ପ୍ରମିକା ଟଙ୍କା ନ ଫେରାଇବାରୁ ପ୍ରେମିକ ସାଜିଲେ ସୈ-ତାନ।

ଦିନେ ଯାହା ପାଇଁ ପ୍ରେମିକ ସାଜିଥିଲେ ପ୍ରେମରେ ଦିବାନା ଦିନେ ଯାହା ପାଇଁ ପ୍ରେମିକ କହୁଥିଲେ ସରଗରୁ ଚାନ୍ଦ ଆଣି ଦେବି ଆଜି ସେହି ପ୍ରେମିକ ଶେଷରେ ପ୍ରେମିକାର ମୁଣ୍ଡକୁ କୁରାଢ଼ିରେ ହାଣି ହ-ତ୍ୟା କରିଛି।ପ୍ରେମିକ ଘଟାଇଛି ନାର-କୀୟ କା-ଣ୍ଡ। ପ୍ରେମିକ ସାଜିଛି ପ୍ରେମରେ ସୈ-ତାନ। ଦିନେ ଦୁହେଁ ଦୁହିଁଙ୍କ ମନ ଦେଇ ଭଲ ପାଉଥିଲେ ଦିନେ ଦୁହେଁ ଫୁହୀଙ୍କ ପ୍ରେମରେ ପାଗଳ ହୋଇଥିଲେ।

ଦିନେ ପ୍ରେମିକ ସାଜିଥିଲେ ପ୍ରେମରେ ପାଗଳ। ପ୍ରେମିକାକୁ ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ପ୍ରେମିକ ଅଣଅନିଶ୍ୱାସୀ ହୋଇଯାଉଥିଲ। ଆଉ କହୁଥିଲେ ଗୋଟିଏ ମୁହୂର୍ତ୍ତ ମୁଁ ତତେ ଛାଡି ରହି ପାରିବି ନାହିଁ। ହେଲେ ଶେଷରେ ସେହି ପ୍ରେମିକ ଯେ ନିଜ ହାତରେ ପ୍ରେମିକାର ହ-ତ୍ୟାକା-ରୀ ସାଜିବ ନିଜ ହାତରେ ପ୍ରେମିକାର ଜୀବନ ନେବ ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ।

ଯେଉଁ ପ୍ରେମିକା ପାଇଁ ପ୍ରେମିକ ବର୍ଷ ବର୍ଷ ପ୍ରେମରେ ପାଗଳ ଥିଲେ ଶେଷରେ ସେହି ପ୍ରେମିକାର ମୁଣ୍ଡକୁ କୁରା-ଢ଼ିରେ ହାଣି ଦେଲେ ପ୍ରେମିକ। ସାମାନ୍ୟ ଟଙ୍କା ପାଇଁ ପ୍ରେମିକ ଭୁଲିଗଲେ ନିଜ ଏତେ ଦିନର ଭଲ ପାଇବା। ଆଉ ବିଚ ରାସ୍ତାରେ ଜନସାଧାରଣଙ୍କ ସମ୍ମୁଖରେ ପ୍ରେମିକାକୁ କଲେ ଆକ୍ର-ମଣ।

ଯେତେବେଳେ ସେହି ପ୍ରେମିକ ଜଣଙ୍କ ପ୍ରେମିକାକୁ କହୁଥିଲେ ତୁମକୁ ଦରକାର ପଡିଲେ ସରଗର ଚାନ୍ଦ ଆଣି ଦେଇ ପାରିବି ଆଜି ସେହି ପ୍ରେମିକ ସାମାନ୍ୟ କିଛିଟା ଟଙ୍କା ପାଇଁ ଏତେ ତଳକୁ ଖସିଗଲା। ସେହି ପ୍ରେମିକ ସାଜିଲା ପ୍ରେମରେ ନର ରା-କ୍ଷାସ। ଆଉ ଏହି ଘଟ-ଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘ-ଟଣା ଯିଏ ଶୁଣୁଛନ୍ତି ସେ ମୁଣ୍ଡରେ ହାତ ଦେଉଛନ୍ତି।

