ଏତେ ବର୍ଷର ତପସ୍ୟା କେଇ କ୍ଷଣରେ ହେଲା ନ-ଷ୍ଟ । ଅସାମାଜିକ ବ୍ୟକ୍ତି କା-ଟିଦେଲେ ବାବାଙ୍କ ୧୦ ଫୁଟର ଜଟ । ଆଉ ତାପରେ ବାବା ରା-ଗିଯାଇ ……

ଏମିତିରେ ତ ଦୁନିଆରେ ଅସାମାଜିକ ବ୍ୟକ୍ତିଙ୍କର କୌଣସି ଅଭାବ ନାହିଁ । ଯେଉଁଠି ଦେଖ ଲୋକଙ୍କ ବ-ର୍ବର କାମ । ଯେଉଁଠି ଏଭଳି ଅସାମାଜିକ ବ୍ୟକ୍ତି ଜଣେ ଛୋଟ ପିଲାକୁ ଛାଡ଼ୁନାହିଁ ସେଠାରେ ଏହି ବାବାକୁ ମଧ୍ୟ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଛି ।ଖବର ଏହା ରହିଛି ଯେ ବାବାଙ୍କର ଜଟକୁ ଜଣେ ଅସାମାଜିକ ବ୍ୟକ୍ତି ଷ-ଡଯ-ନ୍ତ୍ର କରି କା-ଟି ଦେଇଛି । ଖାଲି ସେତିକି ନୁହେଁ ବାବାଙ୍କୁ ମା-ଡ଼ ମଧ୍ୟ ମା-ରିଛି । ଆଉ ଏଥିପାଇଁ ବାବା ଅଭି-ଶାପ ଦେଇଛନ୍ତି । ସେହି ଜଣେ ଅସାମାଜିକ ବ୍ୟକ୍ତି ପାଇଁ ବାବା ପୁରା ରାଜ୍ୟ କିଭଳି ଧ୍ୱଂ-ସ ହୋଇଯିବ ତାହାର ଅଭି-ଶାପ ଦେଇଛନ୍ତି ।

ବାବାଙ୍କ ୧୦ ଫୁଟର ଜଟ କା-ଟିଥିବା ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି । ସୂଚନା ଅନୁଯାୟୀ ଏହି ଘଟଣା ପୁରୀ ଜିଲ୍ଲା ପିପିଲି ରାସ୍ତେଇବନ୍ଧ ପାଖରେ ଘ-ଟିଛି । ରାସ୍ତେଇବନ୍ଧ ପାଖରେ ଏହି ବାବା ଜଣକ ଏକ କୁଡ଼ିଆ ଘରେ ରହୁଥିଲେ । ଯାହାଙ୍କୁ ସମସ୍ତେ ରାମ ବାବା ବୋଲି କହନ୍ତି ।

ସେଠାକାର କିଛି ଅସାମାଜିକ ବ୍ୟକ୍ତି ବାବାଙ୍କୁ ମା-ଡ଼ ମା-ରି ତାଙ୍କ ହାତ ଭାଙ୍ଗିଥିବା ପିପିଲି ଥା-ନାରେ ଅଭି-ଯୋଗ କରିଥିଲେ । ଅଭି-ଯୋଗ ପରେ ଅଭି-ଯୁକ୍ତ ନିଜେ ପଇସା ଖର୍ଚ୍ଚ କରି ବାବାଙ୍କ ହାତ ଭଲ କରିବେ ବୋଲି ଥା-ନାରେ କହିଥିଲେ । କିନ୍ତୁ ଏହା ପରିବର୍ତ୍ତେ କିଛି ଅଲଗା ହୋଇଥିଲା । ପୁରା ପ୍ଲାନ କରି ବାବାଙ୍କୁ ନେଇ ତାଙ୍କ ହାତ ଭଲ କରିବା ନାମରେ ତାଙ୍କ ଜଟ କା-ଟି ଦେଇଥିଲେ ।

ଯାହାକୁ ନେଇ ବାବା ବର୍ତ୍ତମାନ ଥା-ନାରେ ଅଭି-ଯୋଗ କରିଛନ୍ତି । ବାବାଙ୍କର ୨୬ ବର୍ଷର ଜଟକୁ କା-ଟି ଦେଇଥିବାରୁ ବାବା କହିଛନ୍ତି ଯେ ଏହା ଓଡ଼ିଶା ପାଇଁ ଘୋ-ର ବି-ପଦ ଆଣିବ । ଠାକୁରଙ୍କ ଆଶୀର୍ବାଦ ନଥିଲେ କାହାର କେବେ ଜଟ ହୋଇ ପାରିବ ନାହିଁ । ଏହାବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାକୁ ବହୁତ ଜଲଦି କାଳ ଆସିବ ଏବଂ ସବୁଠି ଅନ୍ଧାର ହୋଇଯିବ । ଆଉ ଲୋକଶୁନ୍ୟ ମଧ୍ୟ ହୋଇଯିବ । ତେଣୁ ବର୍ତ୍ତମାନ ବାବାଙ୍କ କଥା ଶୁଣି ପିପିଲି ଅଞ୍ଚଳରେ ଚହଳ ପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭ-ୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *