ସୁନ୍ଦରୀ ବୋଲି ବାହା ହେଲା ୩ ବର୍ଷ ଯାଇନି ମା-ରିଦେଲା ।

ଶାଶୁ ଘର ଲୋକେ ଝିଅକୁ ମା-ରିଦେଇଛନ୍ତି । ଯୌତୁକ ପାଇଁ ଯୁଇରେ ଜଳୁଛି ଆଉ ଏକ କୂଳବଧୁ । ଝିଅର ବାପା ଘର ଲୋକଙ୍କ ଅଭି-ଯୋଗ ଅନୁଯାୟୀ ଝିଅ ବେଶ୍ ସୁନ୍ଦର୍ ବୋଲି ଶାଶୁ ଘର ଲୋକେ ଝିଅକୁ ଦେଖୁ ଦେଖୁ ରାଜି ହୋଇଯାଇଥିଲେ । ଏହା ପରେ ଝିଅକୁ ପି-ଟି ପି-ଟି ମା-ରିଦେଲେ । ହଁ ଆଜ୍ଞା ଏପରି ଘଟ-ଣା ଘଟିଛି ବାଲେଶ୍ଵର ଜିଲ୍ଲାରେ । ତିନି ବର୍ଷ ପୂର୍ବରୁ ବୈଦିକ ରୀତିନୀତି ଅନୁସାରେ ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଝିଅ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲା । ହେଲେ ବିବାହକୁ ମାତ୍ର କିଛି ବର୍ଷ ପୂରିନି ପୁରୀନି ପୁଣି ଆରମ୍ଭ ହୋଇଗଲା ଝିଅ ଉପରେ ଅ-ତ୍ୟାଚା-ର ।

ବାପାଙ୍କ ଘର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ଥିଲା କୋଟିଏ ରେ ଗୋଟିଏ । ଯେମିତି ଦେଖିବାକୁ ସୁନ୍ଦର୍ ପିଲା ହିସାବରେ ମଧ୍ୟ ସେ ସେତିକି ଭଲ । ଶାଶୁ ଘର ଲୋକେ ତାଙ୍କ ଝିଅକୁ ଦେଖୁ ଦେଖୁ ରାଜି ହୋଇଯାଇଥିଲେ । ମାତ୍ର ବିବାହକୁ କିଛି ବର୍ଷ ପୂରିନୀ ତା ପରେ ଯୌ-ତୁକ ପାଇଁ ନିର୍ଯା-ତନା ଦେବା ଆରମ୍ଭ କରିଥିଲେ । ଝିଅ ବାପ ଘର ଲୋକଙ୍କୁ ଶାଶୁ ଘର କଥା ଜଣାଉ ନଥିଲେ ।ହେଲେ ପରେ ଏଥର ରାକ୍ଷୀ ପୂର୍ଣ୍ଣିମା ଦିନ ଝିଅ ବାପ ଘରକୁ ଆସିଥିଲା । ପରିବାର ଲୋକଙ୍କ ସହ କିଛି ସମୟ କା-ଟିବା ପରେ ଶାଶୁ ଘରକୁ ଯାଇଥିଲା । ଆଉ ବାପ ଘରୁ ଯିବା ପରେ ଯେଉଁ ଅଘ-ଟଣ ଘଟି ଯାଇଥିଲା ତାହା ପରିବାର ଲୋକଙ୍କ ଆଖିର ନିଦ ହଜାଇ ଦେଇଛି ।

ଝିଅ ବାପାଙ୍କ ଘରୁ ଶାଶୂ ଘରକୁ ଯିବା ପରେ ଶାଶୁ ଘର ଲୋକେ ଫୋନ ଯୋଗେ କହିଥିଲେ ତୁମ ଝିଅ ଆ-ତ୍ମହ-ତ୍ୟା କରିଛି । ହେଲେ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ ବାପାଙ୍କ ଘର ଲୋକେ । ବାପା ଘର ଲୋକେ ଝିଅକୁ ମେଡିକାଲରେ ପହଞ୍ଚି ଦେଖିଥିଲେ ଯେ ଝିଅର ଶରୀରରେ ଅନେକ କ୍ଷ-ତ ଚିହ୍ନ ଅଛି । ଆଉ ଏହି କ୍ଷ-ତ ଚିହ୍ନ ଦେଖିବା ପରେ ଶାଶୁ ଘର ଲୋକେ ଝିଅକୁ ଯୌ-ତୁକ ପାଇଁ ମା-ରିଦେଇଥିବା ଅଭି-ଯୋଗ କରାଯାଉଛି । ହଟାତ୍ ଜଣେ ଝିଅ କେଉଁଥି ପାଇଁ ଆ-ତ୍ମହ-ତ୍ୟା କରିବ ।

ତେବେ ବର୍ତ୍ତମାନ ଝିଅକୁ ହରାଇ ବାପ ଘର ଲୋକେ କାନ୍ଦୁଥିବା ବେଳେ ଶାଶୁ ଘର ଲୋକେ ଏହାକୁ ଗ୍ରହଣ କରୁ ନାହାନ୍ତି । ଶାଶୁ ଘର ଲୋକଙ୍କ କହିବା କଥା ଝିଅ କଣ ପାଇଁ ଆ-ତ୍ମହ-ତ୍ୟା କରିଛି ତାହା କେହି ଜାଣି ନାହାଁନ୍ତି । ହେଲେ ଯେହେତୁ ଝିଅର ଶରୀରର ଅନେକ ସ୍ଥାନରେ କ୍ଷ-ତ ଚିହ୍ନ ରହିଛି ତେଣୁ ଝିଅର ବାପାଙ୍କ କହିବା କଥା ଆମ ଝିଅକୁ ଜ୍ବାଇଁ ଘର ଲୋକେ ମା-ରି ଦେଇଛନ୍ତି । ତେବେ ପୋ-ଲିସ ଏହି ଘଟ-ଣାର ତ-ଦନ୍ତ କରୁଥିବା ବେଳେ ଆଗକୁ କଣ ଘଟୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *