” ଖାଦ୍ୟ , ବସ୍ତ୍ର ଏବଂ ବାସଗୃହ ପରି ସେକ୍ସ ମଧ୍ୟ ଏକ ବାୟୋଲୋଜିକାଲ ନିଡ଼ ” । ଏମିତି କିଛି କହିଲେ ଆଇନଜୀବୀ ବ୍ୟୋମକେଶ ।

ଗତ କିଛି ଦିନ ତଳେ ଏକ ସ୍ଥାନରୁ ଯେମିତି ରେଡ଼ ହୋଇ ଦେହ ବ୍ୟବସାୟ କରୁଥିବା କିଛି ଯୁବକ ଯୁବତୀଙ୍କୁ ଧରା ଯାଇଥିଲା , ସେହି ମାମ-ଲାରେ କିଭଳି ପୁରୁଷ ମାନେ ପୀ-ଡ଼ିତ ହେଉଛନ୍ତି ସେହି ବିଷୟରେ ଆଇ-ନଜୀବୀ ବ୍ୟୋମକେଶ କହିଛନ୍ତି । ସେ କହିଛନ୍ତି ଯେ ଆଜିକାଲି ଏଭଳି ମାମ-ଲା କେବଳ ଚର୍ଚ୍ଚା ସୃଷ୍ଟି କରିବା ପାଇଁ କରାଯାଉଛି । କାରଣ ଏଭଳି କାମ ଯେଉଁମାନେ କରୁଛନ୍ତି , ସେମାନେ ପ୍ରାପ୍ତ ବୟସ୍କ ଏବଂ ସେମାନେ ନିଜ ଇଚ୍ଛା ଅନୁଯାୟୀ କରୁଛନ୍ତି । ତେଣୁ ଏଠାରେ ଏହି ମାମ-ଲାରେ କୌଣସି କାର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ଭଳି ନାହିଁ । କେବଳ ଘଟ-ଣାକୁ ହେଡ଼ ଲାଇନ ସୃଷ୍ଟି କରିବା ପାଇଁ ଏଭଳି କରାଯାଉଥିବା କହିଛନ୍ତି ଆଇ-ନଜୀବୀ ।

ତେବେ ଏଥିରେ ସେ ପୁରୁଷ ମାନେ ପୀ-ଡ଼ିତ ହେଉଥିବା କହିଛନ୍ତି । କାରଣ ଅନେକ ସମୟରେ କୌଣସି ପାର୍ଲର କିମ୍ବା ହୋଟେଲରୁ ଯେତେବେଳେ ରେଡ଼ ହୋଇଥାଏ , ସେଠାରେ ଉଭୟ ପୁରୁଷ ଏବଂ ମହିଳା ନିଜ ଇଚ୍ଛା ଅନୁଯାୟୀ କିମ୍ବା ବ୍ୟବସାୟ ପାଇଁ ସେହି କାମ କରିବାକୁ ଯାଆନ୍ତି ।

କିନ୍ତୁ ତାଙ୍କୁ ପୋ-ଲିସ ଧରିବା ପରେ ମହିଳାଙ୍କୁ ରିହାବକୁ ଭିକ୍ଟିମ କହି ପଠାଇବା ସହିତ ପୁରୁଷଙ୍କ ପ୍ରତି ଅନ୍ୟା-ୟ କରିଥାଏ ଏବଂ ଦ-ଣ୍ଡ ଦେଇଥାଏ । କିନ୍ତୁ ଆଇ-ନଜୀ-ବୀଙ୍କ ଅନୁଯାୟୀ ସେ କୌଣସି ଭିକ୍ଟିମ ନୁହଁନ୍ତି । ଭିକ୍ଟିମ ସେହିମାନେ ଯେଉଁମାନଙ୍କ ବିନା ଇଚ୍ଛାରେ ଅ-ତ୍ୟାଚା-ର କରି ଶାରୀ-ରିକ ସ-ମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥାଏ । ୨୦୧୨ ରେ ଅନଏବଲ ଅପେକ୍ସ କୋର୍ଟ କହିଛନ୍ତି ଦୁଇ ଜଣ ପ୍ରାପ୍ତ ବୟସ୍କ ହୋଇଥିଲେ ଲିଭଇନରେ ରହିବା ସହିତ ରିଲେଶନଶିପରେ ମଧ୍ୟ ରହି ପାରିବେ ।

ଡକ୍ଟର ମୁରଲୀଧରନ ଷ୍ଟେଟ ମହାରାଷ୍ଟ୍ରରେ ମଧ୍ୟ ଏହି ବିଷୟରେ ୨୦୧୩ ରେ ଏକ ଶୁଣାଣି କରିଥିଲେ । ତେବେ ପୁରୁଷ ମାନଙ୍କ ପ୍ରତି ଏଭଳି ଅନ୍ୟା-ୟ କାରଣରୁ ଜେଣ୍ଡର ନ୍ୟୁଟ୍ରାଲ ଲୋ କାମ ଦେଇନାହିଁ ବୋଲି କହିଛନ୍ତି ଆଇ-ନଜୀବୀ ବ୍ୟମକେଶ । ସେ କହିଛନ୍ତି ଯେ ଖାଦ୍ୟ , ବସ୍ତ୍ର ଏବଂ ବାସଗୃହ ଭଳି ସେ-କ୍ସ ମଧ୍ୟ ଏକ ବୟୋଲୋଜିକାଲ ନିଡ଼ ଅଟେ । ଏସବୁ ପ୍ରାପ୍ତ ବୟସ୍କ ଏବଂ ଏଜୁକେଟେଡ଼ ଲୋକ କରି ପାରିବେ । ମାତ୍ର ତାହା ଲୋକଙ୍କ ନଜରରେ ନପଡ଼ିବା ଉଚିତ । ନଚେତ ତାହାକୁ ଅଫନ୍ସିଭ କୁହାଯାଇଥାଏ ।

Leave a Reply

Your email address will not be published. Required fields are marked *