ଶଶୁର ଚାହୁଁଛି ବୋହୁ ସହିତ ଶାରୀ-ରିକ ସମ୍ପର୍କ, ସ୍ୱାମୀ ଚାହୁଁଛି ସାଙ୍ଗ ମାନଙ୍କ ସହ ଶାରୀ-ରିକ ସମ୍ପର୍କ ମୁଁ ରଖେ….

ଆଉ ନାହିଁ ରାମ ରାଜ୍ୟ ଆଉ ନାହିଁ ସେ ଶାନ୍ତିମୟ ମାଟି । ଚାରିଆଡେ ଅଶାନ୍ତ ଖେଳି ଉଠିଲାଣି , ଦୁନିଆଁ ସମ୍ପୂର୍ଣ୍ଣ ଭାବରେ ରାବଣ ରାଜ୍ୟ ପାଲଟି ଗଲାଣି । ଚାରିଆଡେ ହିଂ-ସା , ମା-ରପି-ଟ , ପା-ଟିତୁ-ଣ୍ଡ ଆଦିରେ ପରିପୂର୍ଣ୍ଣ ହୋଇରହିଛି । କାହାକୁ କିଛି କହି ହେଉନାହିଁ । ସମସ୍ତେ ନିଜ ମନଇଚ୍ଛା କାମ କରିବାକୁ ଲାଗିଛନ୍ତି । ପାପରେ ପରିପୂର୍ଣ୍ଣ ଏ ପୃଥିବୀରେ ଶଶୁର ଚାହୁଁଛି ବୋହୁ ସହ ଶାରୀ-ରିକ ସମ୍ପର୍କ ଆଉ ପୁଣି କେଉଁଠି ସ୍ୱାମୀ ସ୍ତ୍ରୀ ପର-କୀୟା ପ୍ରୀ-ତିରେ ଲିପ୍ତ ରହୁଛନ୍ତି । ତେବେ ଏହାକୁ ପ୍ର-ତିବା-ଦ କରିବାକୁ କିଏ ଅଛି , ସେଥିପାଇଁ ବାଧ୍ୟ ହୋଇ କେତେ ଯେ ଲୋକ ଆ-ତ୍ମହ-ତ୍ୟା କରୁଛନ୍ତି , ସେ କଥା କହି ହେବନାହିଁ ।

ପୁଣିଥରେ ଆଉ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘ-ଟ-ଣା ସାମ୍ନାକୁ ଆସିଅଛି । ପାଟକୁରାର ଜଣେ ବୋହୁ ବର୍ତ୍ତମାନ ଏ ସବୁକୁ ପ୍ରତି-ବାଦ ଅଭି-ଯୋଗ କରିଛନ୍ତି ଆଉ ପୋ-ଲି-ସର ଦ୍ୱାରସ୍ଥ ହୋଇଛନ୍ତି । ଗୋଟିଏ ପଟେ ଶଶୁର ତାଙ୍କ ସହ ଶାରୀ-ରିକ ସମ୍ପର୍କ ରଖିବାପାଇଁ ବାଧ୍ୟ କରୁଥିବା ବେଳେ ଆଉ ଗୋଟିଏ ପଟେ ନିଜ ସ୍ୱାମୀ କହୁଛନ୍ତି ତାଙ୍କ ସ୍ତ୍ରୀଙ୍କୁ ଅନ୍ୟ ସାଙ୍ଗ ମାନଙ୍କ ସହ ଶାରୀ-ରିକ ସମ୍ପର୍କ ରଖନ୍ତୁ । ସ୍ୱାମୀ ମଧ୍ୟ ନିଜ ସ୍ତ୍ରୀ କୁ ଭଲ ପାଉନାହାଁନ୍ତି ଆଉ ପର-କୀୟା ପ୍ରୀତିରେ ବେଶୀ ଲି-ପ୍ତ ରହୁଛନ୍ତି । ତେବେ ଏହାକୁ ପ୍ରତି-ବାଦ କରିବାକୁ ମହିଳାଙ୍କର କେହି ବି ସାଥ ଦେଉନାହାଁନ୍ତି ।

