ପ୍ରେମିକାକୁ ଖୁସି କରିବା ପାଇଁ ନିଜ ବ-ନ୍ଧୁକ ଦେଇ ଫସିଲେ ଯ-ବାନ । ଶେଷରେ ହରାଇଲେ ନିଜ ଚାକିରୀ ।

ଦେଶ ଭିତରେ କିମ୍ବା ବାହାରେ ପୋ-ଲିସ ଅଧିକାରୀ ଭାବରେ କିମ୍ବା ସେନା ଭାବରେ ନିୟୋଜିତ ଅଧିକାରୀଙ୍କର କାମ ହେଉଛି ଜନସାଧାରଣଙ୍କୁ ସୁର-କ୍ଷା ଦେବା । ଆଉ ଏହି କାମରେ ସେନା ହୁଅନ୍ତୁ କିମ୍ବା ପୋ-ଲିସ ସମସ୍ତେ ଏହାକୁ ଗମ୍ଭୀର ଭାବରେ ନେବା ଉଚିତ । ଆଉ ଏହି କାମରେ ଯଦି ଟିକିଏ ବ୍ୟତିକ୍ରମ ହୁଏ ତେବେ ଚାକିରୀ ମଧ୍ୟ ଯିବାର ସମ୍ଭାବନା ଥାଏ । ଏଇ ଯେମିତି ଜଣେ ଯବା-ନଙ୍କ ସହିତ ଘଟିଛି । ଜଣେ ଯବାନଙ୍କୁ ନିଜ ପ୍ରେମିକାଙ୍କୁ ଖୁସି କରାଇବା ମହଙ୍ଗା ପଡ଼ିଛି । ଆଉ ବର୍ତ୍ତମାନ ତାଙ୍କୁ ନିଜ ଚାକିରୀ ହରାଇବାକୁ ପଡ଼ିଛି । ବହୁ କଷ୍ଟରେ ଯେଉଁ ଚାକିରୀ ଏବଂ କର୍ତ୍ତବ୍ୟ ପାଇଥିଲେ ତାହା ମଧ୍ୟ ଗୋଟିଏ ଫୋଟ ଏବଂ ଭିଡ଼ିଓ ପାଇଁ ନ-ଷ୍ଟ ହୋଇ ଯାଇଛି ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ବିହାରର ଗୋପାଳଗଞ୍ଜ ଅଞ୍ଚଳ ନିକଟରେ ଘଟି ଯାଇଛି । ତେବେ ଘ-ଟଣା ଏହା ଯେ ଅନୀଲ ନାମକ ଜଣେ ଯୁବକ ଯବାନ ଭାବରେ ଚାକିରୀ କରୁଥିଲେ ଏବଂ ତାଙ୍କର ଡ୍ୟୁଟି ଗତ ଦୁର୍ଗାପୂଜା ସମୟରେ ମେଳା ପରିଚାଳନା ପାଖରେ ପଡ଼ିଥିଲା ।

ଆଉ ସେତେବେଳେ ତାଙ୍କ ପ୍ରେମିକା ନିରୂପମା ମଧ୍ୟ ମେଳା ବୁଲିବାକୁ ଆସିଥିଲେ । ପ୍ରେମିକ ଅନୀଲ ସେହି ସମୟରେ ବୋଧହୁଏ ନିଜ ଡ୍ୟୁଟି ଏବଂ ଚାକିରୀ କଥା ଭୁଲି ଯାଇଥିଲେ କିମ୍ବା ବୋଧହୁଏ ସେ ଏହି ବିଷୟରେ ଜାଣି ନଥିଲେ । ମେଳାରେ ପ୍ରେମିକା ବନ୍ଧୁ-କ ଧରିବାକୁ ଜିଦ ଧରିବାରୁ ଅନୀଲ ତାଙ୍କୁ ନିଜ ପି-ସ୍ତଲ ଧରାଇ ଦେଇଥିଲେ । ତେବେ ପ୍ରେମିକାଯେ ଖାଲି ପି-ସ୍ତଲ ଧରିଥିଲେ ତାହା ନୁହେଁ , ସେ ତାହାକୁ ନେଇ ଫୋଟ ଏବଂ ଭିଡ଼ିଓ ମଧ୍ୟ ଉଠାଇବାରେ ଲାଗିଥିଲେ ।

ତେବେ ଏହି ମାମ-ଲା ବର୍ତ୍ତମାନ ପଦାକୁ ଆସିଛି । କାରଣ ଏବେ ସୁଦ୍ଧା ଯୁବତୀ ଜଣକ ଫୋଟ ଏବଂ ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରି ନଥିଲେ । ସେତେ ପର୍ଯ୍ୟନ୍ତ ମାମ-ଲା ସବୁକିଛି ଠିକ ଥିଲା । କିନ୍ତୁ ଗତ କିଛିଦିନ ତଳେ ଯେତେବେଳେ ଯୁବତୀ ଫୋଟ ଏବଂ ରିଲସ ପୋଷ୍ଟ କରିଥିଲେ ସେତେବେଳେ ସେସବୁ ଭାଇରଲ ହୋଇଥିଲା । ଆଉ ତାପରେ ଯବା-ନଙ୍କ ଚାକିରୀ ମଧ୍ୟ ଗଲା । ଗୋପାଳଗଞ୍ଜ ନଗର ଏସପି କହିଛନ୍ତି ଯେ ଯବାନଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ଏହା ବ୍ୟତୀତ ଏହି ମାମ-ଲା ଉପରେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ନିଆଯିବ ବୋଲି କହିଛନ୍ତି ଗୋପାଳଗଞ୍ଜ ନଗର ଏସପି ।

Leave a Reply

Your email address will not be published. Required fields are marked *