ନିଜକୁ କ୍ୟାନ୍ସର ଡକ୍ଟର କହୁଥିବା ଜ୍ୟୋତି କର ଜଣେ ମି-ଛେଇ । ଏଭଳି ପୁଅ ଏବଂ ବୋହୂକୁ କରୁଥିଲେ ବ୍ଲା-କମେ-ଲ ।

କିଛିଦିନ ହେବ ରାଜଧାନୀରେ ଏକ ମାମ-ଲା ବେଶ ଚର୍ଚ୍ଚାରେ ରହୁଛି । ଏବଂ ତାହା ହେଉଛି ଜ୍ୟୋତି କର ନାମକ ଜଣେ ମହିଳା , ନିଜର ତଥାକଥିତ ବୋହୂ ସୁରଭି କୁଆଡ଼େ ତାଙ୍କୁ ବ୍ଲା-କମେ-ଲ କରୁଛନ୍ତି ଏବଂ ତାଙ୍କ ପୁଅକୁ ଡ୍ରଗ୍ସ ଦେଇ ଜୋରକରି ନେଇ ଯାଇଛନ୍ତି । ଆଉ ଏହାକୁ ନେଇ ଏକ ସତ ପଦାକୁ ଆସିଛି । ଆଉ ଏହା ବ୍ୟକ୍ତ କରିଛନ୍ତି ମୋନା । ମୋନାଙ୍କ ସୁଲଭ କହିବା କଥା ଯେ ପ୍ରଥମତଃ ଜ୍ୟୋତି କର ଜଣେ ମି-ଛେଇ ଏବଂ ସେ କୌଣସି କ୍ୟାନ୍ସର ଡକ୍ଟର ନୁହଁନ୍ତି । ଏମିତିକି ଯେତେ ଥର ବି ଜ୍ୟୋତି କରଙ୍କୁ ତାଙ୍କର ମେଡିକାଲ ଡିଗ୍ରୀ ସାର୍ଟିଫିକେଟ ପ୍ରମାଣ ଦେଖାଇବାକୁ କୁହାଯାଇଛି ତାକୁ ସେ ହଜିଯାଇଥିବା କହିଛନ୍ତି ।

ପୁଣି ସେ ନିଜ ପୁଅକୁ ସୁରଭି ଏବଂ କିଛି ଅନ୍ୟ ଲୋକ ଡ୍ରଗ୍ସ ଦେଇ ନେଇ ଯାଇଥିବା ଅଭି-ଯୋଗ ଆଣିଛନ୍ତି । କିନ୍ତୁ ବର୍ତ୍ତମାନ ମୋନା ଏହିସବୁ ରହସ୍ୟ ଉପରୁ ପରଦା ହଟାଇଛନ୍ତି । ସେ ସୁରଭି ଏବଂ ଜ୍ୟୋତି କରଙ୍କର ପୁଅର ବିବାହ ଏବଂ ଏନଗେଜମେଣ୍ଟ ଫୋଟ ଗଣମାଧ୍ୟମ ସାମ୍ନାକୁ ଆଣିଛନ୍ତି ।

ଯେଉଁଥିରେ ସ୍ପଷ୍ଟ ଦେଖାଯାଇଛି ଯେ ସୁରଭିଙ୍କ ଏନଗେଜମେଣ୍ଟରେ ଜ୍ୟୋତି କର ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ମଧ୍ୟ ସୁରଭିଙ୍କର ଅତି ନିକଟରେ ଏବଂ ଖୁସି ନଜର ଆସିଛନ୍ତି । ଆଉ ଯେତେବେଳେ ସୁରଭି ବିବାହ ପରେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ବାସ୍ତବ ମା ଙ୍କ ବିଷୟରେ ପଚାରି ଥିଲେ ସେତେବେଳେ ଜ୍ୟୋତି କର କୁଆଡ଼େ କହିଥିଲେ ଯେ ଜ୍ୟୋତିଙ୍କ ପୁଅ କୁଆଡ଼େ ତାଙ୍କର ବାସ୍ତବ ପୁଅ ନୁହେଁ ଏବଂ ତାଙ୍କର ବାସ୍ତବ ମା’ କ୍ୟାନ୍ସରରେ ପ୍ରାଣ ହରାଇଛନ୍ତି ।

ଏମିତିକି ତାଙ୍କ ବୟସ ୩୫ ବୋଲି ମଧ୍ୟ କହିଥିଲେ । କିନ୍ତୁ ଏସବୁ ମି-ଛ ଥିବା ମୋନା କହିଛନ୍ତି । ଏମିତିକି ଜ୍ୟୋତିଙ୍କ ପୁଅ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଜ୍ୟୋତି ହିଁ ତାଙ୍କର ବାସ୍ତବ ମା’ । ଜ୍ୟୋତିଙ୍କ ପୁଅ ଏବଂ ବୋହୂ ଯେତେବେଳେ ଜ୍ୟୋତି ହନିଟ୍ରାପ କରି କମ ବୟସର ପୁଅଙ୍କ ଫ-ସାଇ ଟଙ୍କା ନେଉଥିବା ଅଭି-ଯୋଗ କରିଛନ୍ତି ସେତେବେଳେ ଜ୍ୟୋତି ଓଲଟା ସୁରଭି ତାଙ୍କ ବୋହୂ ନୁହେଁ ଏବଂ ୧୭ ବୟସରେ ସେ ଗର୍ଭ-ବତୀ ହୋଇଥିବା କହିଛନ୍ତି । ଯାହାର ସବୁ ପ୍ରମାଣ ବର୍ତ୍ତମାନ ମୋନା ଗଣମାଧ୍ୟମରେ ଦେଖାଇବା ସହିତ କୋର୍ଟରେ ମଧ୍ୟ ଦେଖାଇବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *