ପ୍ରଥମେ ଭଲ ପାଇଲା ତାପରେ ଶାରି-ରୀକ ସ-ମ୍ପର୍କ ରଖି ଟଙ୍କା ନେଲା, ଏବେ ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ବୁଲିବୁଲି ଦେଖାଉଛି।

ଆଜିର ଦିନରେ ଭଲ ପାଇବାର ମାନେ କେବଳ ଧୋକା ଏବଂ ଶାରି-ରୀକ ସ-ମ୍ପର୍କ। ଭଲ ପାଇବାରେ ଗୋଟେଥର ଝିଅର ବିଶ୍ଵାସ ଜିତି ଶାରି-ରୀକ ସ-ମ୍ପର୍କ ରଖିଲା ପରେ ପୁଅମାନେ ବଦଳି ଯାଉଛନ୍ତି। ଏବେ ପ୍ରତି ସପ୍ତାହରେ ପୁଅମାନେ ଗୋଟେ ଗୋଟେ ପ୍ରେମିକା ବଦଳାଉଛନ୍ତି।

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମରେ ଅଟେ କଥା ଶୁଣିବା ପରେ ମଧ୍ୟ ଝିଅମାନେ ଭଲ ବାଟରେ ନ ଯାଇ ଏମିତି ଛଳନା କରି ଭଲ ପାଉଥିବା ପୁଅ ମାନଙ୍କ ପ୍ରେମରେ ପଡ଼ି ଯାଉଛନ୍ତି। ତାପରେ କିଛି ବାଟ ନ ପାଇଁ ଆ-ତ୍ମହ-ତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ହଁ ଆଜ୍ଞା ଯାଜପୁର ଜିଲ୍ଲାରେ ଏମିତି ଏକ ଘ-ଟଣା ଦେଖିବାକୁ ମିଳିଛି।

ଯାଜପୁର ଜିଲ୍ଲା ବିଚିତ୍ରପୁର ପଞ୍ଚାୟତର ଗୋଖନା ଗ୍ରାମର ରତିକାନ୍ତ ଦୀର୍ଘ ୨ ବର୍ଷ ପୂର୍ବେ ନିଜ ଘର ପାଖରେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଦୁହେଁ କମ୍ପ୍ୟୁଟର ଶିଖିବା ପାଇଁ ସାଙ୍ଗ ହେଇ ଘରୁ ଯାଆନ୍ତି। ଏମିତି ଯିବା ଆସିବା ଭିତରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ। ଯୁବତୀଙ୍କୁ ଲାଗୁଥିଲା ରତିକାନ୍ତ ତାଙ୍କୁ ବହୁତ୍ ଭଲ ପାଇଛନ୍ତି। ସେଥିପାଇଁ ରତି ଯେତେବେଳେ ଯୁବତୀଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ମାଗନ୍ତି ସେତେବେଳେ ଯୁବତୀ ଜଣଙ୍କ ଘରେ ମି-ଛ ସତ କହି ଦୁଇ ହଜାର, ପାଞ୍ଚ ହଜାର ଏମିତି କେତେ ତାଙ୍କ ଆଣିକି ଦିଅନ୍ତି। ଟଙ୍କା ନେବା ପରେ ସେ ରତି ସହ ଶାରି-ରୀକ ସ-ମ୍ପର୍କ ମଧ୍ୟ ରଖିଥିଲେ।

ଏମିତି କିଛି ଦିନ ଯିବା ପରେ ରତିକାନ୍ତ ଗୋଟେ ଦିନ କହିଲେ ସେ ଆଉ ଜଣକୁ ବାହା ହେବା ପାଇଁ ଯାଉଛନ୍ତି। ସେ କେବଳ ନିଜ ଫାଇଦା ପାଇଁ ଯୁବତୀଙ୍କୁ ଭଲ ପାଇଥିଲେ। ରତିକାନ୍ତଙ୍କ ଠାରୁ ଏ କଥା ଶୁଣି ଯୁବତୀ ଜଣଙ୍କ ନିଜ ହାତ କାଟି ଆ-ତ୍ମହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘର ଲୋକ ତାଙ୍କୁ ଠିକ୍ ସମୟରେ ହସ୍ପିଟାଲ ନେଇ ଆସିଥିଲେ।

ଗତକାଲି ରତିକାନ୍ତ ମୟୂରଭଞ୍ଜ ରତ୍ନଗିରିର ରୋଜାଲିନ ବେହେରାଙ୍କୁ ବାହା ହେବା ପରେ ଯୁବତୀଙ୍କ ସହ ଥିବା ସବୁ ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡିଓ ଏବଂ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭୁଲି ଭୁଲି ସମସ୍ତଙ୍କୁ ଦେଖାଉଛନ୍ତି। ଏଥି ନେଇ ଯୁବତୀ ଜଣଙ୍କ ଯାଜପୁର ପୋ-ଲିସ୍ ଷ୍ଟେସ-ନରେ ରତିକାନ୍ତଙ୍କ ବିରୁ-ଦ୍ଧ ରେ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *