ଗର୍ଭ-ବତୀ ପ୍ରେମିକାର ପିଲା ନ-ଷ୍ଟ କରି ଛୁ ମା-ରିଲା ପ୍ରେମ , ଏବେ ପୋ-ଲିସ ଆଗରେ ଲୁହ ଗଡାଇଛି ଅସହାୟ ପ୍ରେମିକା

ଜଣେ ମଣିଷକୁ ବିଶ୍ୱାସ କରି ସାରା ଜୀବନ ତା ସହିତ ରହିବା ପାଇଁ ଶପଥ ନେଇଥିଲେ । ଯେତେ କଷ୍ଟ ବି ବାଧା ବିଘ୍ନ ଆସିଲେ ମଧ୍ୟ ଦୁହେଁ ସାରା ଜୀବନ ଏକାଠି ବାଟ ଚାଲିବା ବୋଲି କଥା ଦେଇଥିଲେ । କିନ୍ତୁ ସବୁ କଥା ସେହି ଅଧାରେ ରହିଗଲା । ଶେଷରେ ପ୍ରେମିକ ହିଁ ସାଜିଗଲା ବେଇ-ମାନ । ନିଜ ଦେହର ଭୋକ ମେ-ଣ୍ଟାଇ ସାରିବା ପରେ ଛାଡି ଦେଇ ଛୁ ମା-ରିଲା ପ୍ରେମିକାକୁ । ଆଉ ଏବେ ଅସହାୟ ପ୍ରେମିକା ଆଖିରୁ ଲୁହ ଝରାଇବାରେ ଲାଗିଛି ।

ତା ପାଖରେ ଆଖିରୁ ଲୁ-ହ ଝରାଇବା ଛଡ଼ା ଆଉ କିଛି ଉପାୟ ନାହିଁ । ତେବେ ଏହି ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ବଲାଙ୍ଗିର ଜିଲ୍ଲା ଗଣ୍ଡବାହର ଗାଆଁରେ । ସୂଚନା ଅନୁସାରେ , ଏହି ଗାଁର ସୁବାସ ବାଗଙ୍କ ଝିଅ ଅନୁପମା ବାଗ ଉକ୍ତ ଗାଆଁର ରଙ୍କନ ମେଶଙ୍କୁ ଭଲ ପାଉଥିଲେ । ଦୁହିଁଙ୍କ ମଧ୍ୟରେ ନିବିଡ ସଂ-ପର୍କ ମଧ୍ୟ ଗଢ଼ି ଉଠିଥିଲା।ଆଉ ଏହାପରେ ଦୁହେଁ ବିବାହ କରିବାକୁ ନେଇଥିଲେ ନିଷ୍ପତି । ତେବେ ଘରେ ଏ ବିଷୟରେ ଜଣାଇ ଥିଲେ ଦୁହେଁ ।

ଏହାପରେ ରଙ୍କନ ଯେହେତୁ ଛତିଶଗଡ଼ରେ ରହୁଥିଲେ । ସେଥିପାଇଁ ପରିବାରର ଅନୁମତି ପରେ ଦୁହେଁ ଯାଇ ଛତିଶଗଡ଼ର ଏକ ମନ୍ଦିରରେ ବିବାହ କରିଥିଲେ ଆଉ ସ୍ଵାମୀ ସ୍ତ୍ରୀ ଭଳି ମଧ୍ୟ ରହୁଥିଲେ । ଏହାପରେ ଦୁହେଁ ଅନେକ ଥର ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଥିଲେ । ଦୁହେଁ ନିଜର ଏକ ଅଲଗା ଦୁନିଆଁ ତିଆରି କରିଥିଲେ । କିନ୍ତୁ ସେତେବେଳେ ସବୁକିଛି ବଦଳି ଗଲା ଯେତେବେଳେ ଅନୁପମା ଦୁଇ ମାସର ଗର୍ଭ-ବତୀ ହୋଇଥିଲେ । ସେତେବେଳେ ରଙ୍କନ ନିଜର ଏକ ଭିନ୍ନ ରୂପ ଦେଖାଇଥିଲେ।

ଯେତେବେଳେ ଅନୁପମା ଦୁଇ ମାସର ଗର୍ଭ-ବତୀ ଥିବା କଥା ରଙ୍କନ୍ ଜାଣିଥିଲେ । ସେତେବେଳେ ସେ ତାଙ୍କୁ ଗ-ର୍ଭ ନଷ୍ଟ କରିବା ପାଇଁ ଏକ ଔଷଧ ଦେଇଥିଲେ , ଯାହାକୁ ଖାଇ ଅନୁପମାଙ୍କ ଗ-ର୍ଭ ମଧ୍ୟ ନଷ୍ଟ ହୋଇ ଯାଇଥିଲା । ଯାହା ପରେ ଏକଦା ରଙ୍କନ ତାଙ୍କୁ ଛାଡି ଦେଇ ଓଡ଼ିଶା ପଳାଇ ଆସିଥିଲେ । ତେବେ ପରେ ଛତିଶଗଡ ପୋ-ଲିସ ପାଖରେ ଅଭି-ଯୋଗ କରିଥିଲେ ସେ ଆଉ ଛତିଶଗଡ ପୋ-ଲିସ ଓଡ଼ିଶା ପୋଲିସକୁ ଏ ବିଷୟରେ ଜଣାଇ ଥିଲା । ଏବେ ତ-ଦନ୍ତ ଜାରି ରହିଛି । ଅନୁପମା କେବଳ ଗୋଟିଏ କଥା କହିବାରେ ଲାଗିଛନ୍ତି କି , ସେ ରଙ୍କନଙ୍କୁ ଛାଡି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *