ସାମ୍ନାକୁ ଆସିଲା ସତ , ପୋ-ଲିସ ବାବୁଙ୍କ ନାମରେ ଅଭି-ଯୋଗ ଆଣିଲେ ଶାଳୀ

ଦୁନିଆଁରେ ପ୍ରତିଦିନ ଏପରି ଅନେକ ଘ-ଟଣା ଘଟୁଛି , ଯାହା ବିଷୟରେ ବ୍ୟାଖ୍ୟା କରିବା ଲ-ଜ୍ଜାକର ମନେ ହେଉଛି । ଯୁଗ ଆଗକୁ ଯିବା ସହିତ ମଣିଷର କାର୍ଯ୍ୟ କରିବାର ଠାଣି ମଧ୍ୟ ବଦଳି ଯିବାରେ ଲାଗିଛି । ତେବେ ଆଜ୍ଞା ହଁ ମଣିଷ ଏପରି ନୀଚ୍ଚ କାମ ଗୁଡିକ କରୁଛି , ଯାହା ପାଇଁ ତାକୁ ଦ-ଣ୍ଡ ବି କମ୍ ପଡ଼ିବ । ତେବେ ଏଇ କିଛି ଦିନ ପୂର୍ବରୁ ଭାଇରାଲ ହୋଇଥିବା ଏକ ଭିଡିଓ ବିଷୟରେ ଆପଣ ଜାଣିଥିବେ । ଯେଉଁଠି ଆପଣ ଦେଖିଥିବେ କି , ଜଣେ ବ୍ୟକ୍ତି ପାଖରେ ବସିଥିବା ମହିଳାଙ୍କ ବେଣୀ କରି ଦେଉଥିଲେ ।

ଆଉ ଯାହା ପରେ ପୁରା ଥା-ନାରେ ଯାଇ ହାଜର ହୋଇ ଯାଇଥିଲେ ପୋ-ଲିସ ବାବୁ । ଆଉ କହିଥିଲେ ମୋ ସ୍ତ୍ରୀର ଆଉ କିଏ ବେଣୀ କରି ଦେଉଛି । ଆଉ ମୋ ସ୍ତ୍ରୀ ମୋର ହୋଇ ନାହିଁ । ତେବେ ଶୁଣିବାକୁ ମିଳିଥିଲା କି , ଏ ହେଉଛନ୍ତି ପୋ-ଲିସ ବାବୁଙ୍କ ତୃତୀୟ ସ୍ତ୍ରୀ । ପ୍ରଥମ ସ୍ତ୍ରୀଙ୍କ ଦେ-ହାନ୍ତ ପରେ ସେ ଆଉ ଜଣଙ୍କୁ ବିବାହ କରିଥିଲେ ଆଉ ସେ ମଧ୍ୟ କର୍କଟ ରୋଗରେ ପୀ-ଡିତ ହୋଇ ପ୍ରାଣ ହରାଇ ଥିଲେ । ଆଉ ତାଙ୍କର ହିଁ ଭଉଣୀଙ୍କୁ ତୃତୀୟ ବିବାହ କରିଥିଲେ ରସି-କିଆ ପୋ-ଲିସ ବାବୁ । ତେବେ ଗଣମାଧ୍ୟମ ଆଗକୁ ବର୍ତ୍ତମାନ ଆସିଛନ୍ତି ସେହି ତୃତୀୟ ସ୍ତ୍ରୀ ।

ଆଉ ଖୋଲି କରି କହି ଦେଇଛନ୍ତି ସବୁ କିଛି ସତ କଥା । ତାଙ୍କ କହିବା ଅନୁସାରେ ଯେଉଁ ପୋ-ଲିସ ବାବୁ ଜଣକ ତାଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି ଆଉ ତାଙ୍କୁ ସ୍ତ୍ରୀର ଆଖ୍ୟା ଦେଉଛନ୍ତି , ପ୍ରକୃତରେ ସେ ହେଉଛନ୍ତି ତାଙ୍କ ଭିଣେଇ । ଆଉ ଯେଉଁ ବ୍ୟକ୍ତି ଜଣକ ତାଙ୍କ ବେଣୀ କରି ଦେଉଥିଲେ ସେ ହେଉଛି ତାଙ୍କ ଭାଇ । ତେଣୁ କରି ଭାଇ ତାଙ୍କର ବେଣୀ କରିବା ସାଧାରଣ କଥା । ଆଉ ଭିଣେଇ ତାଙ୍କୁ ବାହା ହୋଇଥିବା କଥା ପୁରାପୁରି ମି-ଛ । ସେ ଜଣେ ରସି-କିଆ ମଣିଷ । ସେ ତାଙ୍କୁ ଆଦୌ ବିବାହ କରି ନାହାଁନ୍ତି । କି ସେ ତାଙ୍କ ସ୍ତ୍ରୀ ବି ନୁହଁନ୍ତି ।

ମି-ଛରେ ତାଙ୍କୁ ଫସା-ଇବା ପାଇଁ ସେ ଏପରି କାମ କରୁଛନ୍ତି । ଆଉ ତାଙ୍କୁ ସ୍ତ୍ରୀର ଆଖ୍ୟା ଦେଉଛନ୍ତି । ସେ ମୋ ଠାରୁ ବୟସରେ ଏତେ ବଡ ଆଉ ଜଣେ ଭାଇ ସମାନ । ସେ ମୋ ଉପରେ ଖରାପ ନଜର ପକାଉଛନ୍ତି ଆଉ ମୋତେ ବାହା ହେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ମହିଳା ଜଣକ କହିଛନ୍ତି । ଏହା ବ୍ୟତୀତ ମହିଳା ଜଣକ କହିଛନ୍ତି କି , ତାଙ୍କୁ କଣ ପୁଅ ଅ-ଭାବ ପଡ଼ିଛି ସେ ଏହି ବୁଢ଼ା ଜଣକୁ ବାହା ହେବେ । ତେବେ ଏହି କଥାକୁ ନେଇ ବର୍ତ୍ତମାନ ଦ୍ଵନ୍ଦ ଲାଗି ରହିଛି । ପ୍ରକୃତରେ କିଏ ସତ କହୁଛି , ତାହା ତ-ଦନ୍ତ ହେବା ପରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *