ରାମ ଶରୀରକୁ ଆବଶ୍ୟକ ହୋଇଥାଏ । ଯେପରିକି ରାତିରେ ୮ ଘଣ୍ଟା ବିଶ୍ରାମ ଏବଂ ସକାଳୁ ୨ ଘଣ୍ଟା ବିଶ୍ରାମ ନିହାତି ଆବଶ୍ୟକ । ଏହାସହିତ ଗ-ର୍ଭାବ-ସ୍ଥା ସମୟରେ କିମ୍ବା ପୂର୍ବରୁ କୌଣସି ବି ଔଷଧ ସେବନ କଲେ ଡାକ୍ତରଙ୍କ ପରାମର୍ଶ ନିହାତି କରିବା ଉଚିତ କାରଣ ଏହା ଶିଶୁର ଶରୀର ଉପରେ ପ୍ର-ଭା-ବ ପକାଇ ଥାଏ ।

Leave a Reply

Your email address will not be published. Required fields are marked *