କିଏ ସତ କିଏ ମିଛ କଲ୍ ଡିଟେଲ୍ କହିବା ସମସ୍ତ କାହାଣୀ ! ସାମ୍ନାକୁ ଆସିବ ବିନାୟକ ଓ ସିଲସିଲା ଙ୍କ ଅସଲି ଚେହେରା। ଦେଖନ୍ତୁ ଭିଡ଼ିଓ

ସିଲସିଲା ଏବଂ ବିନାୟକ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ ଓ କୋ-ଳାହ-ଳ ଦିନକୁ ଦିନ ଭିନ୍ନ ମୋ-ଡ଼ ନେବାରେ ଲାଗିଛି। ସିଲସିଲା ସମସ୍ତ ଦୋ-ଷ ତାଙ୍କ ପତ୍ନୀ ବିନାୟକଙ୍କର ବୋଲି ଅଭି-ଯୋଗ କରି ଆସୁଥିବା ବେଳେ ବିନାୟକ ମଧ୍ୟ ପତ୍ନୀଙ୍କ ଦୋ-ଷ ଦେଉଥିବାର ଦେଖିବାକୁ ମିଳିଛି। ଯେଉଁ କାରଣରୁ ବର୍ତ୍ତମାନ ଅଡ଼ୁଆ ସୃଷ୍ଟି ହୋଇଛି। ପୋ-ଲି-ସ ପାଇଁ କଷ୍ଟ କର ହୋଇ ପଡିଛି ଯେ ସେ କାହାକୁ ବିଶ୍ୱାସ କରବ। କିନ୍ତୁ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ସେଥିରେ ସତ କିଏ ମିଛ କିଏ ଜାଣି ହେଇଯିବ। ଅର୍ଥାତ ପୋ-ଲି-ସ ତିନି ଜଣ ସିଲସିଲା, ବିନାୟକ ଏବଂ ଅଶୋକ ର କଲ୍ ଡିଟେଲ ବାହାର କରିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଇଞ୍ଜିନିୟର ବିନାୟକଙ୍କ ସ୍ତ୍ରୀ କଲ୍ ଡିଟେଲ ଯଦି ଦେଖା ଯିବ ତେବେ ସମସ୍ତ ସତ ସାମ୍ନାକୁ ଚାଲି ଆସିବ। ସିଲସିଲା ସତରେ ଅଶୋକଙ୍କ ସହ ଅନୈ-ତିକ ସମ୍ପର୍କ ରଖିଥିଲେ ନା ତାଙ୍କ ସ୍ୱାମୀ ବିନାୟକ ତାଙ୍କ ନାମରେ ମି-ଥ୍ୟା ଆ-ରୋ-ପ ଆଣିଛନ୍ତି। କେବଳ ସେତିକି ନୁହେଁ ସେ ଡ୍ରାଇଭର ସହ କଣ ଚା-ଟିଂ କରିଛନ୍ତି ବାସ୍ତବରେ ସେ ନିଜ ସ୍ୱାମୀକୁ ମା-ରି-ବା ପାଇଁ ସୁପାରୀ ଦେଇଥିଲେ କି ନାହିଁ ସେ ବିଷୟରେ ମଧ୍ୟ ସ୍ପଷ୍ଟ ଭାବରେ ଜଣା ପଡିଯିବ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସିଲସିଲା ଯାହାଙ୍କର ବୟସ ୪୪ ବର୍ଷ ସେ ସ୍ୱାମୀ ଘରେ ଉପସ୍ଥିତ ନଥିବା ସମୟରେ ୨୭ ବର୍ଷୀୟ ଡ୍ରାଇଭର ଯାହାଙ୍କର ନାମ ଅଶୋକ ସାହୁଙ୍କ ପ୍ରେମ ଜା-ଲରେ ପଡିଯାଇଥିଲେ। ଏହାପରେ ସେ ଯେଉଁ ଆପାର୍ଟମେଂଟରେ ରହୁଥିଲେ ସେଠାରେ ସିଲସିଲା ଅଶୋକଙ୍କୁ ନିଜ ସ୍ୱାମୀର ପରିଚୟ ଦେଇ ରଖିଥିଲେ। ଏହାପରେ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବା ପାଇଁ ପ୍ରେମିକ ଅଶୋକ ସାହୁଙ୍କ ସହ ମିଶିକରି ଯୋଜନା କରିଥିଲେ।

ତେବେ ଦୁହେଁ ଜିତେନ୍ଦ୍ର ନାମକ ଜଣେ ସୁପାରୀ କିଲରକୁ ଦୁଇ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। ତେବେ ସ୍ୱାମୀ ବିନାୟକ ଅଳ୍ପକେ ସୁପାରୀ କିଲରଙ୍କ ହାତରୁ ବଞ୍ଚି ଯାଇଥିଲେ ଏବଂ ସ୍ତ୍ରୀଙ୍କ ନାମରେ ଅଭି-ଯୋଗ ଆଣିଥିଲେ। ତେବେ ଏହି ଅଭି-ଯୋଗ କେତେଦୂର ସତ ସେ ବିଷୟରେ ପୋ-ଲି-ସ ବର୍ତ୍ତମାନ ଖୋଳତାଡ଼ କରୁଛି। ସେଥିପାଇଁ ପୋ-ଲି-ସ ତିନି ଜଣଙ୍କ କଲ୍ ରେ-କ-ର୍ଡ଼ ମଧ୍ୟ ବାହାର କରିଛି। ତେବେ ସେଥିପାଇଁ ସି ଡି ଆର ରି-ପୋ-ର୍ଟ ଆନାଲିସିସ ପାଇଁ ଏବଂ ଏହି ରି-ପୋ-ର୍ଟର ତଥ୍ୟ ସଂଗ୍ରହ କରିବା ପାଇଁ ଆବଶ୍ୟକ ପଡିବ

ବିନାୟକ ବେହେରାଙ୍କ ଅଭି-ଯୋଗ ଅନୁଯାୟୀ ଏପ୍ରିଲ ମାସ ୧୬ ତାରିଖରେ ତାଙ୍କ ଉପରେ ମାର-ଣାତ୍ମ-କ ଭାବେ ଆକ୍ର-ମଣ କରାଯାଇଥିଲା। ତେବେ ଏହି ଆକ୍ର-ମଣରେ ତାଙ୍କ ସ୍ତ୍ରୀ ଏବଂ ଡ୍ରାଇଭରଙ୍କ ସହଯୋଗ ରହିଥିବା ଅଭି-ଯୋଗ କରିଥିଲେ। ଏହାପରେ ମଞ୍ଚେଶ୍ୱର ପୋ-ଲି-ସ ଡ୍ରାଇଭରକୁ ଗି-ର-ଫ କରିଥିଲା। ବର୍ତ୍ତମାନ ସମସ୍ତଙ୍କ ନଜର କଲ୍ ରେ-କ-ର୍ଡ଼ ଉପରେ ରହିଛି।

Leave a Reply

Your email address will not be published. Required fields are marked *