ଯୁବତୀଙ୍କୁ ଏକା ଦେଖି ଜଗବନ୍ଧୁ ଦୁ-ଷ୍କର୍ମ କରିବାକୁ ଟେକି ନେଇଥିଲା।

ଯୁବତୀ ଜଣଙ୍କ ପାଠ ପଢିବାକୁ ସବୁଦିନ ପରି ସେ ଦିନ ମଧ୍ୟ ସ୍କୁଲ ଯାଇଥିଲେ । ହେଲେ ସ୍କୁଲରେ ହଟାତ ଦେହ ଖରାପ ହେବାରୁ ଯୁବତୀ ଜଣଙ୍କ ସ୍କୁଲରୁ ଏକା ଘରକୁ ଫେରିଥିଲେ ଆଉ ଯୁବତୀଙ୍କୁ ନିଛାଟିଆ ରାସ୍ତାରେ ଏକା ଦେଖି ଯୁବକ ଜଣଙ୍କ ତାଙ୍କ ପିଛା କରି ପଛେ ପଛେ ଆସିଥିଲେ। ଆଉ ଯେତେବେଳେ ଜଙ୍ଗଲ ରାସ୍ତା ପଡିଲା ଯୁବତୀ ଜଣଙ୍କ ଯୁବକଙ୍କୁ ଦେଖି ଭ-ୟଭୀ-ତ ହୋଇଗଲେ।

ହେଲେ ଯୁବତୀଙ୍କ ଅନୁମାନ ଆଉ ଯୁବତୀଙ୍କ ଭ-ୟ ସତ ହୋଇଥିଲା। ମାନେ ଯୁବକ ଜଣଙ୍କ ଯୁବତୀଙ୍କୁ ସେହି ରାସ୍ତାରେ ଏକା ଟିଆ ଦେଖି ଦୁ-ଷ୍କର୍ମ କରିବା ଉଦ୍ଦେଶ୍ୟରେ ପଛୁଆ ଜାବୁଡି ଧରିଥିଲେ। ଆଉ ଯୁବତୀଙ୍କ କହିବା ଅନୁଯାୟୀ ମୋ ଦେହ ଥରି ଉଠିଲା। ଛାଡ଼ ଛାଡ଼ କହି ଚି-ତ୍କାର କରିଲି ଜଙ୍ଗଲ ରାସ୍ତାରେ ମୋ ଚି-ତ୍କାର ଗଛ ଲତା ଭିତରେ ମିଳେଇ ଗଲା।

ହେଲେ ଯୁବକ ଜଣଙ୍କ କିନ୍ତୁ ଯୁବତୀଙ୍କୁ ଛାଡିବା ବଦଳରେ ତାଙ୍କୁ ଟେକି ନେଇ ଆହୁରି ଜଙ୍ଗଲ ଭିତରକୁ ଯିବାକୁ ଲାଗିଲେ। ଯୁବତୀ ଜଣଙ୍କ ସେହି ସମୟରେ ଡ-ରିକି କେତେ ନେହୁରା ହେଲେ ମତେ ଛାଡି ଦିଅ ଦୟାକରି ମତେ ଛାଡି ଦିଅ ବୋଲି ଅନେକ ଗୁହାରି ମଧ୍ୟ କଲେ ହେଲେ କିନ୍ତୁ ଯୁବକ ଯୁବତୀଙ୍କ କଥା ଶୁଣିଲେ ନାହିଁ। କାରଣ ସେହି ସମୟରେ ଯୁବକ ଜଣଙ୍କ ଶରୀର ଲୋଭରେ ପାଗଳ ହୋଇ ଯାଇଥିଲେ। ଆଉ ଯୁବତୀଙ୍କ ଗୁହାରି ତାଙ୍କ ଉପରେ କୌଣସି ଫରକ ପକାଇ ପାରିନଥିଲା। କେବଳ ଯୁବକ ଜଣଙ୍କ ଚାହୁଁଥିଲେ କିପରି ନିଜର ଦେହ ଭୋ-କ ମେଣ୍ଟା-ଇବେ। ଆଉ ଯୁବକଙ୍କ କବଳରୁ ମୁକୁଳିବାକୁ ଯୁବତୀ ମଧ୍ୟ ବହୁତ ଉ-ଦ୍ୟମ କରୁଥିଲେ।

