ଭିଣେଇ ଟଙ୍କା ନ ଦେବାରୁ ଯୁବକ ଜଣକ କଲେ ଆ-ତ୍ମହ-ତ୍ୟା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଉତ୍ତରପ୍ରଦେଶର ନୋଏଡାର ସେକ୍ଟର ୧୧୩ ଅଞ୍ଚଳର ସର୍ଫାବାଦ୍ ଗାଆଁରେ ରହୁଥିବା ଜଣେ ଯୁବକ ପ୍ରଥମେ ନିଜ ପାଟିରେ ଗୋଟେ ବିଦ୍ୟୁତ୍ ତାର ପୁରାଇ ପାୱାର ବଟନ୍ ଦବାଇ ଆ-ତ୍ମହ-ତ୍ୟା କରିଛନ୍ତି। ଯୁବକ ଜଣଙ୍କ ନିଜ ଭିଣେଇଙ୍କୁ ୧୦୦୦ ଟଙ୍କା ଧାର ମାଗିଥିଲେ, ଭିଣେଇ ଟଙ୍କା ଦେବାକୁ ମନା କରିବା ପରେ ସେ ଏମିତି କିଛି କରିଦେଲେ।

ଶନିବାର ଦିନ ସକାଳେ ଯୁବକ ଜଣଙ୍କ ବିଦ୍ୟୁତ୍ ତାର ପାଟିରେ ପୁରାଇ ପାୱାର ବଟନ୍ ଦବାଇ ଦେଲା। ଯାହା ଫଳରେ ତାଙ୍କୁ ଗଭୀର ବିଦ୍ୟୁତ୍ ଝ-ଟ-କା ଲାଗିଲା। ଚିକିତ୍ସା ପାଇଁ ତାଙ୍କୁ ଶୀଘ୍ର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଗଲା। ସେତେବେଳକୁ ସେ ମ-ରି ସାରିଥିଲେ।

ଗଣମାଧ୍ୟମ ଦାୟିତ୍ୱରେ ଥିବା ପଙ୍କଜ କୁମାର କହିଛନ୍ତି ପୋ-ଲି-ସ ଷ୍ଟେ-ସ-ନ ସେକ୍ଟର ୧୧୩ ଅଞ୍ଚଳର ସର୍ଫାବାଦ୍ ଗ୍ରାମରେ ରହୁଥିବା ଗଙ୍ଗା ସିଂଙ୍କ ପୁଅ ବିନୟ କୁମାର ତାଙ୍କ ଭିଣେଇଙ୍କୁ ୧୦୦୦ ଟଙ୍କା ଧାର ମାଗିଥିଲେ। କିନ୍ତୁ ଭିଣେଇ ବିନୟଙ୍କୁ ଟଙ୍କା ଦେଇ ନଥିଲେ ଏବଂ କହିଲେ ମୋ ପାଖରେ ଏବେ ୧୦୦୦ ଟଙ୍କା ନାହିଁ। ଏହି କଥାରେ ରାଗିଯାଇ ବିନୟ କୁମାର ବିଦ୍ୟୁତ୍ ତାର ପାଟିରେ ପୁରାଇ ପାୱାର ବଟନ୍ ଦାବାଇ ଦେଲେ।

ଆଉ ଗୋଟେ ଘଟ-ଣାରେ, ପ୍ରିୟଙ୍କା ନାମକ ଜଣେ ଝିଅ ମାନ-ସିକ ଚା-ପରେ ପଡ଼ି ବି-ଷା-କ୍ତ ଜିନିଷ ଖାଇଦେଲା।ତାଙ୍କୁ ଗୁରୁ-ତର ଅବସ୍ଥାରେ ନୋଏଡାର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଗଲା, କିନ୍ତୁ ଅବସ୍ଥା ଗୁରୁ-ତର ଥିବାରୁ ତାଙ୍କୁ ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାକୁ ନିଆଗଲା। ଶନିବାର ଦିନ ସନ୍ଧ୍ୟା ସମୟରେ ସମୟରେ ପ୍ରିୟଙ୍କାଙ୍କ ମୃ-ତ୍ୟୁ ହେଇଗଲା।

Leave a Reply

Your email address will not be published. Required fields are marked *