ଧନ୍ୟ ତୁମେ ଆଉ ଧନ୍ୟ କହିବ ତୁମ ପ୍ରେମକୁ ବୋଲି ଲୋକେ କହୁଛନ୍ତି। ଆଉ ଲୋକେ କହୁଛନ୍ତି ଏହି ଭଳି କିଛି ପ୍ରେମିକଙ୍କ ପାଇଁ ପ୍ରେମରେ ଆଜି ଲାଗିଛି କଳ-ଙ୍କର ଛିଟା। ଲୋକ କହୁଛନ୍ତି ଏହି ଭଳି କିଛି ପ୍ରେମିକଙ୍କ ପାଇଁ ପ୍ରେମ ଉପରୁ ଲୋକଙ୍କ ଭରଷା ଉଠି ଯାଉଛି। ବନ୍ଧୁଗଣ କିଛି ଦିନ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲା ଉଦଳା ଥା-ନା ଜୁନପାଲ ଛକରେ ମହିଳାଙ୍କୁ ହାଣିବା ଘ-ଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ଆଉ ଏହି ଘଟ-ଣା ସମସ୍ତଙ୍କୁ ଚକିତ ମଧ୍ୟ କରିଥିଲା। କାରଣ ପ୍ରେମିକ ରାସ୍ତା ଉପରେ ସାଜିଥିଲେ ହ-ତ୍ୟାକା-ରୀ। ପୋଲିସର ସୂଚନା ଅନୁଯାୟୀ ପ୍ରେମିକ ଆଉ ପ୍ରେମିକାଙ୍କ ମଧ୍ୟରେ ଗଢି ଥିଲା ଦୀର୍ଘ ଆଠ ବର୍ଷର ପ୍ରେମ ସ-ମ୍ପର୍କ। ଏହି ଆଠ ସ-ମ୍ପର୍କ ଭିତରେ ଦୁହେଁ ଦୁହିଁଙ୍କୁ କୁଆଡେ ଜୀବନ ଦେଇ ଭଲ ପାଉଥିଲେ।

ପ୍ରେମିକ ଜଣଙ୍କ ଘର କେଉଁଝର ଜିଲ୍ଲାରେ ହୋଇଥିବା ବେଳେ ସେ କପ୍ତିପଦାରେ ରହି ବଢ଼େଇ କାର୍ଯ୍ୟ କରୁଥିଲେ। ଆଉ ଦୁହିଁଙ୍କ ମଧ୍ୟରେ ଯେତେବେଳେ ପ୍ରେମକ ସ-ମ୍ପର୍କ ଗଢିଉଠିଥିଲା ସେତେବେଳେ ଦୁହେଁ ଦୁହିଁଙ୍କୁ ଟଙ୍କା ଦିଆ ନିଆ ହୋଇଥିଲେ। ହେଲେ ଯେତେବେଳେ ଦୁହିଁଙ୍କ ସମ୍ପ-ର୍କ ଖରାପ ହେବାକୁ ଲାଗିଲା ସେତେବେଳେ ପ୍ରେମିକ ପ୍ରେମିକାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ।

ହେଲେ ପ୍ରେମିକା କିନ୍ତୁ ପ୍ରେମିକଙ୍କୁ ଆଉ ଧରା ଛୁଆଁ ଦେଉନଥିଲେ। ଆଉ ଶେଷରେ ଯେତେବେଳେ ପ୍ରେମିକା ଜଣଙ୍କ ପ୍ରେମିକର ସାମ୍ନାରେ ପଡିଥିଲା ସେତେବେଳେ ପ୍ରେମକ ପ୍ରେମିକାଙ୍କୁ ଟଙ୍କା ମାଗିଥିଲେ ଏହି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ହୋଇଥିଲା ସାଂଘା-ତିକ ବଚଷା ଆଉ ଏହା ପରେ ପ୍ରେମିକ ପ୍ରେମିକାଙ୍କ ମୁଣ୍ଡକୁ ହାତୁଡିରେ ପି-ଟି ହ-ତ୍ୟା କରିଥିଲା। ତେବେ ଏହି ଘଟ-ଣାରେ ପୋ-ଲିସ ପ୍ରେମିକଙ୍କୁ ଗି-ରଫ କରିଥିବା ବେଳେ ତ-ଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *