ମାଳିକା ହେଲା ସତ ଏକାଠି ପଡ଼ିଲା ଅମାବାସ୍ୟା ସଂକ୍ରାନ୍ତି ।

ଆଜି ଘଟିଯାଇ ପାରେ ମହା ବିନାସ । ସତ ହେଲା ମାଳିକା ବଚନ ଏକାଠି ପଡ଼ିଲା ଅମାବାସ୍ୟା ସଂକ୍ରାନ୍ତି । କଣ ଘଟିବ,କେଉଁ ବଡ ଅଘ-ଟଣ ଘଟିବାକୁ ଯାଉଛି । କାରଣ ମହାପୁରୁଷ ମାନଙ୍କ ଦୀର୍ଘ ବର୍ଷର ମାଳିକା ପୁଣି ଥରେ ସତ ହୋଇଛି । ଗୋଟିଏ ଦିନରେ ପଡ଼ିଛି ଅମାବାସ୍ୟା ଆଉ ସଂକ୍ରାନ୍ତି । ଯାହା କି ପୃଥିବୀ ପାଇଁ ଶୁଭ ସଙ୍କେତ ନୁହେଁ । କାରଣ ମହାପୁରୁଷ କହି ଯାଇଥିଲେ ଗୋଟିଏ ଦିନରେ ପଡ଼ିବ ଅମାବସ୍ୟା ଓ ସଂକ୍ରାନ୍ତି । ଯାହା ଫଳରେ ଆଗକୁ ଘଟିବ ବଡ ଧରଣର ଅଘ-ଟଣ । ମାଡ଼ି ଆସୁଛି ଓଡ଼ିଶା ଆଡ଼କୁ ବଡ ବିପତ୍ତି ।

ଦୀର୍ଘ ଛ ସହ ବର୍ଷ ପୂର୍ବରୁ ମହାପୁରୁଷ ଲେଖି ଯାଇଥିଲେ ଅମାବାସ୍ୟା ସଂକ୍ରାନ୍ତି । ଏକ କାଳୀନ ପଡ଼ିଲେ ଜାଣିବ ଆସୁଛି ମହା ବିପତ୍ତି । ଗୋଟିଏ ପଟେ ଅମାବାସ୍ୟା ଓ ସଂକ୍ରାନ୍ତି ପୂର୍ବରୁ ଅନେକ ବଡ ବଡ ଅଘ-ଟଣ ମାନ ଘଟି ସାରିଲାଣି । ମହାପୁରୁଷ ମାନେ କହିଯାଇଥିବା ପ୍ରତ୍ୟକଟି କଥା ସତ ହେବାକୁ ଲାଗିଲାଣି । ଆଉ ଆଜି କେଉଁ ଅଘ-ଟଣ ଘଟିବ ତାହା ସୂଚନା ଦିଆ ଯାଇ ନଥିଲେ ମଧ୍ୟ ସମସ୍ତେ ଭ-ୟଭୀ-ତ ଅଛନ୍ତି । କାରଣ କେବେ ହେଲେ ଅନ୍ୟଥା ହେଇ ନାହିଁ ମହାପୁରୁଷଙ୍କ ଭବିଷ୍ୟତ ମାଳିକା ।

ମହାପୁରୁଷ ମାନେ ତାଙ୍କ ଦିବ୍ୟ ନେତ୍ରରେ ଯାହା ଭବିଷ୍ୟତକୁ ନେଇ ଯାହା ଦେଖି ପାରୁଥିଲେ ତାହା ମାଳିକାରେ ବର୍ଣ୍ଣିତ କରି ଯାଇଛନ୍ତି । ତେଣୁ ମହାପୁରୁଷ କହିଥିଲେ ପୃଥିବୀରେ ଜଳ ପ୍ରଳୟ ଭ-ୟଙ୍କର ବିଭୀଷିକା ରଚିବ। ମହାପୁରୁଷଙ୍କ କହିଥିବା କଥା ସତ ହୋଇଛି । ଦିଲ୍ଲୀ ଏବେ ଅଥଳ ପାଣିରେ ଟଲମଳ ହେଉଛି । ଦିଲ୍ଲୀରେ ଯେଉଁ ଆଡ଼େ ଚାହିଁଲେ ସେହି ଆଡ଼େ କେବଳ ପାଣି ଆଉ ପାଣି । ତେବେ ଓଡ଼ିଶାକୁ ଆଗକୁ କେଉଁ ବଡ ବି-ପତ୍ତି ମା-ଡ଼ି ଆସୁଛି ତାହା ସମସ୍ତଙ୍କ ମନରେ କୋକୁଆ ଭ-ୟ ସୃଷ୍ଟି କରିବାରେ ଲାଗିଛି । ଆଜି ଦିନର ଅପେକ୍ଷାରେ ସମସ୍ତେ ଅଛନ୍ତି । ଅମାବାସ୍ୟା ଆଉ ସଂକ୍ରାନ୍ତିକୁ ଦେଢ଼ସୁର ଆଉ ଭାଇ ବୋହୁ ବୋଲି କୁହାଯାଏ ।

ତେଣୁ ଯେହେତୁ ମହାପୁରୁଷ ମାନେ ଏହି ଦିନକୁ ନେଇ ପୂର୍ବରୁ ଭବିଷ୍ୟତ ମାଲିଲାରେ କହି ଯାଇଥିଲେ । କଳି ଯୁଗର ଶେଷ ସମୟ ସେବେ ଆସିଲା ବୋଲି ଜାଣିବ ଯେବେ ଗୋଟିଏ ଦିନରେ ଅମାବାସ୍ୟା ଆଉ ସଂକ୍ରାନ୍ତି ପଡ଼ିବ । ତେବେ ମାଳିକା ଭକ୍ତ ମାନେ କହିଲେଣି ସାରା ଓଡ଼ିଶାକୁ ମା-ଡ଼ି ଆସୁଛି ବଡ ବି-ପତ୍ତି । କାରଣ ସେମାନେ ମହାପୁରୁଷଙ୍କ ଭବିଷ୍ୟତ ମାଳିକାକୁ ବିଶ୍ୱାସ କରନ୍ତି । ଆଉ ଭବିଷ୍ୟତ ମାଳିକା କେବେ ହେଲେ ମଧ୍ୟ ମି-ଛ ହେଇ ନାହିଁ । ତେଣୁ ଆଜି କଣ ଘ-ଟିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *