ମୃ-ତ ଶରୀର ସହ ଦୁଇ ଘଣ୍ଟା ଦୁ-ଷ୍କର୍ମ କଲା ପରେ ଫେ-ରାର ହେଲା ଦୁଷ୍କ-ର୍ମକାରୀ।

ଦୀନକୁ ଦିନ ଆମ ଦେଶରେ ଗଣ ଦୁ-ଷ୍କର୍ମ ଘଟଣା ବଢିବାରେ ଲାଗିଛି। ବୃଦ୍ଧ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ କେହିବି ଆଉ ସୁର-କ୍ଷିତ ନାହାନ୍ତି। ଗଣ ମାଧ୍ୟମ ର-ପୋର୍ଟ ଅନୁଯାୟୀ ପ୍ରତିଦିନ ପ୍ରାୟ ୮୬ ଜଣ ମହିଳା ଦୁଷ୍କ-ର୍ମର ଶି-କାର ହେଉଛନ୍ତି। କିନ୍ତୁ ଆମ ପୋ-ଲିସ୍ ଏବଂ ସରକାର କିଛି ପଦକ୍ଷପ ନ ନେଇ ସେମିତି ବସିଛନ୍ତି। ସେଥିପାଇଁ ଦୁଷ୍କ-ର୍ମକାରୀ ମାନେ ବାହାରେ ନିର୍ଭୟରେ ବୁଲୁଛନ୍ତି। ଏବଂ ଦୁଷ୍କ-ର୍ମକାରୀ ମାନେ ଦିନକୁ ଦିନ ଅଟେ ନୃ-ଶଂସ ହେଇ ପଡୁଛନ୍ତି ଯେ ମ-ଲା ପରେ ମଧ୍ୟ କାହାକୁ ଛାଡ଼ୁ ନାହାନ୍ତି। ହଁ ଆଜ୍ଞା କେନ୍ଦୁଝର ଜିଲ୍ଲାରେ ଏମିତି ଏକ ଘ-ଟଣା ଦେଖିବାକୁ ମିଳିଛି।

କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ଥା-ନା ଅନ୍ତର୍ଗତ ସୀଙ୍ଗାବିଲା ଓଭରବ୍ରିଜ ପାଖରୁ ରଶ୍ମିତା ନାମକ ଜଣେ ଯୁବତୀଙ୍କ ମୃ-ତ ଦେହ ମିଳିଥିଲା। ପୋଲିସ୍ ଇନଭେଷ୍ଟିଗେସନରୁ ଜଣା ପଡ଼ିଥିଲା ଯେ ଏମିତି କାମ ଜଲ୍ଲାଦ ପୁପୁନ ହିଁ କରିଛି। ଯେତେବେଳେ ପୋ-ଲିସ୍ ପୁପୁନକୁ ସବୁ କଥା ପଚରିଥି ଲା ସେତେବେଳେ ସେ ପୋ-ଲିସ୍ ଭ-ୟରେ ସବୁ ସତ ମାନିଯାଇଥିଲା।

ରଶ୍ମିତାଙ୍କ ଘର ଖସିପୁରା ଥା-ନା ଅନ୍ତର୍ଗତ ମୁରାବିଲା ଗାଆଁରେ । ସେଦିନ ସକାଳେ ସେ ନିଜ ମାମୁଁ ଘରକୁ ଯିବା ପାଇଁ ବାହାରିଲେ। ବାପା ଏବଂ ଭଉଣୀ ପାଖରୁ କିଛି ଟଙ୍କା ଏବଂ ଡ୍ରେସ୍ ଧରି ସେ ପୁପୁନ ସହିତ ମାମୁଁ ଘରକୁ ଯାଉଥିଲେ । କିନ୍ତୁ ଦୁଷ୍କ-ର୍ମକାରୀ ପୁପୁନ ଓଭର ବ୍ରିଜ ପାଖରେ ରଶ୍ମିତାକୁ ମା-ରି ତାର ହାତ ଗୋଡ ବାନ୍ଧି ସେ ମ-ରିଗଲା ପରେ ତା ଦେହରୁ ସବୁ କପଡା କାଢି ଦୁଇ ଘଣ୍ଟା ପର୍ୟ୍ୟନ୍ତ ମୃ-ତ ଶରୀର ସହ ଦୁ-ଷ୍କର୍ମ କରିଥିଲା। ପୋ-ଲିସ୍ ଯେତେବେଳେ ଘ-ଟଣା ସ୍ଥଳରେ ପହଞ୍ଚିଲା ସେତେବେଳକୁ ସେ ଫେ-ରାର ହେଇ ଯାଇଥିଲା। ଏବେ ରଶ୍ମିତାଙ୍କ ବାପା ଅଭି-ଯୁକ୍ତଙ୍କୁ ଗି-ରଫ କରି ଫ-ସିରେ ଚଢ଼େଇବା ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *