ସମ-ଲିଙ୍ଗି ଯଦି ବିବାହ କରିବେ , ପିଲା କେମିତି ହେବ , ଭଗବାନ କାହିଁକି ଝିଅ ପୁଅକୁ ଗଢ଼ିଛନ୍ତି

ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ଵାରା ଏକ ରାୟ ପାରିତ କରା ଯାଇଥିଲା । ଯାହା ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ । ଯାହା ପରେ ବର୍ତ୍ତମାନ ସମୟରେ ଚାରିଆଡ଼େ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ବିଶେଷ କରି ଏହି ନିୟମ ସେହି ମାନଙ୍କ ପାଇଁ ଯେଉଁ ମାନେ ପୁଅ ହୋଇ ପୁଅକୁ ଭଲ ପାଉଛନ୍ତି ଆଉ ଝିଅ ହୋଇ ଝିଅକୁ ଭଲ ପାଉଛନ୍ତି ଆଉ ସେମାନଙ୍କୁ ବିବାହ କରିବା ପାଇଁ ମଧ୍ୟ ସ୍ବପ୍ନ ଦେଖିଛନ୍ତି । ଏହା ପରେ ସେମାନଙ୍କୁ ଏକ ଶ-କ୍ତ ଝଟକା ଲାଗିଛି ।

ସୂଚନା ଅନୁସାରେ , ଏପରି ଆ-ଇନ ପାରିତ ହେବା ପରେ କିଛି ଲୋକ ଖୁସି ଥିବା ବେଳେ ଆଉ କିଛି ଲୋକ ମଧ୍ୟ ମନ ଦୁଃ-ଖ କରିଛନ୍ତି । ସେମାନେ ସିନା ଲିଭ୍ ଇନ୍ ରେ ରହିପାରିବେ କିନ୍ତୁ କେବେ ବିବାହ କରିପାରିବେ ନାହିଁ । ତେବେ ଏହା ଉପରେ ଜଣେ ଭଦ୍ର ବ୍ୟକ୍ତି ମୁଁହ ଖୋଲିଛନ୍ତି । ତାଙ୍କ କହିବା ଅନୁସାରେ ସୃଷ୍ଟିର ଏକ ସୁନ୍ଦର ରୂପ ପୁଅ ଏବଂ ଝିଅ । ଦୁହେଁ ଦୁହିଁଙ୍କ ପାଇଁ ଗଢା ହୋଇଛନ୍ତି । ପୁଅ ଝିଅକୁ ବିବାହ କରିବା ପରେ ହିଁ ସଂସାର ଆଗକୁ ବଢିବ ।

କାହିଁକି ନା ଯଦି ଝିଅ ଝିଅକୁ ବିବାହ କରେ କିମ୍ବା ପୁଅ ପୁଅକୁ ଯଦି ବିବାହ କରେ ତେବେ ସଂସାର କେବେ ଆଗକୁ ବଢିବ ନାହିଁ । କି ପିଲା ମଧ୍ୟ ହେବେ ନାହିଁ । ତେଣୁ କରି ଏହି ନିୟମ ପୁରାପୁରି ଠିକ୍ ଅଛି । ଆଜିକାର ସମୟରେ ପୁଅ ମାନଙ୍କୁ ଆଉ ଝିଅ ମାନେ ଭାଉ ଦେଉ ନଥିବା କଥା ମଧ୍ୟ ସେ କହିଛନ୍ତି । ତେଣୁ କରି ପୁଅ ମାନେ ପୁଅ ମାନଙ୍କ ସହିତ ଡେଟ କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ କରି ମାନ୍ୟବର ସୁପ୍ରିମକୋର୍ଟଙ୍କ ଏପରି ନିୟମ କିଛି ଭଲ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି ।

ଅନ୍ୟ ପକ୍ଷରେ ଆମ ଦେଶରେ ଏହି ସମ-ଲିଙ୍ଗି ସମ୍ପର୍କ ବେଶୀ ଚାଲିଛି । ଝିଅ ମାନେ ହୁଅନ୍ତୁ କି ପୁଅ ମାନେ ସମ-ଲିଙ୍ଗି ବିବାହ କରି ତାହାକୁ ସୋସିଆଲ ମିଡିଆରେ ଛାଡ଼ି ଦେଉଛନ୍ତି । ଆଉ ଲୋକେ ଭାବୁଛନ୍ତି କି , ଏହା କେବଳ ଭାଇରାଲ ହେବା ପାଇଁ କିନ୍ତୁ ଏହା ପୁରାପୁରି ସତ ଯେ ସେମାନେ ସତରେ ପରସ୍ପର ସହିତ ଯାଇ ଜୀବନ ସାରା ରହୁଛନ୍ତି । ସେମାନେ ସିନା ଏକାଠି ରହିବେ କିନ୍ତୁ ସେମାନଙ୍କର ପିଲା କେମିତି ହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *