ବିଦ୍ୟାଳୟରେ ପ୍ରଧାନଶିକ୍ଷକ ମ-ଦ ପିଇ ହେଲେ ମା-ତାଲ୍ , ଆଉ ଏପଟେ ଅଭିଭାବକ କଲେ ଆନ୍ଦୋ-ଳନ

ଶିକ୍ଷା ବ୍ୟବସ୍ଥା କେଉଁ ସ୍ତରକୁ ଖସି ଖସି ଯାଉଛି , ସେ ବିଷୟରେ କହିବା ଆଦୌ ଠିକ୍ ହେବ ନାହିଁ । ଆପଣ ସମସ୍ତେ ଜାଣି ସାରିଥିବେ କି , କିପରି ଆଜିକାର ଶିକ୍ଷକ ମାନେ ନିଜ କାର୍ଯ୍ୟକୁ ଅବହେଳା କରୁଛନ୍ତି ଆଉ ମନ ମୁତାବକ କାମ କରିବାରେ ଲାଗି ପଡିଛନ୍ତି । ବିଶେଷ କରି ସରକାରୀ ବିଦ୍ୟାଳୟ ଗୁଡ଼ିକ କଥା ଆଦୌ କହିବା କଥା ନୁହେଁ । କିପରି ସେଠାରେ ପାଠ ପଢା ଚାଲିଛି , ସେ କଥା ସମସ୍ତଙ୍କୁ ଜଣା ।

ଏ ଦୁନିଆଁରେ ପ୍ରାୟତଃ କମ ଶିକ୍ଷକ ଅଛନ୍ତି ଯେଉଁମାନେ ନିଜ କାମ ପାଇଁ ପୁରା ଉତ୍ସର୍ଗୀକୃତ । ତେବେ ଏମାନଙ୍କ ମଧ୍ୟରୁ ଅଧା ଶିକ୍ଷକ ବିଦ୍ୟାଳୟକୁ ଆସୁ ନଥିବା ବେଳେ ଆଉ କେତେକ ସବୁଥିରେ ଠ-କାଇ ଦେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଏପରି କିଛି ଦୃ-ଶ୍ୟ ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଅବାକ୍ କରିଦେବ । ଜଣେ ପ୍ରଧାନଶିକ୍ଷକଙ୍କ କାର-ନାମା ଦେଖିଲେ ଆପଣ ମୁଣ୍ଡରେ ହାତ ଦେଇ ବସିବ ।

ବିଦ୍ୟାଳୟରେ ପାଠ ପଢା ତ ଦୂରର କଥା ପ୍ରଧାନଶିକ୍ଷକ ଜଣକ ମ-ଦ ପିଇ ପୁରା ମା-ତାଲ୍ ଆଉ ନି-ଶାରେ କାହାକୁ ଜାଣି ମଧ୍ୟ ପାରୁ ନାହାଁନ୍ତି । ତେବେ ଏପରି ଏକ ଘଟ-ଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଆଁ ବ୍ଲକ ରାମଚନ୍ଦ୍ରପୁର ଗାଁର ମାଟୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ତେବେ ଏହି ବିଦ୍ୟାଳୟର ଜୟଦେବ ବିଶି ନାମକ ପ୍ରଧାନଶିକ୍ଷକ ନିଜର ଆଉ ଜଣେ ସାଥିଙ୍କ ସହିତ ମିଶି ବିଦ୍ୟାଳୟ ପରିସରରେ ମାଂସ ରାନ୍ଧି ଆଉ ମ-ଦ ପିଇ ପୁରା ମା-ତାଲ୍ ହୋଇ ଯାଇଥିଲେ।

ସେ କାହାକୁ ଆଦୌ ଜାଣି ମଧ୍ୟ ପାରୁ ନଥିଲେ । ନିଶାରେ ସେ ଚେୟାର ଉପରେ ବସି ଟଳମଳ ହେଉଥିଲେ । ଏପରିକି ସେ ଚେୟାରରେ ବସି ପରି-ସ୍ରା ଆଉ ଝା-ଡା ମଧ୍ୟ କରି ଦେଇଥିଲେ । ତେବେ ଏ ବାବ-ଦରେ ଉକ୍ତ ଗାଆଁର ଗ୍ରାମବାସୀ ଏବଂ ଅଭିଭାବକ ମାନେ ଜାଣିବା ପରେ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇ ବସିଥିଲେ । ଶିକ୍ଷକଙ୍କ ନାମରେ ମଧ୍ୟ ଅନେକ ଅଭି-ଯୋଗ ସେମାନେ ଆଣିଥିଲେ । ତେବେ ଏ ବାବ-ଦରେ ଜାଣିବା ପରେ ଜିଲ୍ଲାପାଳ ଦୁଇ ଜଣ ଶିକ୍ଷକଙ୍କୁ ନିଲ-ମ୍ୱିତ କରିଛନ୍ତି ।

Leave a Reply

Your email address will not be published. Required fields are marked *