ମଣିଷର ମସ୍ତିଷ୍କକୁ ଲହୁଣୀରେ ଭାଜି ଖାଉଥିଲା ପିଟର , ନେଉଥିଲା ମଜା

ଆପଣ ବିଭିନ୍ନ ପ୍ରକାରର କିଲର ମାନଙ୍କ ବିଷୟରେ ଶୁଣିଥିବେ କିନ୍ତୁ ଏହି ପ୍ରକାରର କି-ଲର୍ ବିଷୟରେ ଆଦୌ ଶୁଣି ନଥିବେ । ଯିଏ ମଣିଷ ମାନଙ୍କୁ ହ-ତ୍ୟା କରି ତାଙ୍କର ମସ୍ତିଷ୍କ ବାହାର କରି ନେଇଥାଏ ଆଉ ସେଗୁଡିକୁ ଲହୁଣୀରେ ଭାଜି ଦେଇଥାଏ । ଖାଲି ଭାଜି ଥାଏ ନୁହେଁ , ସେଗୁଡିକୁ ତାପରେ ଆରାମରେ ବସି ଖାଇଥାଏ । ତେବେ ହଁ ଆଜ୍ଞା ଏହି ଘ-ଟଣା ଅନେକ ବର୍ଷ ପୂର୍ବର ଯେତେବେଳେ ଖବରକାଗଜରେ ପିଟର ନାମକ ବ୍ୟକ୍ତି ଜଣକ ବିଷୟରେ ପ୍ରକାଶିତ ହୋଇଥିଲା ଆଉ ସମସ୍ତେ ତା ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ତେବେ ଏହା ବାବ-ଦରେ ପରେ ସ୍ପଷ୍ଟ ଭାବରେ ଜଣା ପଡିଥିଲା । ଜଣେ ବ୍ୟକ୍ତି କିପରି ଅନେକ ଲୋକଙ୍କୁ ହା-ତୁଡ଼ି ରେ ପ୍ରହାର କରି ହ-ତ୍ୟା କରିଥାଏ ଆଉ ତାପରେ ସେମାନଙ୍କୁ ମୁଣ୍ଡ ଚି-ରି ମସ୍ତିଷ୍କ ବାହାର କରି ଭାଜି ଖାଇ ଦେଇଥାଏ । ତାହା ବିଷୟରେ ଶୁଣିବା ପରେ ସମସ୍ତଙ୍କ ମୁଣ୍ଡ ବୁଲାଇ ଦେଲା । ତେବେ ହଁ ଆଜ୍ଞା ଆମେ କହୁଛୁ , ଲଣ୍ଡନର ପିଟର ବ୍ରେୟାନ ବିଷୟରେ । ସେ ଜଣେ ବ୍ୟକ୍ତି ଯିଏକି ଅଳ୍ପ ପାଠ ପଢ଼ିଥିଲେ ଆଉ ତାପରେ ରୋଷେଇ କୋର୍ସ ମଧ୍ୟ କରିଥିଲେ । ତେବେ ପେଟ ପୋଷିବା ପାଇଁ ସେ କାମ ଖୋଜି ଥିଲେ ।

ଏହାପରେ ଏକ ହୋଟେଲରେ ରୋଷେୟା ଭାବରେ କାମ କରିଥିଲେ । ସେଠାରେ କିଛି ଦିନ ରହିବା ପରେ କୌଣସି ଏକ କାରଣ ପାଇଁ ସେହି କାମ ଛାଡ଼ି ଦେଇଥିଲେ । ଆଉ ତାପରେ ଲୁଗା ଦୋକାନରେ କାମ କରୁଥିଲେ । ତେବେ ପିଟର ବ୍ରେୟାନଙ୍କ ପ୍ରଥମ ହ-ତ୍ୟାକା-ଣ୍ଡ ସେତେବେଳେ ହୋଇଥିଲା , ଯେତେବେଳେ ସେ ଜଣେ ପଡୋଶୀଙ୍କୁ ଛାତ ଉପରୁ ଠେଲି ଦେଇଥିଲେ ଆଉ ତାଙ୍କ ହ-ତ୍ୟା କରିଥିଲେ । ତେବେ ଧିରେ ଧୀରେ ତାଙ୍କର ଏହି କାମ ବଢ଼ି ଚାଲି ଥିଲା । ଏକ ଭାରତୀୟ ଲୁଗା ଦୋକାନରେ ସେ କାମ କରୁଥିଲେ । ସେହି ଦୋକାନର ମାଲିକ ନଥିବା ସମୟରେ ତାଙ୍କ ଝିଅ ନିଶା ଆସି ଦୋକାନରେ ବସୁଥିଲେ ।

ନିଶା ଏତେ ସୁନ୍ଦର ଥିଲେ ଯେ , ପିଟର ନିଜକୁ ଅଟକାଇ ନ ପାରି ତାଙ୍କୁ ବାରମ୍ବାର ଅନାଇ ଥିଲା । ଆଉ ତାପରେ ଦୁହିଁଙ୍କ ମଧ୍ୟରେ ପାଟି ତୁ-ଣ୍ଡ ହୋଇଥିଲା । ଆଉ ନିଶା ତାଙ୍କୁ ଦୋକାନରୁ ବାହାର କରି ଦେଇଥିଲେ । ଶେଷରେ ପିଟର ରା-ଗି ଯାଇ ନିଶାଙ୍କ ମୁଣ୍ଡକୁ ଛେଚି ଦେଇ ତାଙ୍କ ହ-ତ୍ୟା କରି ମୁଣ୍ଡକୁ ଲହୁଣୀରେ ଭାଜି ଖାଇଥିଲା । ତେବେ ଏହି କଥା ନିସାଙ୍କ ଭାଇ ଦେଖିଥିଲା ଆଉ ପୋଲି-ସକୁ ଏ ବାବ-ଦରେ ଜଣାଇ ଥିଲା ଆଉ ପୋ-ଲିସ ପିଟରକୁ ଗି-ରଫ କରିଥିଲା । ତେବେ ଏହାପରେ କିଛି ବର୍ଷ ପରେ ସେ ସୁଧୁରି ଯିବାରୁ ତାକୁ ଛାଡି ଦିଆ ଯାଇଥିଲା । କିନ୍ତୁ ଜେଲରୁ ବାହାରି ପିଟର ନିଜର ଜଣେ ବନ୍ଧୁଙ୍କ ହ-ତ୍ୟା କରିଥିଲା । ଆଉ ତାପର ଠାରୁ ଆଜୀ-ବନ କାରା-ଦଣ୍ଡ ଭୋଗୁଛି ପିଟର।

Leave a Reply

Your email address will not be published. Required fields are marked *