ଗି-ରଫ ହେଲେ ଅଭିନେତା M Suman Kumar, ବାହା ହେବାକୁ କହି ସବୁ କଲେ ହେଲେ ଏବେ…

ଆଜିକା ଦୁନିଆରେ ପ୍ରେମ ବୋଲି କିଛି ସମ୍ପର୍କ ନାହିଁ । କାରଣ ବର୍ତ୍ତମାନ ସମୟରେ ଯୁବ ସମାଜ ପ୍ରେମ ମାନେ ଶାରୀ-ରିକ ସମ୍ପର୍କକୁ ବୁଝୁଛନ୍ତି । ଯାହାଦ୍ୱାରା ଅନେକ ଲୋକ ପ୍ରେମରେ ଧୋ-କା ପାଉଛନ୍ତି କାହିଁକି ନା ଏପରି ପ୍ରେମର ଶେଷ ବିବାହ ହୋଇ ନଥାଏ । ତେବେ ଏପରି ମା-ମ-ଲାରୁ ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ବଞ୍ଚିତ ହୋଇ ନାହାଁନ୍ତି । ବର୍ତ୍ତମାନ ସମୟରେ ଓଲିଉଡ ଦୁନିଆରୁ ଏକ ବଡ଼ ଖବର ଶୁଣା ଯାଉଛି ଯେ ଧାରାବାହିକ ଅଭିନେତା ଏମ ସୁମନ କୁମାର ତଥା ମିଲନ ମହାରଣା ଗି-ର-ଫ ହୋଇଛନ୍ତି

ତେବେ ସୁଚନା ଅନୁଯାୟୀ ଜଣେ ଅଭିନେତ୍ରୀ ମିଲନ ମହାରଣାଙ୍କ ନାମରେ ବିବାହ ପ୍ରତି-ଶୃତି ଦେଇ ଧୋ-କା ଦେଇଥିବା ଅଭି-ଯୋଗ ଆଣିଛନ୍ତି । ତେବେ ଅଭିନେତ୍ରୀଙ୍କ କହିବା ଅନୁଯାୟୀ ଉଭୟ ଏମ ମିଲନ ମହାରଣା ଏବଂ ଅଭିନେତ୍ରୀ ଜଣକ ଦୁଇ ବର୍ଷ ହେବ ଲିଭ ଇନ ରିଲେ-ସନଶି-ପରେ ରହି ଆସୁଥିଲେ ଏମିତିକି ଶାରୀ-ରିକ ସ-ମ୍ପ-ର୍କରେ ମଧ୍ୟ ଥିଲେ । ମିଲନ ମହାରଣା ତାଙ୍କୁ ବିବାହ କରିବାର ପ୍ରତି-ଶୃତି ମଧ୍ୟ ଦେଇଥିଲେ ।

ଏସବୁ ସତ୍ତ୍ୱେବି ବର୍ତ୍ତମାନ ସୁମନ କୁମାର ତାଙ୍କୁ ବିବାହ କରିବାକୁ ମନା କରୁଥିବା ସେ କହିଛନ୍ତି । ଏହି ପ୍ରସଙ୍ଗକୁ ଭିତ୍ତିକରି ଅଭିନେତ୍ରୀ ଜଣକ ଥା-ନାରେ ଅଭି-ଯୋଗ ଆଣିଛନ୍ତି । ପାହାଳ ଥା-ନାରେ ଅଭିନେତ୍ରୀଙ୍କ ଅଭି-ଯୋଗ ପରେ ପାହାଳ ଥା-ନା ଅଧିକାରୀ ଅଭିନେତାଙ୍କୁ ଗି-ର-ଫ କରି ୩୨୦ ଏବଂ ୩୨୬ ଦ-ଫାରେ ମା-ମ-ଲା ରୁ-ଜ୍ଜୁ କରାଯାଇଛି । ଅଭିନେତ୍ରୀଙ୍କ ଅଭି-ଯୋଗ ଅନୁଯାୟୀ ମିଲନ ମହାରଣା ତାଙ୍କ ସହ ୨ ବର୍ଷ ସମ୍ପର୍କରେ ଥିଲେ ଏବଂ ସେହି ସମୟରେ ଉଭୟଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ବ-ନ୍ଧ ସ୍ଥାପନ ହୋଇଥିଲା

ପରେ ସେ ବିବାହ କରିବାକୁ ପ୍ରତି-ଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ବର୍ତ୍ତମାନ ଆଭଏଡ଼ କରୁଥିବା ସହିତ ଅନ୍ୟ ଝିଅ ସହିତ ରିଲେ-ଶନଶି-ପରେ ଥିବା କହିଛନ୍ତି । ଏହା ସହିତ ମିଲନ ମହାରଣା ଅଭିନେତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଗାଡ଼ି କିଣିବା ପାଇଁ ଏବଂ ପୁଣି ବୁଲେଟ କିଣିବା ପାଇଁ ତାଙ୍କ ଠାରୁ ଟଙ୍କା ନେଇଥିବା ପୋ-ଲି-ସକୁ ଜଣାଇଛନ୍ତି । ତେବେ ଏହିସବୁ ପ୍ରମାଣ ଆଧାରରେ ପାହାଳ ଥା-ନା ପୋ-ଲି-ସ ମିଲନ ମହାରଣାଙ୍କୁ ଗି-ର-ଫ କରିଛି ।

Leave a Reply

Your email address will not be published. Required fields are marked *