ହେଲେ ଯୁବକ ଜଣଙ୍କ ଯୁବତୀଙ୍କ ଶରୀରର ସବୁ ଆଡେ ଛୁଇଁଲେ। ହେଲେ ସେହି ସମୟରେ ଯୁବତୀ କେବଳ ଛାଟି ପି-ଟି ହୋଇ ରା-କ୍ଷାସ କବଳରୁ ମୁକ୍ତି ପାଇବାକୁ ଅନେକ ଚେଷ୍ଟା କରୁଥିଲେ। କିନ୍ତୁ ଯେତେବେଳେ ଯୁବତୀ ଯୁବକଙ୍କ କବଳରୁ ନିଜକୁ ମୁକ୍ତ କରି ପାରିଲେ ନାହିଁ। ଯେତେବେଳେ ଯୁବକ ଯୁବତୀଙ୍କ କୌଣସି ପ୍ରକାର ଛାଡିବାକୁ ରାଜି ହେଲେ ନାହିଁ ସେହି ସମୟରେ ଯୁବକ ଜଣଙ୍କ କାନ୍ଧକୁ ଯୁବତୀ କା-ମୁଡି ପକାଇଲେ।

ଆଉ ଯୁବତୀ ଏତେ ଜୋରେ ଯୁବକଙ୍କ କାନ୍ଧକୁ ଆକ୍ର-ମଣ କରିଥିଲେ ଯେ ଯୁବକ ଜଣଙ୍କ ଯୁବତୀଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲେ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଦିନରେ ମଧ୍ୟ ଯୁବତୀ ମାନେ ନିଜକୁ ସୁର-କ୍ଷିତ ମଣୁ ନାହାଁନ୍ତି। କାରଣ ଯୁବତୀ ଦିନରେ ଘରକୁ ଫେରୁଥିଲେ ହେଲେ ଯୁବକଙ୍କ ସାହାସକୁ ମାନିବାକୁ ପଡିବ।

ଏଭଳି ଘଟ-ଣା ସାମ୍ନାକୁ ଆସିଛି ଭୁବନ ଥା-ନା ଅନ୍ତର୍ଗତ ଟାଙ୍ଗରିଆ ଗ୍ରାମରୁ। ଏହି ଗ୍ରାମର ଏକ ଯୁବତୀ ଶୁକ୍ରବାର ଦିନ ସ୍କୁଲକୁ ଯାଇଥିବା ବେଳେ ସ୍କୁଲରେ ଦେହ ଖରାପ ହେବାରୁ ସେ ଘରକୁ ଆସୁଥିଲେ ହେଲେ ସେହି ଗ୍ରାମର ଏକ ଯୁବକ ଯାହାଙ୍କ ନାମ ଜଗବନ୍ଧୁ ସେ ଯୁବତୀଙ୍କୁ ଦୁ-ଷ୍କର୍ମ କରିବାକୁ ଚାହିଁ ଯୁବତୀଙ୍କୁ ପଛରୁ ଜାବୁଡି ଧରିଥିଲେ।

ତେବେ ଏହି ଘ-ଟଣା ଯୁବତୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଯୁବତୀଙ୍କୁ ନେଇ ଥା-ନାରେ ଅଭି-ଯୋଗ କରିଥିଲେ। ଆଉ ଶେଷରେ ଭୁବନ ଥା-ନା ପୋ-ଲିସ ଯୁବକଙ୍କ ନାମରେ ଏକ ମାମ-ଲା ରୁଜ୍ଜୁ-କରି ତ-ଦନ୍ତ ଜାରି ରଖିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଯୁବତୀ ଜଣଙ୍କୁ ଭୁବନ ପୋ-ଲିସ କେବେ ନ୍ୟା-ୟ ଦେଉଛି।

Leave a Reply

Your email address will not be published. Required fields are marked *