ଘୋଡାରୁ ପଡ଼ି ହସ୍ପିଟାଲ ବେଡ଼ରେ ଶ୍ରୀତମ ଦାସ , ପ୍ରଶଂସକ ମାନେ ଆରୋଗ୍ୟ କାମନା କରୁଛନ୍ତି

ଅଭିନେତା ଶ୍ରୀତମ ଦାସ , ଯିଏକି ଓଡ଼ିଆ ଫିଲ୍ମ ଜଗତରେ ଏକ ପରିଚିତ ମୁଁହ । ତାଙ୍କୁ କିଏ ବା ନ ଜାଣେ । ସେ ଓଡ଼ିଆ ଫିଲ୍ମ ଜଗତକୁ ଅନେକ ଭଲ ଭଲ ଫିଲ୍ମ ଭେଟି ଦେଇଛନ୍ତି ଆଉ ତାଙ୍କ ଫିଲ୍ମ ଦେଖିବା ପାଇଁ ଅନେକ ଲୋକ ପାଗଳ ଭଳି ହୋଇ ଯାଆନ୍ତି । ଏହାବ୍ୟତୀତ ତାଙ୍କ କମେଡି ମଧ୍ୟ ଦର୍ଶକ ମାନଙ୍କର ମନ ଭରି ମନୋରଞ୍ଜନ କରାଇଥାଏ । ଆଉ ଫିଲ୍ମ ରିଲିଜ ହେଲେ ଆଗରୁ ଲୋକେ ତାଙ୍କୁ ଦେଖିବା ପାଇଁ ହଲରେ ଲମ୍ବା ଲାଇନ ଲଗାଇ ଦେଇଥାନ୍ତି ।

ତେବେ ବର୍ତ୍ତମାନ ତାଙ୍କୁ ନେଇ ଏକ ଦୁଃ-ଖ ଖବର ସାମ୍ନାକୁ ଆସିଛି , ଯାହା ପରେ ତାଙ୍କ ପ୍ରଶଂସକ ମାନଙ୍କୁ ଏକ ଶକ୍ତ ଝ-ଟକା ଲାଗିଛି । କାହିଁକି ନା ଏପରି ହେବ ବୋଲି ସେମାନେ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ । ହଠାତ୍ ତାଙ୍କ ପ୍ରିୟ ଅଭିନେତା ସହିତ ଏପରି ହେବା ସେମାନେ ବିଶ୍ୱାସ କରି ପାରୁ ନାହାଁନ୍ତି । କାହିଁକି ନା ଗତକାଲି ଏକ ଦୁଃ-ଖ ଖବର ସାମ୍ନାକୁ ଆସିଛି , ଯାହା ପରେ ତାଙ୍କ ଫ୍ୟାନ୍ସ ମାନଙ୍କ ମନ ଦୁଃ-ଖ ଆଉ ସେମାନେ ଶ୍ରୀତମଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିବାରେ ଲାଗିଛନ୍ତି ।

ତେବେ ସୂଚନା ଅନୁଯାୟୀ , କଟକ ବାଙ୍କୀ ଠାରେ ଶ୍ରୀତମଙ୍କ ଏକ ଓଡ଼ିଆ ଫିଲ୍ମ ନବକଳେବରର ସୁଟିଂ ଚାଲିଥିଲା ଆଉ ଏହି ସମୟରେ ଘଟି ଯାଇଥିଲା ଏକ ବଡ ଅଘ-ଟଣ । ଆଉ ତାହା ହେଉଛି ଘୋଡାରୁ ପଡ଼ି ଯାଇଥିଲେ ଶ୍ରୀତମ । ତେବେ ଖବର ମୁତାବକ ଏକ ସୁନ୍ଦର ରୋଲ ପ୍ଲେ କରୁଥିଲେ ଶ୍ରୀତମ ଆଉ ଏଥିପାଇଁ ତାଙ୍କୁ ଏକ ଘୋଡାର ମଧ୍ୟ ଆବଶ୍ୟକତା ରହିଥିଲା । ଆଉ ଯେତେବେଳେ ସୁ-ଟିଂ କରିବା ପାଇଁ ଶ୍ରୀତମ ଘୋଡ଼ା ଉପରକୁ ଉଠି ଯାଇଥିଲେ , ଘୋଡ଼ା ସେତେବେଳେ ତାର ନିୟନ୍ତ୍ରଣ ହରାଇ ବସିଥିଲା ।

ଆଉ କ୍ରୋଧିତ ହୋଇ ଆଗକୁ ଦୌଡ଼ି ଚାଲିଥିଲା । ତେବେ ଏହାରି ମଧ୍ୟରେ ସେହି ଘୋଡାରୁ ଖସି ପଡ଼ିଥିଲେ ଶ୍ରୀତମ ଆଉ ତାଙ୍କ ଡ଼ାହାଣ ହାତ ଭାଙ୍ଗି ଯାଇଥିଲା । ତେବେ ବର୍ତ୍ତମାନ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ଆଉ ତାଙ୍କ ଡ଼ାହାଣ ହାତରେ ମଧ୍ୟ ଅସ୍ତ୍ରୋ-ପଚାର କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ଫ୍ୟାନ୍ସ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି । ଖୁବ ଶୀଘ୍ର ସେ ଯେମିତି ଭଲ ହୋଇ ଯାଆନ୍ତୁ ଆଉ ପରଦାକୁ ଫେରନ୍ତୁ ବୋଲି ସମସ୍ତେ ଆଶା କରିଛନ୍ତି ।

Leave a Reply

Your email address will not be published. Required fields are marked *