ଭଲ ପାଉଥିବା ଝିଅକୁ ରାସ୍ତାରେ ହଇରାଣ କଲା ଏବଂ ଝିଅର ବାପକୁ ବାଡ଼େଇ ଶେଷରେ ଫେ-ରାର ହେଲା ରୋଡ଼ ରୋମିୟ ।

ଆଜିକାଲି ଦୁନିଆରେ ମହିଳା ମାନେ ବାହାରକୁ ଯିବା ଏକ ସମସ୍ୟା ପାଲଟି ଗଲାଣି । କାରଣ ପାଦେ ପାଦେ ସମସ୍ୟା ରହିଥାଏ ଏବଂ ମହିଳାଙ୍କ ଜୀବନ ପ୍ରତି ମଧ୍ୟ ବି-ପଦ ରହିଥାଏ । ଆଉ ଏଭଳି ବଡ଼ ସମସ୍ୟାର ଶି-କାର ହୋଇଛି ଜଣେ ସ୍କୁଲରେ ପଢ଼ୁଥିବା ଝିଅ । ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜଣକ ସ୍କୁଲକୁ ମଧ୍ୟ ସୁର-କ୍ଷିତ ଭାବରେ ଯାଇପାରୁ ନାହାଁନ୍ତି ।

ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ସୋରରେ ଘଟି ଯାଇଛି । ଯେଉଁଠି ଜଣେ ନବମ ଶ୍ରେଣି ଛାତ୍ରୀଙ୍କୁ ଆକ୍ର-ମଣ କରିଛି ତାକୁ ଏକ ତରଫା ଭଲ ପାଉଥିବା ଜଣେ ଯୁବକ ଏବଂ ଖାଲି ସେତିକି ନୁହେଁ ଝିଅର ବାପା ଉପରକୁ ମଧ୍ୟ ଆକ୍ର-ମଣ କରିବାରୁ ଝିଅର ବାପା ମଧ୍ୟ ଆ-ହତ ହୋଇଛନ୍ତି ।

ଯାହାକୁ ନେଇ ବର୍ତ୍ତମାନ ସେହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ତେବେ ଝିଅ ପ୍ରତି ଦିନ ସ୍କୁଲ ଯିବା ସମୟରେ ସେହି ଅଞ୍ଚଳର ଜଣେ ଯୁବକ ଯୁବତୀଙ୍କୁ ହଇ-ରାଣ କରି ଆସୁଥିଲା । ଉକ୍ତ ଯୁବକ ଜଣଙ୍କର ଏକ ତରଫା ପ୍ରେମକୁ ଯୁବତୀ ଜଣକ ପ୍ର-ତ୍ୟାଖ୍ୟା-ନ କରି ଆସୁଥିଲେ । ଝିଅ ଜଣକ ଏ ବିଷୟରେ ନିଜ ବାପାଙ୍କୁ ମଧ୍ୟ କହିଥିଲେ ।

ଝିଅକୁ ସ୍କୁଲ ପଠାଇ ରାସ୍ତାରେ ଯୁବକ ଜଣକ କିଛି ସମସ୍ୟା ସୃଷ୍ଟି କଲେ ଜଣାଇବାକୁ କହିଥିଲେ । ଆଉ ସେମିତି ହିଁ ହୋଇଥିଲା । ଗତକାଲି ସ୍କୁଲ ଯିବା ସମୟରେ ଉକ୍ତ ଯୁବକ ଜଣକ ହଇ-ରାଣ କରିଥିଲେ ଏବଂ ଯୁବତୀ ଜଣକୁ ମା-ଡ଼ ମଧ୍ୟ ମା-ରିଥିଲେ । ଏହାପରେ ଯୁବତୀ ଜଣକ ନିଜ ବାପାଙ୍କୁ କଲ କରି ଡାକିଥିଲେ ।

ବାପା ଆସି ଯୁବକ ଜଣଙ୍କୁ ପଚାରନ୍ତେ , ଯୁବକ ଜଣକ ବାପାଙ୍କ ଉପରକୁ ମଧ୍ୟ ଆକ୍ର-ମଣ କରିଥିଲେ । ତେବେ ବାପ ଏବଂ ଝିଅକୁ ଆକ୍ର-ମଣ କରିବା ପରେ ହିଁ ଘଟ-ଣାସ୍ଥଳରୁ ଯୁବକ ଜଣକ ଫେ-ରାର ହୋଇ ଯାଇଥିଲେ । ଯାହାକୁ ନେଇ ପରିବାର ଲୋକଙ୍କ ସମେତ କିଛି ସ୍ଥାନୀୟ ଲୋକ ମଧ୍ୟ ଥା-ନାରେ ଉକ୍ତ ଯୁବକଙ୍କ ନାମରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି। ଏହାବ୍ୟତୀତ ଆ-ହତ ବାପାଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଅଭି-ଯୋଗ ଆଧାରରେ ପୋ-ଲିସ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ସହିତ ତଦ-ନ୍ତ କରିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *