ନିଜର ସିକ୍ରେଟ ଖୋଲି କହିଲେ ମାନିନୀ , ସିରିଏଲରେ ସେ ଏତେ କମ୍ ବୟସରେ ଶାଶୁ ହୋଇଛନ୍ତି

ଅନେକ ସିରିଏଲ ବର୍ତ୍ତମାନ ଜି ସାର୍ଥକରେ ପ୍ରସାରିତ ହେଉଛି ଆଉ ତାହା ମଧ୍ୟରୁ ଅନେକ ସିରିଏଲ ସମସ୍ତଙ୍କର ବେଶ୍ ପସନ୍ଦ । ତେବେ ତାହା ମଧ୍ୟରୁ ଗୋଟିଏ ସିରିଏଲ ହେଉଛି “ତୁ ଖରା ମୁଁ ଛାଇ” । ଯାହାକୁ ଅନେକ ଦର୍ଶକ ମାନଙ୍କର ଭଲ ପାଇବା ମିଳିଛି । ସେଥିରେ ଅଭିନୟ କରୁଥିବା ପ୍ରତିଟି ଚରିତ୍ର ତଥା ତାର ଗୀତ ଦର୍ଶକ ମାନଙ୍କର ମନ ଛୁଇଁ ଯାଇଛି । ଆଉ ବିଶେଷ କରି ସମସ୍ତଙ୍କର ପସନ୍ଦ ହେଉଛି ସେଥିରେ ମୁଖ୍ୟ ଚରିତ୍ର ଭାବରେ ଅଭିନୟ କରୁଥିବା ଏଜେ ଏବଂ ମାନିନୀ ।

ତେବେ ବର୍ତ୍ତମାନ ଗଣମାଧ୍ୟମ ଆଗକୁ ଆସି ନିଜ ମନର ଖୋଲି କହିଛନ୍ତି ଏଜେ ଏବଂ ମାନିନୀ । ତେବେ ମାନିନୀଙ୍କ କହିବା ଅନୁଯାୟୀ , ସେ ଏହି ସିରିଏଲ କରି ନିଜର ଏକ ଭିନ୍ନ ପରିଚୟ ତିଆରି କରିଛନ୍ତି । ଲୋକଙ୍କ ପାଖରେ ସେ ଆଜି ପହଞ୍ଚି ପାରିଛନ୍ତି ଆଉ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଆଜି ପସନ୍ଦ କରୁଛନ୍ତି । ତେବେ ଏହି ସିରିଏଲର ଏକ ମଜା କଥା ହେଉଛି ଏଥିରେ ସେ ଅଳ୍ପ ବୟସରୁ ଜଣେ ଶାଶୁ ଭୂମିକାରେ ଅଭିନୟ କରୁଛନ୍ତି । ଯାହାର ମଜା ଦର୍ଶକ ମାନେ ନେଇଥାନ୍ତି ।

ଅନ୍ୟପକ୍ଷରେ ଏଜେ ମଧ୍ୟ କହିଛନ୍ତି ଯେ , ସେ ମଧ୍ୟ ଏକ ଭଲ ଚରିତ୍ରଟିଏ ପାଇଛନ୍ତି , ଯାହା ଆଜି ତାଙ୍କୁ ଏକ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇଛି । ଅନ୍ୟ ପକ୍ଷରେ ସେଟରେ ତାଙ୍କର ଏବଂ ମାନିନୀ ମଧ୍ୟରେ ବହୁତ ଝ-ଗଡା ହୋଇଥାଏ । ଦୁହେଁ ଦୁହିଁଙ୍କୁ ଆଦୌ ଛାଡନ୍ତି ନାହିଁ । ସେମାନଙ୍କ ମଧ୍ୟରେ ବହୁତ ସମୟରେ କିଛି କଥାକୁ ନେଇ ବାଜି ମଧ୍ୟ ଲାଗି ଥାଆନ୍ତି । ଯାହା ହେଉ ତାଙ୍କ କ୍ୟାରିଅର ପାଇଁ ଏହା ଏକ ଭିନ୍ନ ମୋଡ ନେଇ କରି ଆସିଛି ।

ଆଉ ସେମାନଙ୍କୁ ନେଇ ଆଣି ଏକ ସଫଳତା ପାଖରେ ଛିଡ଼ା କରାଇ ଦେଇଛି । ଅନ୍ୟ ପକ୍ଷରେ ମାନିନୀ ସୁଟିଂ ସେଟରେ ମା-ଡ଼ଗୋ-ଳ କରିଥାନ୍ତି ଏଜେଙ୍କ ସହିତ । ଦୁହିଁଙ୍କ ମଧ୍ୟରେ ସଦାବେଳେ ନୋକଝୋକ ଲାଗି ରହିଥାଏ । ମାନିନୀ ତାଙ୍କୁ ସବୁବେଳେ ମା-ଡ଼ ମା-ରିଥାନ୍ତି କିନ୍ତୁ ଏଜେ କେବେ ତାଙ୍କୁ ମାରନ୍ତି ନାହିଁ କାହିଁକି ନା ତାଙ୍କ ହାତ ବହୁତ କା-ଟିଥାଏ ବୋଲି ମାନିନୀ କହିଛନ୍ତି । ତେବେ ଦେଖାଯାଉ ଦୁହିଁଙ୍କ ଭଲ ପାଇବା ସମସ୍ତଙ୍କୁ କେତେ ଖୁସି ଯୋଗାଇ ପାରୁଛି ।

Leave a Reply

Your email address will not be published. Required fields are marked *