ବିବାହ କରି ଛୁଆ ଜନ୍ମ କରିବା ପରେ ପୁଣି ସଉତୁଣୀ ଆଣିଲା ସ୍ୱାମୀ । ଆଉ ଶେଷରେ ସ୍ତ୍ରୀ ଜାଣିପାରି ……

ଆଜିକାଲି ସ୍ୱାମୀ ଛୁଆ ଥାଉ ଥାଉ ପର-କୀୟା ପ୍ରୀତିରେ ମାତିଥିବା ସ୍ୱାମୀ ବର୍ତ୍ତମାନ ପୋ-ଲିସ ଗିର-ଫରେ । ଆଉ ଅଭି-ଯୋଗ ଆଣିଛି ଖୋଦ ସ୍ତ୍ରୀ । କାରଣ ମାମ-ଲା କୌଣସି ସାଧାରଣ ନୁହେଁ ବରଂ ସଙ୍ଗିନ ଅଟେ । ତିନି ତିନୋଟି ଛୁଆ ଏବଂ ସ୍ତ୍ରୀ ଜୀବିତ ଥାଉ ଥାଉ ସ୍ୱାମୀ ଆଉ ଜଣେ ଯୁବତୀଙ୍କୁ ବିବାହ କରିଛି ।

ଯାହାର ଏକ ଭିଡ଼ିଓ ମଧ୍ୟ ଭାଇରଲ ହେଉଛି । ଯେଉଁଠି ସ୍ୱାମୀ ବର ବେଶରେ ବାଜା ବଜାଇ ବିବାହ କରିବାକୁ ଯାଉଛି । କିନ୍ତୁ କଥା ଏହିଠାରେ ଶେଷ ହୋଇନାହିଁ । ଏହି ବ୍ୟକ୍ତି ଜଣକ ନିଜର ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାହାରିଛନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଆସିଛି ।

ସମ୍ବଲପୁର ଅଇଁଠାପାଲି ଥା-ନାକୁ ଉକ୍ତ ଅଭି-ଯୁକ୍ତ ସ୍ୱାମୀର ସ୍ତ୍ରୀ ଆସି ଅଭି-ଯୋଗ କରିଛନ୍ତି ଏବଂ ନିଜର ତିନୋଟି ପିଲା ଥିବା ସହିତ ଅନେକ ବର୍ଷ ପୂର୍ବରୁ ବିବାହ ହୋଇଥିବା କହିଛନ୍ତି । ତେବେ କହିରଖିବୁ ଯେ ଗତ ୧୧ ବର୍ଷ ହେବ ବରଦିଆପାଲି ଗାଁରେ ରହୁଥିବା ଗୋପାଳ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ନିବେଦିତା ସାହୁ ନାମକ ଜଣେ ମହିଳା ବିବାହ କରିଥିଲେ । ଏହି ବିବାହ ପରେ ତିନି ଜଣ ଛୁଆ ମଧ୍ୟ ଅଛନ୍ତି । କିନ୍ତୁ ସ୍ତ୍ରୀ ଥାଉ ଥାଉ ଗୋପାଳ ଲୁଚିଛପି ଗତ ୨୪ ତାରିଖରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲା । ଯାହା ବିଷୟରେ ସ୍ତ୍ରୀ ଅନ୍ୟ ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ ।

ଏହି ମାମଲା ବିଷୟରେ ଜାଣିବା ପରେ ସ୍ତ୍ରୀ ନିଜ ପରିବାର ଏବଂ କିଛି ଗାଁ ଲୋକଙ୍କ ସହିତ ଯିଏ ଅଇଁଠାପାଲି ଥା-ନାରେ ସ୍ୱାମୀ ନାମରେ ଅଭି-ଯୋଗ କରିବା ସହିତ ତିନି ପିଲାଙ୍କ ଭରଣ ପୋଷଣ ପାଇଁ ଦାବି କରିଛନ୍ତି ଏବଂ ଏହାସହିତ ମାସକୁ ଟଙ୍କା ଦେବାକୁ ମଧ୍ୟ ଦାବି କରିଛନ୍ତି । ସ୍ତ୍ରୀର ଅଭି-ଯୋଗ ପରେ ପୋଲିସ ସ୍ୱାମୀ ଗୋପାଳକୁ ଥା-ନାରେ ଅଟକ ରଖିବା ସହିତ ପଚରା ଉଚୁରା କରିଥିଲା ଏବଂ ପରେ ଦୋଷୀ ସାବ୍ୟସ୍ତ ହେବା ପରେ ଗି-ରଫ କରିଥିବା ଜାଣିବାକୁ ମିଳିଛି । ଏପଟେ ଗୋପାଳର ପରିବାର ଲୋକଙ୍କୁ ସ୍ତ୍ରୀ ଏବଂ ପରିବାର ଲୋକେ ଅନେକ ଥର ପଚାରିବା ସତ୍ତ୍ୱେବି ସେମାନେ କିଛି ଜାଣି ନଥିବା କହିଥିଲେ । ଏହାକୁ ନେଇ ପୋ-ଲିସ ସ-ନ୍ଦେହ ମଧ୍ୟ କରିଛି ।

Leave a Reply

Your email address will not be published. Required fields are marked *