ମହିଳା ଜଣକ ନିଜ ଧରମ ବାପା ଏବଂ କାକାଙ୍କୁ ଏ କଥା କହିବାରୁ ସେମାନେ ନିଜ ଶଶୁର ସହ ଶାରୀ-ରିକ ସମ୍ପର୍କ ରଖିବା ପାଇଁ କହିଥିଲେ । ଆଉ କହିଥିଲେ କି ସ୍ୱାମୀ ତ ବାହାରେ ରହୁଛନ୍ତି ତେଣୁ ଶଶୁର ସହ ଶାରୀ-ରିକ ସମ୍ପର୍କ ରଖିଲେ ମନ ଖୁସି ହୋଇଯିବ । ତେଣୁ ଏହାକୁ ଶୁଣିବା ପରେ ମହିଳା ଜଣକ ସମ୍ପୂର୍ଣ୍ଣ ଭାବରେ ବେସାହାରା ହୋଇ ପଡ଼ିଥିଲେ । ପ୍ରକୃତରେ ସୁଜାତା ସାହୁ ନାମକ ଜଣେ ମହିଳା ବର୍ତ୍ତମାନ ଚାରିଆଡୁ ନି-ରା-ଶ ହୋଇ ପଡିଛନ୍ତି । କାରଣ ଆଗରୁ ସେ ପୋ-ଲି-ସର ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ପୋ-ଲି-ସକୁ ତାଙ୍କ ପରିବାର ଲୋକେ ତାଙ୍କୁ ଭଲରେ ରଖିବେ ବୋଲି କହି ମା-ମ-ଲାକୁ ବନ୍ଦ କରାଇ ଦେଇଥିଲେ ଆଉ ତାପରେ ତାଙ୍କୁ ରାଜସ୍ଥାନ ପଠାଇ ଦେଇଥିଲେ ।

ତେବେ ରାଜସ୍ଥାନରେ ନିଜ ସ୍ୱାମୀଙ୍କ ପାଖକୁ ଯାଇ ସୁଜାତା ରହିବାକୁ ଲାଗିଥିଲେ କିନ୍ତୁ ସେଠାରେ ନିଜ ସ୍ୱାମୀଙ୍କୁ ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରଖିବାର ଦେଖିଥିଲେ । ଆଉ ପ୍ରତି-ବାଦ କରିବାରୁ ତାଙ୍କ ସ୍ୱାମୀ ତାଙ୍କର ପ୍ରାଇ-ଭେଟ ପା-ର୍ଟରେ ଆକ୍ର-ମଣ କରିଥିଲେ ଏବଂ ତାଙ୍କୁ ନିର୍ଯ୍ୟା-ତନା ଦେଇଥିଲେ । ଦୁଃ-ଖ କ-ଷ୍ଟ ସହି ନ ପାରି ସେ ସେଠାରୁ ଫେରି ଆସିଥିଲେ ଏବଂ ଆ-ତ୍ମହ-ତ୍ୟା କରିଦେବେ ବୋଲି ଭାବିଥିଲେ । କିନ୍ତୁ ତାପରେ ସେଠାରୁ ଫେରି ସେ ବର୍ତ୍ତମାନ ଅଭି-ଯୋଗ କରିଛନ୍ତି ଏବଂ ନ୍ୟା-ୟ ଅପେକ୍ଷାରେ ରହିଛନ୍ତି । ନିଜ ଶଶୁରଙ୍କର ଏଭଳି କା-ରନା-ମାକୁ ସେ ଛି ବୋଲି କହିଛନ୍ତି ଆଉ ସବୁ ଜାଣିଶୁଣି ତାଙ୍କୁ ଶାଶୁ ମଧ୍ୟ କିଛି କହିନଥିଲେ , ସେ ସେଥିପାଇଁ ଅତ୍ୟନ୍ତ ଦୁଃ-ଖ ପ୍ରକାଶ କରିଛନ୍ତି । ତେବେ ଏହି ମହିଳାଙ୍କୁ କେବେ ନ୍ୟା-ୟ ମିଳୁଛି , ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *