ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ , ସିଲସିଲା ବେହରାଙ୍କ ଖୋଲୁଛି ଗୁମର

ସାରା ରାଜ୍ୟରେ ବର୍ତ୍ତମାନ ସମୟରେ ଚହଳ ସୃଷ୍ଟି କରିଥିବା ସିଲସିଲା ବେହେରା ମା-ମ-ଲାରେ ନୂଆ ନୂଆ ଗୁମର ସାମ୍ନାକୁ ଆସିବାରେ ଲାଗିଅଛି । ନିଜ ସ୍ୱାମୀଙ୍କୁ ହ-ତ୍ୟା କରିବାପାଇଁ ସୁ-ପା-ରୀ ଦେଇଥିବା କଥା ଚାରିଆଡେ ଚହଳ ସୃଷ୍ଟି କରିଛି । ନିଜକୁ ସମାଜସେବୀର ପରିଚୟ ଦେଉଥିବା ସିଲସିଲା ବେହେରାଙ୍କର କ୍ରା-ଇ-ମ ରେ-କ-ର୍ଡ ସାମ୍ନାକୁ ଆସିବାରେ ଲାଗିଅଛି। କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କ କ୍ରା-ଇ-ମ ମା-ମ-ଲା ସାମ୍ନାକୁ ଆସିବାରେ ଲାଗିଛି । ସେ ବର୍ତ୍ତମାନ ଗଭୀର ମା-ମ-ଲାରେ ଫସିବାରେ ଲାଗିଛି ।

ସୂଚନା ମୁତାବିକ ସେ ସୁ-ପା-ରୀ ଦେଇ ନିଜର ଇଂଜିନିୟର ସ୍ୱାମୀ ବିନାୟକ ବେହେରାଙ୍କୁ ହ-ତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ବର୍ତ୍ତମାନ ସମୟରେ ତାଙ୍କର କ୍ରା-ଇ-ମ ରେ-କ-ର୍ଡ ସାମ୍ନାକୁ ଆସିବାରେ ଲାଗିଛି । ସୂଚନା ଅନୁଯାୟୀ , ଅନୁଗୁଳରେ ରହିଥିବା ଗୋଟିଏ ପରିବାରର ପାରିବାରିକ କ-ଳ-ହ ଲାଗି ରହିଥିଲା । ଆଉ ତାହାର ସମାଧାନ କରିବା ପାଇଁ ସିଲସିଲା ମଧ୍ୟସ୍ଥି ସାଜିଥିଲେ । ନ-କ-ଲି ଏନଏଚଆରସି ଅଧ୍ୟକ୍ଷ ସାଜି ସଂପୃକ୍ତ ପରିବାର ଠାରୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ ସିଲସିଲା । ଟଙ୍କା ନ ଦେଲେ ମିଛ ମା-ମ-ଲାରେ ଫସାଇ ଦେବାର ଧ-ମ-କ ମଧ୍ୟ ସେ ଦେଇଥିଲେ । ତେବେ ପ୍ରମାଣ ସ୍ୱରୂପ ସେତେବେଳେ ସିଲସିଲା ବ୍ୟବହାର କରିଥିବା ଗାଡ଼ିର ଫଟୋକୁ ଅ-ଭିଯୋ-ଗକାରିଣୀ ସାଇତି ରଖିଛନ୍ତି ।

ତେବେ ଏ ବା-ବ-ଦରେ ୨୦୨୦ ମସିହାରେ ତାଳଚେର ଥା-ନାରେ ଅଭି-ଯୋଗ ହୋଇଥିଲା । ତେବେ ସେହି ପରିବାର ୨୦୨୧ ମସିହାରେ ଅନୁଗୁଳ ଏସପିଙ୍କ ଠାରେ ଅଭି-ଯୋଗ କରିଥିଲେ କାରଣ ପୋ-ଲି-ସ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିନଥିଲା । ତେବେ ସେଠାରୁ ନି-ରା-ଶ ହେବା ପରେ ପରିବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ଏହାପରେ ପୋ-ଲି-ସ ସିଲସିଲାଙ୍କ ସମେତ ୫ ଜଣଙ୍କ ବି-ରୁ-ଦ୍ଧରେ ମା-ମ-ଲା ରୁ-ଜୁ କରିଥିଲା । ତେବେ ବର୍ତ୍ତମାନ ସମୟରେ ବହୁ ଚର୍ଚ୍ଚିତ ଅଛନ୍ତି ଏହି ମହିଳା କାରଣ ସ୍ୱାମୀଙ୍କୁ ସୁ-ପା-ରୀ ଦେଇ ମା-ରି-ବା ତଥା ଡ୍ରାଇଭରକୁ ନିଜ ସ୍ୱାମୀର ପରିଚୟ ଦେଇ ଆପାର୍ଟମେଣ୍ଟରେ ରହୁଥିବା ନେଇ ତାଙ୍କ ନାମରେ ଅଭି-ଯୋଗ ହୋଇଛି ।

ଅନ୍ୟପକ୍ଷରେ ମଞ୍ଚେଶ୍ୱର ପୋ-ଲି-ସ ଡ୍ରାଇଭର ଅଶୋକ ସାହୁଙ୍କୁ ଗି-ର-ଫ କରିଥିବା ବେଳେ ସୁ-ପା-ରୀ ନେଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପାରିନାହିଁ । ଆହୁରିମଧ୍ୟ ଆପାର୍ଟମେଣ୍ଟରେ ନିଜର ନାମ ପରିବର୍ତ୍ତନ କରି ରହୁଥିବା ନେଇ ତାଙ୍କ ନାମରେ ଅଭି-ଯୋଗ ଆସିଛି । ଗଣମାଧ୍ୟମର ସମସ୍ତ କଥାକୁ ଆଡେଇ ଦେଉଛନ୍ତି ସିଲସିଲା । ତେବେ ଏଭଳି ପରିସ୍ଥିତିରେ ଆଉ କଣ ନୂଆ ନୂଆ ତଥ୍ୟ ସମ୍ନାକୁ ଆସିବ , ତାହା ଜାଣିବା ବାକି ରହିଲା ।

Leave a Reply

Your email address will not be published. Required fields are marked *