ବୟସ୍କା ଖୁଡୀ ସହିତ ଏମିତି କଲା ପୁତୁରା , ଛି ଛି କରୁଛନ୍ତି ଗାଆଁ ଲୋକେ

କୁହାଯାଏ ସ୍ୱାର୍ଥର ଡୋରିରେ ମଣିଷ ବନ୍ଧା , ବିନା ସ୍ୱାର୍ଥରେ ମଣିଷ ଏ ଦୁନିଆଁରେ କାମ କରେ ନାହିଁ । ତେବେ ଏପରି ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଲାଗୁଛି କି , କଳିଯୁଗର ବି-ନାଶ ହୋଇ ସତ୍ୟ ଯୁଗର ଆରମ୍ଭ ହେବ । ଆଉ ଏ ଦୁନିଆଁରେ ପାପି ମାନଙ୍କର ବି-ନାଶ ହେବ । ତେବେ ଏପରି ଆମେ ଏଥିପାଇଁ କହୁଛୁ କାହିଁକି ନା ମଣିଷ ନିଜର ଲୋକ ଉପରେ ହିଁ ହାତ ଉଠାଇବା ପାଇଁ ପଛାଉ ନାହିଁ । ଆଉ ଏପରି କିଛି ଦେଖା ଯାଇଛି ବର୍ତ୍ତମାନ ସମୟରେ । ନିଜର ବୟସ୍କ ଦାଦା ଖୁଡିଙ୍କୁ ମା-ରିବାକୁ ପଛାଇ ନଥିଲେ ଜଣେ ନୃ-ଶଂସ ପୁତୁରା ।

କିନ୍ତୁ ଭାଗ୍ୟ ଭଲ ଅଳ୍ପକେ ବର୍ତି ଯାଇଛନ୍ତି ସ୍ଵାମୀ ସ୍ତ୍ରୀ ଦୁଇ ଜଣ ଯାକ । ଜମିଜମା ବିବା-ଦକୁ ନେଇ ଏପରି ଏକ ନୃ-ଶଂସ କା-ଣ୍ଡ ଘଟି ଯାଇଛି । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , କେନ୍ଦ୍ରାପଡ଼ା ସଦର ଥା-ନା ଅନ୍ତର୍ଗତ ଡେରାବିଶ ବ୍ଲକ ଜନରା ବାରିମୂଳ ଗାଆଁରେ । ସୂଚନା ଅନୁଯାୟୀ , ସେହି ଗ୍ରାମର ଅରକ୍ଷିତ ମଲିକଙ୍କ ସହ ତାଙ୍କ ପୁତୁରା ମଥୁରି ମଲିକଙ୍କର ଦୀର୍ଘ ଦିନ ହେଲା ଜମି ଜମାକୁ ନେଇ ବି-ବାଦ ଲାଗି ରହିଥିଲା । ଯେଉଁ ଜମିରେ ଚାଷ କରିବା ପାଇଁ ଅରକ୍ଷିତ ମନା କରିଥିଲେ , ସେହି ଜମିରେ ସେମାନେ ଜୋର୍ ଜବ-ରଦସ୍ତ କରି ଚାଷ କରିଥିଲେ ।

ଆଉ ଯାହା ପରେ ପା-ଟିତୁ-ଣ୍ଡ ଆରମ୍ଭ ହୋଇ ଯାଇଥିଲା । ତେବେ ଏହା ପରେ , ପୁତୁରା ଦୁଇ ଜଣ ବାହାରୁ ଆସିଥିଲେ । ଆଉ ଦାଦା ଖୁଡି ଦୁହିଁଙ୍କୁ ଆକ୍ର-ମଣ କରିବା ପାଇଁ ଆଗେଇ ଯାଇଥିଲେ । ଏପରିକି କବାଟ ଖୋଲିବା ମାତ୍ରେ ପୁତୁରା ଜଣକ ନିଜ ଦାଦା ଉପରକୁ ଗୋଟିଏ କଟୁରୀ ଚୋ-ଟ ପକାଇ ଦେଇଥିଲେ । ଏହା ପରେ ତାଙ୍କୁ ର-କ୍ଷା କରିବାକୁ ଆସିଥିଲେ ତାଙ୍କ ସ୍ତ୍ରୀ ଆଉ ତାଙ୍କ ମୁଣ୍ଡ ଉପରକୁ ମଧ୍ୟ ଗୋଟିଏ ଚୋ-ଟ ମା-ରିଥିଲେ ପୁତୁରା ଜଣକ । ସମ୍ପତ୍ତି ଆଗରେ ନିଜ ଦାଦା ଖୁଡିଙ୍କୁ ମଧ୍ୟ ଭୁଲି ଯାଇଥିଲେ ନୃ-ଶଂସ ପୁତୁରା ।

ତେବେ ଏହା ପରେ ଦୀର୍ଘ ସମୟ ଧରି ପା-ଟିତୁ-ଣ୍ଡ ଲାଗି ରହିଥିଲା । ଭାଗ୍ୟକୁ ଘଟ-ଣାସ୍ଥଳରେ ଆସି ଗ୍ରାମବାସୀ ପହଞ୍ଚି ଯାଇଥିଲେ ଆଉ ଦୁଇ ପୁତୁରାଙ୍କୁ ସେଠାରୁ ଘୋଉଡ଼ାଇ ଦେଇଥିଲେ । ଆଉ ସାଙ୍ଗେ ସାଙ୍ଗେ ଦୁଇ ସ୍ଵାମୀ ସ୍ତ୍ରୀଙ୍କୁ ନିଶ୍ଚିତକଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ । ତେବେ ଏ ବାବଦରେ ଅରକ୍ଷିତଙ୍କ ପୁଅ ଚାନ୍ଦୋଳ ପୋ-ଲିସ ଷ୍ଟେସନରେ ଅଭି-ଯୋଗ କରିଥିଲେ । କିନ୍ତୁ ଏହା ପରେ ମଧ୍ୟ ପୋ-ଲିସ ଏପରି କିଛି ପଦକ୍ଷେପ ନେଇ ନାହିଁ । ଯାହା ଦ୍ଵାରା ବର୍ତ୍ତମାନ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟ ପଟେ ସ୍ଵାମୀ ସ୍ତ୍ରୀ ଦୁଇ ଜଣ ମୃ-ତ୍ୟୁ ମୂଖରୁ ବର୍ତି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *