ତା ସ୍ଵାମୀ ମ-ରିବାର ମାସେ ହୋଇନି , ମୋ ସ୍ବାମୀଙ୍କୁ ଘରକୁ ଡାକୁଛି ଗୀତାଞ୍ଜଳି

ଜଣେ ମହିଳା ଆଉ ଜଣେ ମହିଳାଙ୍କ ନାମରେ ଆଣିଛନ୍ତି ସଙ୍ଗୀନ ଅଭି-ଯୋଗ । ଆଉ ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି । ଜଣେ ବିବାହିତା ମହିଳା ଏବଂ ପୁରୁଷଙ୍କ ଜୀବନରେ ସୃଷ୍ଟି କରୁଛନ୍ତି ଝଡ଼ ଆଉ ଯାହାକୁ ବନ୍ଦ କରିବା ପାଇଁ କେହି ନାହିଁ । ନିଜର ବୈବାହିକ ଜୀବନରେ ନି-ଆଁ ଲାଗିଗଲା ବୋଲି ମୋ ଜୀବନରେ ମଧ୍ୟ ନି-ଆଁ ଲଗାଇବାକୁ ପଛାଇଲେ ନାହିଁ ମହିଳା ଜଣକ । ଆଉ ଏପରି ଆମେ କହୁ ନାହୁଁ ଜଣେ ମହିଳା ଆଉ ଜଣେ ମହିଳାଙ୍କ ନାମରେ କହିଛନ୍ତି ।

ସୂଚନା ଅନୁଯାୟୀ , ମହିଳାଙ୍କ କହିବା କଥା ଏହା ଯେ ତାଙ୍କ ପରିବାର ସୁରୁଖୁରୁରେ ଚାଲିଥିଲା କିନ୍ତୁ ହଠାତ୍ ସବୁକିଛି ଶେଷ ହୋଇଗଲା । କାହିଁକି ନା ତାଙ୍କ ସ୍ବାମୀଙ୍କୁ ଗୀତାଞ୍ଜଳି ନାମକ ଜଣେ ମହିଳା ଛଡ଼ାଇ ନେଇ ଯାଇଛନ୍ତି ଆଉ ସାରା ଜୀବନ ତାଙ୍କ ଠାରୁ ଦୂର କରିବା ପାଇଁ ଚାହୁଁଛନ୍ତି । ହଁ ଆଜ୍ଞା ମହିଳାଙ୍କ କହିବା କଥା ଏହା ଯେ , ଗୀତାଞ୍ଜଳିଙ୍କ ସ୍ଵାମୀ ମ-ରିବାର ମାସଟିଏ ମଧ୍ୟ ପୁରି ନାହିଁ । ଅନ୍ୟ ପୁରୁଷ ମାନଙ୍କ ଉପରେ ନଜର ପକାଇ ସାରିଲାଣି ସେ । ଆଉ ନିଜ କବଳରେ ଅନ୍ୟ ପୁରୁଷ ମାନଙ୍କୁ ରଖି ସାରିଲାଣି ସେ । ଆଉ ଏଥିରେ ତାଙ୍କ ସ୍ଵାମୀ ମଧ୍ୟ ସାମିଲ ଅଛନ୍ତି ।

ନିଜ ସ୍ବାମୀଙ୍କୁ ଖାଇବା ପରେ ଏବେ ତାର ପୁରା ନଜର ମୋ ସ୍ଵାମୀ ଉପରେ । ଆଉ ମୋ ସ୍ବାମୀଙ୍କୁ ମୋ ଠାରୁ ସବୁଦିନ ପାଇଁ ଛଡ଼ାଇ ନେବା ପାଇଁ ବାହାରିଛି ଗୀତାଞ୍ଜଳି । ଆଉ କି ଯାଦୁ କରିଛି ଯେ , ପୁରାପୁରି ଗୀତାଞ୍ଜଳିଙ୍କ ବଶରେ ମୋ ସ୍ବାମୀ । ତା କବଳରୁ ବାହାରିବା ଏତେ ସହଜ ନୁହେଁ ବୋଲି ମହିଳା ଜଣକ କହିଛନ୍ତି । ଜଣେ ବିବାହିତା ମହିଳା ହୋଇ ଆଉ ଜଣେ ମହିଳାଙ୍କ ଘର ପରିବାର କଥା ଟିକିଏ ମଧ୍ୟ ଚିନ୍ତା ନାହିଁ ବୋଲି ମହିଳା ଜଣକ କହିଛନ୍ତି ଆଉ ଯାହା ପାଇଁ ବାଧ୍ୟ ହୋଇ ସେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି

ତେବେ ଯେତେବେଳେ ଗଣମାଧ୍ୟମ ଆଗରେ ତାଙ୍କୁ ପ୍ରଶ୍ନ କରା ଯାଇଥିଲା କି , ତୁମ ସ୍ବାମୀ କଣ ଛୋଟ ପିଲା ତାଙ୍କୁ କବଳିତ କରି ନିଆ ଯାଉଛି , ସେତେବେଳେ ମହିଳା ଜଣକ କହିଥିଲେ କି , ହଁ ଗୀତାଞ୍ଜଳି ପାଖରେ ଏପରି କିଛି କୌଶଳ ଅଛି । ଯାହା ଦ୍ଵାରା ସେ ଏପରି କାମ କରି ନେଉଛି ଆଉ ମୋ ସ୍ବାମୀଙ୍କୁ ମୋ ଠାରୁ ଦୂରେଇ ନେଇ ଯାଇଛି । ତେଣୁ ଏବେ ମୋର ଖାଲି ଏତିକି ନିବେଦନ ମୋ ସ୍ବାମୀଙ୍କୁ ମୋତେ ଫେରାଇ ଦିଆଯାଉ।

Leave a Reply

Your email address will not be published. Required fields are marked *