ରଜ ପାଇଁ ବହୁତ ଖୁସିରେ ସାଙ୍ଗ ମାନଙ୍କ ସହିତ ଯାଇଥିଲା ପୁଅ । ଆଉ ଘରକୁ ଫେରିଲା ପୁଅର ମୃତ ଶବ ।

ସାରା ରାଜ୍ୟରେ ରାଜର ଉତ୍ସବ ପାଳିତ ହେଉଥିବା ବେଳେ କେଉଁଠି କେଉଁଠି କିଛି ଅଘଟଣ ସମସ୍ତଙ୍କୁ ଦୁଃ-ଖିତ କରିଛି । ସବୁଠି ଲୋକେ ବେଶ ଧୂମଧାମରେ ରଜ ପର୍ବ ସେଲିବ୍ରେସନ କରୁଥିବା ବେଳେ କିଛି ପରିବାରରେ ଦୁଃ-ଖର ଲହରୀ ଖେଳି ଯାଇଛି । ରଜରେ ପିଲା ସବୁ ଦୋଳି ଖେଳରେ ମାତିଥାନ୍ତି ।

କିନ୍ତୁ ଏହି ସେଲିବ୍ରେସନ ଯେ କାହା ପାଇଁ କାଳ ପାଲଟି ଯିବ ତାହା କେହିବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ହଁ , ଏଭଳି ଏକ ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ରଜ ଅବସରରେ ଯେଉଁଠି ପୁରା ପରିବାର ଖୁସି ଥିଲେ ସେତେବେଳେ ହଠାତ ଘରର ପୁଅର ମୃ-ତ୍ୟୁ ଖବର ଶୁଣିଲେ । ଆଉ ବର୍ତ୍ତମାନ ପୁରା ପରିବାର ପୁଅର ମୃ-ତ୍ୟୁ ଖବର ଶୁଣି ମର୍ମା-ହତ ହୋଇ ଯାଇଛନ୍ତି ।

କହିରଖିବୁ ଯେ ରଜରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ସ-ନ୍ଦେହ ଜନକ ମୃ-ତ୍ୟୁ ସାରା ଗାଁ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କହିରଖିବୁ ଯେ କଟକ ଜିଲ୍ଲା ବାଙ୍କୀ ଥା-ନା ଅନ୍ତର୍ଗତ ମା ବ୍ରହ୍ମମୟୀ ପୀଠରେ ରଜ ପରଦିନ ଜଣେ ଯୁବକଙ୍କର ଏକ ମୃ-ତ ଦେହ ମିଳିଛି । ଯାହାକୁ ନେଇ ସାରା ଗାଁରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଶାହାଡ଼ାପଦା ଗାଁର ୨୨ ବର୍ଷୀୟ ଯୁବକ ଅନୀଲ ବେହେରା ରଜ ଦିନ ନିଜର ସାଥି ପିଲାଙ୍କ ସହିତ ମିଶି ବାହାରକୁ ଯାଇଥିଲେ ଏବଂ ସେହିଦିନ ରାତିରେ ନିଜ ସାଙ୍ଗ ମାନଙ୍କ ସହିତ ରହିଥିଲେ ମଧ୍ୟ । ରାତିରେ ସେ ଆଉ ଘରକୁ ଫେରି ନଥିଲେ ।

ଘର ଲୋକ ମଧ୍ୟ ଖୋଜାଖୋଜି କରି ନଥିଲେ କାରଣ ସେମାନେ ଭାବିଥିଲେ ଯେ ସେ ସାଙ୍ଗ ମାନଙ୍କ ସହିତ ହୁଏତ ରହି ଯାଇଥିବେ । ମାତ୍ର ଆଗାମୀ ଦିନ ଯେତେବେଳେ ବ୍ରହ୍ମମୟୀ ପୀଠରୁ ଜଣେ ଯୁବକଙ୍କ ମୃ-ତ ଦେହ ମିଳିଥିବା ଖବର ଶୁଣିବାକୁ ମିଳିଥିଲା ସେତେବେଳେ ପରିବାର ଲୋକେ ଯାଇ ଦେଖନ୍ତି ତ ନିଜ ପୁଅ । ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା ।

ଘଟ-ଣା ବିଷୟରେ ଜାଣିବା ପରେ ସ୍ଥାନୀୟ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ଶ-ବକୁ ଜ-ବତ କରିବା ସହିତ ତ-ଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ଏବଂ ଶ-ବକୁ ପୋ-ଷ୍ଟମ-ର୍ଟମ ପାଇଁ ପଠାଇଛି । ତେବେ ଯେଉଁଠି ଯୁବକଙ୍କର ଏହା ଆ-ତ୍ମହ-ତ୍ୟା ନା ତାଙ୍କୁ କେହି ହ-ତ୍ୟା କରିଛି ତାହା ଜାଣିବା ପାଇଁ ପୋ-ଲିସ ପୋ-ଷ୍ଟମ-ର୍ଟମ ରିପୋ-ର୍ଟକୁ ଅପେକ୍ଷା କରିଛି ସେଠାରେ ଅନୀଲଙ୍କ ଦାଦା ସ୍ୱପ୍ନା ବେହେରା କହିଛନ୍ତି ଯେ ଯୁବକଙ୍କର ନିଶ୍ଚିତ ଭାବରେ ହ-ତ୍ୟା ହୋଇଛି ।

Leave a Reply

Your email address will not be published. Required fields are marked *