ଅଲିଉଡ଼ ଅଭିନେତା ଅମ୍ଳାନଙ୍କ ଜୀବନରେ ପୁଣି ଦୁଃ-ଖ । ଲୋକେ ମଧ୍ୟ ଦୁଃ-ଖରେ କହିଲେ ” କେତେ ଦୁଃ-ଖ ଦେବୁରେ କାଳିଆ…. “

ଅଲିଉଡ଼ ଅଭିନେତା ଅମ୍ଳାନ ଦାସଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଯାହାଙ୍କର ଅଭିନୟ ଏବଂ ବ୍ୟକ୍ତିତ୍ୱ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । କିନ୍ତୁ ସେ ପରିଚୟ ପାଇବାର ଆଉ ଏକ ବଡ଼ କାରଣ ହେଉଛି ବଲିଉଡ଼ର ବଳିଷ୍ଠ ଅଭିନେତା ସ୍ବର୍ଗତ ମିହିର ଦାସ । ଯାହାଙ୍କୁ ଆଜିବି ସାରା ଅଲିଉଡ଼ ଇଣ୍ଡଷ୍ଟ୍ରି ଝୁରୁଛି ।

ଆମେ କହିରଖିବୁ ଯେ ଅମ୍ଳାନ ଦାସଙ୍କୁ ନିଜ ବାପା ମିହିର ଦାସ ଛାଡ଼ି ଯିବା ପରେ ଦୁଃ-ଖ ନଯାଉଣୁ ପୁଣି ଆଉ ଏକ ବଡ଼ ଦୁଃ-ଖ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଥିଲା । ଅମ୍ଳାନଙ୍କ ସାନ ଭାଇର ମୃ-ତ୍ୟୁ ହୋଇଥିଲା । ପୁଣି ବାପାଙ୍କ ମୃ-ତ୍ୟୁ ପୂର୍ବରୁ ମା’ଙ୍କର ମଧ୍ୟ ନିଧନ ହୋଇଥିଲା ।

ଆଉ ବର୍ତ୍ତମାନ ମଧ୍ୟ ଅମ୍ଳାନଙ୍କର ଅନ୍ୟ ଜଣେ ନିଜ ଲୋକ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଆଉ ତାଙ୍କୁ ଆକଟ କରିବାକୁ କେହି ନାହାଁନ୍ତି । ବାପା ମା’ଏବଂ ଭାଇକୁ ହରାଇଥିବା ଅମ୍ଳାନ ଆଉ ଜଣେ ନିଜ ଲୋକଙ୍କୁ ହରାଇଛନ୍ତି । ଆଉ ସମସ୍ତେ କହୁଛନ୍ତି ଯେ ” ଦୁଃଖ ଏମିତିବି ଆସେ ” । କେଉଁ ମଣିଷ ନିଜ ଜୀବନରେ କଣ ହରାଇଛି ତାହା କେବଳ ସେ ହିଁ ଜାଣିଛି । ଏଇ ନିକଟରେ ଅମ୍ଳାନଙ୍କର ବ୍ଲକ ବଷ୍ଟର ଫିଲ୍ମ ମାଲ୍ୟଗିରି ରିଲିଜ ହୋଇଥିଲା ଏବଂ ଦର୍ଶକ ମାନେ ମଧ୍ୟ ଫିଲ୍ମକୁ ଖୁବ ଭଲପାଇବା ଦେଇଥିଲେ । ଆଉ ଏଥିପାଇଁ ଅମ୍ଳାନ ଖୁବ ଖୁସି ମଧ୍ୟ ଥିଲେ । କିନ୍ତୁ ତାଙ୍କର ଏହି ଖୁସି ଅଧିକ ଦିନ ରହିନାହିଁ ।

ତେବେ ଘ-ଟଣା ଏହା ଯେ ଅମ୍ଳାନଙ୍କର ଆଈ ଆଉ ନାହାଁନ୍ତି । ଅମ୍ଳାନ ଏବଂ ତାଙ୍କ ସାନ ଭାଇ ଅକ୍ଲାନ ଯେତେବେଳେ ଛୋଟ ହୋଇଥିଲେ , ସେତେବେଳେ ହିଁ ତାଙ୍କ ମା’ ଚାଲି ଯାଇଥିଲେ । କଟକ ସତିଚଉଡ଼ାରେ ତାଙ୍କର ଅନ୍ତିମ ସଂ-ସ୍କାର କରାଯାଇଥିଲା । ଏହାପରେ ବରିଷ୍ଠ ସଙ୍ଗୀତଜ୍ଞ ଚିତ୍ତ ଜେନା ଅର୍ଥାତ ଦୁହିଁଙ୍କ ଅଜା ତାଙ୍କୁ ନେଇ ରଖିଥିଲେ । ଆଉ ଅକ୍ଳାନଙ୍କ ବିୟୋ-ଗରେ ସତରେ ଯେମିତି ଆଈଙ୍କ ହୃଦୟ ଭାଙ୍ଗି ଯାଇଥିଲା । ଆଈ ସେବେଠାରୁ ଦୁର୍ବଳ ହୋଇ ପଡ଼ିଥିଲେ । ଆଉ ତାଙ୍କ ପରିବାର ଯେମିତି ମୁରବି ଶୁନ୍ୟ ହୋଇ ଯାଇଛି । ଯେଉଁ କାରଣରୁ ଲୋକେ କହୁଛନ୍ତି ” କେତେ ଦୁଃ-ଖ ଦେବୁ ଦେରେ କାଳିଆ । “

Leave a Reply

Your email address will not be published. Required fields are marked *