ଗୋଟିଏ ଯୁବକରେ ମାନୁ ନଥିଲା ମନ , ନୂଆ ନୂଆ ଯୁବକଙ୍କୁ ଫସା-ଉଥିଲେ ଯୁବତୀ , ଆଉ ଶେଷରେ କଲେ ଏମିତି କା-ଣ୍ଡ

ଆଜିର ସମୟରେ ପ୍ରେମ ପାଇଁ ଲୋକେ କିଛି ବି କରିବାକୁ ରାଜି ହୋଇ ଯାଉଛନ୍ତି । ନିଜ ପରିବାର ସହିତ ଲଢି , କେତେ କଷ୍ଟ କରି , ଘର ଠାରୁ ଦୂରେଇ କେତେ କେତେ ଏପରି ପ୍ରେମୀ ଯୁଗଳ ଅଛନ୍ତି , ଯେଉଁ ମାନେ ସଂ-ଘର୍ଷ କରି ନିଜ ଭଲ ପାଇବାକୁ ପାଉଛନ୍ତି । କିନ୍ତୁ ଏହାରି ମଧ୍ୟରେ ଏପରି କିଛି ପ୍ରେମିକ କିମ୍ବା ପ୍ରେମିକା ଅଛନ୍ତି , ଯେଉଁ ମାନେ ଗୋଟିଏ କଣ ନିଜର ଚାରି ପାଞ୍ଚଟି ପ୍ରେମିକ ପ୍ରେମିକା ବନାଇ ଦେଉଛନ୍ତି । ଆଉ ଆଜି ଆମେ ଆପଣଙ୍କୁ ସେପରି ଜଣେ ମହାନ୍ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଯାହାଙ୍କ ମନ ଗୋଟିଏରେ ବୁଝୁ ନଥିଲା , ରାତିରେ ଗୋଟିଏ ଆଉ ଦିନରେ ଗୋଟିଏ ଦରକାର ଥିଲା ଯୁବତୀଙ୍କର । ଆଉ ଯାହା ପାଇଁ ସେ କରି ବସିଥିଲେ ଏପରି କିଛି କା-ଣ୍ଡ , ଯାହା ପାଇଁ ବର୍ତ୍ତମାନ ପୋ-ଲିସ ତାଙ୍କୁ ଗି-ରଫ କରି ନେଇଛି । ଅର୍ଥାତ୍ ଯୁବତୀ ଜଣକ ନିଜ ନୂଆ ପ୍ରେମିକ ସହିତ ମିଶି କରି ନିଜର ପୁରୁଣା ବା ପ୍ରଥମ ପ୍ରେମିକଙ୍କୁ ହ-ତ୍ୟା କରି ଦେଇଥିଲେ ଆଉ ଭାବି ଥିଲେ ସାରା ଜୀବନ ଏହି ସମସ୍ୟାରୁ ମୁକ୍ତି ପାଇଯିବେ । କିନ୍ତୁ କେବେ ସ୍ୱପ୍ନରେ ଭାବି ନଥିଲେ ଏମିତି ହେବ ।

ସୂଚନା ଅନୁଯାୟୀ , ଜୁନ ୧୩ ତାରିଖରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ଗ୍ରାମପଞ୍ଚାୟତର କିଆଁମୁଣ୍ଡା ଗାଆଁ ଜଙ୍ଗଲରୁ ଜଣେ ଯୁବକଙ୍କ ମୃ-ତଦେ-ହ ଝୁଲନ୍ତା ଅବସ୍ଥାରେ ଉ-ଦ୍ଧାର କରିଥିଲା ସ୍ଥାନୀୟ ପୋ-ଲିସ । ମୃ-ତଦେ-ହ ମାଲା ଗ୍ରାମର ବସିଆ ଦିଗାଲ ଥିଲେ । ତେବେ ପୋ-ଲିସ ଏହାକୁ ଆ-ତ୍ମହ-ତ୍ୟା ବୋଲି ଭାବି ନେଇଥିଲା ଆଉ ପାରିବାରିକ କଲହକୁ କେନ୍ଦ୍ର କରି ଏପରି ହୋଇଛି ବୋଲି ଭାବିଥିଲା । କିନ୍ତୁ ଧୀରେ ଧୀରେ ପୋ-ଲିସର ସ-ନ୍ଦେହ ବଢିଥିଲା ଆଉ ପୋ-ଲିସ ତ-ଦନ୍ତ କରିଥିଲା ।

ଆଉ ଧିରେ ଧିରେ ଜଣା ପଡ଼ିଥିଲା କି , ଏହା ଆ-ତ୍ମହ-ତ୍ୟା ନୁହେଁ ବରଂ ଏକ ହ-ତ୍ୟାକା-ଣ୍ଡ । ଆଉ ଏପରି ହ-ତ୍ୟାକା-ଣ୍ଡ ତାଙ୍କ ପ୍ରେମିକା ଘଟାଇଛନ୍ତି । ନିଜ ନୂଆ ପ୍ରେମିକ ସହିତ ମିଶି କରି ଏପରି ହ-ତ୍ୟାକା-ଣ୍ଡ ଘଟାଇଥିଲେ ଜଣେ ଯୁବତୀ । ତେବେ ବର୍ତ୍ତମାନ ପୋ-ଲିସ ସେମାନଙ୍କୁ ଗି-ରଫ କରି ନେଇଛି ଆଉ ପଚରା ଉଚରା ଜାରି ରଖିଛି । ତେବେ ପୋଲି-ସର କହିବା ଅନୁଯାୟୀ , ପ୍ରଥମ ପ୍ରେମିକ , ପ୍ରେମିକାର ଦ୍ଵିତୀୟ ପ୍ରେମିକ ବିଷୟରେ ଜାଣି ନେଇଥିଲା , ଯାହା ପରେ ଦୁହିଁଙ୍କ ମଧ୍ୟରେ ଝ-ଗଡା ହୋଇଥିଲା ଆଉ ଶେଷରେ ରା-ଗି ଯାଇ ପ୍ରେମିକା ନିଜ ପ୍ରେମିକ ସହ ମିଶି କରି ଏପରି କା-ଣ୍ଡ କରିଥିଲେ ।

Leave a Reply

Your email address will not be published. Required fields are marked *