ରାସ୍ତା ଉପରେ ଧୋ-କା ଦେଇଥିବା ପ୍ରେମିକାକୁ ମା-ଡ଼ ମା-ରିଲା ପ୍ରେମିକ , କହିଲା ମୋ ଟଙ୍କା ଫେରା

ଆଜିକାର ସମୟରେ ପ୍ରେମ ଗୋଟିଏ ସାଧାରଣ କଥା ହୋଇ ଗଲାଣି । ଏହାକୁ କେବଳ ଟାଇମ୍ ପାସ୍ କରିବା ପାଇଁ ଲୋକ କରିବାରେ ଲାଗିଛନ୍ତି । ସ୍କୁଲ ଯାଉଥିବା ପିଲା ମାନେ ମଧ୍ୟ ପ୍ରେମର ମାନେ ବୁଝି ଗଲେଣି ଆଉ ନିଜର ଗୋଟିଏ ପ୍ରେମିକ ପ୍ରେମିକା ରଖି ସାରିଲେଣି । ତେବେ ଏତେ ଛୋଟ ବୟସରେ ପ୍ରେମ କରି ସେମାନେ ଭୁଲ ବାଟକୁ ଯାଉଛନ୍ତି ଆଉ କେବଳ କିଛି ଟଙ୍କା ପଇସା , ଗିଫ୍ଟ ହାତେଇ ନେଇଯିବା ପରେ ପ୍ରେମକୁ ବାଇ ବାଇ କରି ଚାଲି ଯାଉଛନ୍ତି ।

ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯାହାକୁ ଦେଖିବା ପରେ ଆପଣ ଅନୁଭବ କରିବେ ଯେ ପ୍ରେମରେ ଧୋ-କା ଖାଇଥିବା ପ୍ରେମିକ କେମିତି ପାଗଳ ଭଳି ହେଉଛି ଆଉ ନିଜ ରା-ଗକୁ ସମ୍ଭାଳି ନ ପାରି କଣ କଣ କରି ପକାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ , ଭିଡିଓଟିକୁ କିଏ ଭାଇରାଲ କରିଛି କି ଭିଡିଓଟି କେଉଁ ଅଞ୍ଚଳର । କିନ୍ତୁ ଏହି ଭିଡିଓକୁ ଦେଖିବା ପରେ ଜଣେ ପ୍ରେମିକର ଦୁଃ-ଖ ଆଉ କଷ୍ଟକୁ ଅନୁଭବ କରା ଯାଇପାରେ ।

ତେବେ ଭିଡିଓରେ ଦେଖିବାକୁ ମିଳୁଛି କି , ରାସ୍ତା ଉପରେ ସ୍କୁଲରୁ ଫେରୁଥିବା ଜଣେ ପ୍ରେମିକା ନିଜ ସାଙ୍ଗ ସାଥୀ ମାନଙ୍କ ସହିତ ଛିଡା ହୋଇଛନ୍ତି । ଆଉ ରାସ୍ତା ଉପରେ ହ-ଙ୍ଗାମା କରିବାରେ ଲାଗିଛନ୍ତି ପ୍ରେମିକ ଜଣକ । ବାରମ୍ବାର ତାଙ୍କୁ ଗା-ଳି ଗୁ-ଳଜ କରିବାରେ ଲାଗିଛନ୍ତି ଆଉ ନିଜ ପ୍ରେମିକାକୁ କହୁଛନ୍ତି , ତୋ ଭଳି ଝିଅକୁ ପ୍ରେମ କଲେ ଏମିତି ହିଁ ହୁଏ । ଆଗ ଟଙ୍କା ପଇସା ନେଇ ଯିବେ ତା ପରେ ଧୋ-କା ଦେଇ ଏକୁଟିଆ କରି ଚାଲିଯିବେ । ଏଥିରୁ ପ୍ରେମିକ ମଧ୍ୟରେ କେତେ କ୍ରୋ-ଧ ରହିଛି ତାହା ଅନୁମାନ କରା ଯାଇପାରେ ।

କେବଳ ଏତିକିରେ କଥା ଅଟକି ଯାଇ ନଥିଲା ପ୍ରେମିକ ଜଣକ ନିଜ ପ୍ରେମିକା ପାଖକୁ ଯାଇ ଗାଲରେ ଚା-ପୁଡ଼ା ମଧ୍ୟ ମା-ରିଥିଲେ । ଆଉ କହିଥିଲେ କି , ତୋତେ ଦୂରୁ ଜୁହାର । ତୋତେ କେହି କ୍ଷମା କରିପାରିବେ ନାହିଁ କି ତୋ ଭଳି ଝିଅ କାହା ଭାଗ୍ୟରେ ଆସିବା କଥା ନୁହେଁ । ଏହା ପରେ ପ୍ରେମିକ ଜଣକ ଭିଡିଓ ରେ-କର୍ଡ କରୁଥିବା ନିଜ ସାଙ୍ଗକୁ କହିଥିଲେ କି , ଭିଡ଼ିଓକୁ ଭାଇରାଲ କରି ଦେ । ସମସ୍ତେ ଏହି ଭିଡିଓ ଦେଖନ୍ତୁ ଆଉ ଜାଣନ୍ତୁ ଯେ ଏ ଝିଅ କେମିତି । ତେବେ ଏହା ପରେ ସେଠାରୁ ରା-ଗି ଯାଇ ପଳାଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *