ସ୍ତ୍ରୀ ସାଜିଲା ନୃ-ଶଂସ , ଧାରୁଆ ଅ-ସ୍ତ୍ରରେ ସ୍ଵାମୀର ଯୌନା-ଙ୍ଗକୁ କା-ଟି ପକାଇଲା

ସେଦିନ ରାତିରେ ସ୍ଵାମୀ ଥକି କରି ଆସିଥିଲା ଆଉ ବାସ୍ ନିଜର ଟିକିଏ ସେବା କରିବା ପାଇଁ ନିଜ ସ୍ତ୍ରୀକୁ ପାଖକୁ ଡ଼ାକି ଥିଲା । ସ୍ତ୍ରୀ ଟିକିଏ ବି ନ ଚିନ୍ତା କରି ଖୁସି ଖୁସି ସ୍ଵାମୀ ପାଖକୁ ଧାଇଁ ଆସିଥିଲା ଆଉ ତାପରେ ଏପରି କିଛି କା-ଣ୍ଡ କରିଥିଲା ଯାହା ବିଷୟରେ କହିବାକୁ ମଧ୍ୟ ଲ-ଜ୍ଜିତ ଅନୁଭବ ହେବ । ତେବେ ହଁ ଆଜ୍ଞା ଜଣେ ସ୍ତ୍ରୀ ନିଜ ସ୍ଵାମୀ ପାଇଁ ଏତେ ନୃ-ଶଂସ ସାଜିପାରେ , ତାହାର ଏହା ଏକ ଉଦାହରଣ। ଆଉ ଶେଷରେ ସ୍ତ୍ରୀ କରିଦେଇଛି ଏପରି କା-ଣ୍ଡ ।

ତେବେ ସୂଚନା ଅନୁସାରେ , ଆମେ କହୁଛୁ ଅନୁଗୁଳ ଜିଲ୍ଲା କ୍ୟାସର ଗ୍ରାମର କଥା । ଏହି ଗାଁରେ ରୁହନ୍ତି ପରମା ମୁଦୁଲି ଆଉ ତାଙ୍କ ସ୍ତ୍ରୀ ସୁକାନ୍ତି ମୁଦୁଲି । ସବୁଦିନ ଭଳି କାଲି ମଧ୍ୟ ପରମା କାମ ସାରି ଘରକୁ ଫେରି ଆସିଥିଲେ । ଆଉ ଏହାପରେ ନିଜ ସ୍ତ୍ରୀଙ୍କୁ ପାଖକୁ ଡାକି ଥିଲେ । କାହିଁକି ନା ତାଙ୍କ ଦେହ ହାତ ବହୁତ ଦରଜ ହେଉଥିଲା । ଯାହା ପରେ ସ୍ତ୍ରୀ ସ୍ବାମୀଙ୍କୁ ମୋଡ଼ି ଘଷି ଦେବା ପାଇଁ ଆଗେଇ ଆସିଥିଲା। କିନ୍ତୁ ବାମ ହାତରେ ଏକ ଧା-ରୁଆ ଅ-ସ୍ତ୍ର ଧରିଥିଲା । ଆଉ ସ୍ୱାମୀର ମୋଡ଼ି ଦେବା ଆରମ୍ଭ କରିଥିଲା ।

ତେବେ ଏହାରି ମଧ୍ୟରେ ସେ ସାଙ୍ଗେ ସାଙ୍ଗେ ସ୍ୱାମୀର ଲୁଙ୍ଗି ଖୋଲି ଦେଇଥିଲା । ଆଉ ତାଙ୍କୁ ମାଡ଼ି ବସିଥିଲା । ପ୍ରଥମେ ତାଙ୍କ ମୁଁହ ଚିପି ଦେଇଥିଲା । ଆଉ ଯାହା ପରେ ସେ ପାଟି କରି ପାରି ନଥିଲେ । ଆଉ ଏହାପରେ ଏକ ଧା-ରୁଆ ଅ-ସ୍ତ୍ରରେ ସେ ତାଙ୍କ ଯୌନା-ଙ୍ଗକୁ କା-ଟି ପକାଇ ଥିଲେ । ତେବେ ଏହାପରେ ସେ କୁଆଡେ ପଳାଇ ଯାଇଥିଲେ । ପରମାଙ୍କ ପାଟି ଶୁଣି ଘର ପାଖ ଲୋକ ଆଣି ତାଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ବର୍ତ୍ତମାନ ପରମା ଠିକ୍ ଅଛନ୍ତି ବୋଲି ଡାକ୍ତର କହିଛନ୍ତି ।

ଆଉ ଜଣେ ସମାଜସେବୀ ତାଙ୍କର ସେବା କରୁଛନ୍ତି । ଅନ୍ୟ ପକ୍ଷରେ ଏପରି କାହିଁକି ହେଲା ବୋଲି ପରମା ଉତ୍ତର ଦେଇଛନ୍ତି ଯେ , ସ୍ତ୍ରୀର ଟିକିଏ ପର-କୀୟା ପ୍ରୀ-ତି ସ-ମ୍ପର୍କ ରହିଛି । ଯାହା ବିଷୟରେ ମୁଁ ଜାଣି ଦେଇଥିଲି । ଆଉ ଯାହା ପରେ ତାର ଅନେକ ସମୟରେ ପିଛା ମଧ୍ୟ କରିଥିଲି । ଏମିତିକି ରାତି ଦୁଇଟା ବେଳେ ସେ ଘରୁ ବାହାରକୁ ଯାଇଥାଏ । ଆଉ ଯେଉଁଥିପାଇଁ ସ୍ତ୍ରୀର ସ୍ଵାମୀ ଉପରେ ରା-ଗ ରହିଥିଲା ଆଉ ସେ ଏମିତି କାମ କରିବାକୁ ନିଷ୍ପତି ନେଇଥିଲା ।

Leave a Reply

Your email address will not be published. Required fields are marked *