ଭାଉଜ ପ୍ରେମ କରି ଦେଇଥିଲା ଦିଅରକୁ ପାଗଳ , ରା-ଗରେ ଭାଇର କଲେ ଏମିତି ଅବସ୍ଥା

ଭାଉଜ ଆଉ ଦିଅର ପ୍ରେମ ବିଷୟରେ ଆଗରୁ ଅନେକ ଥର ଶୁଣିଥିବେ । କିପରି ଭାଉଜ ଆଉ ଦିଅର ସବୁ ମର୍ଯ୍ୟାଦା ଭୁଲି ଯାଇ ଏପରି କାମ କରିଥାନ୍ତି , ଯାହା ପୁରା ସମାଜକୁ କଳ-ଙ୍କିତ କରି ପକାଇ ଥାଏ । ଯେତେବେଳେ ଦୁଇ ମଣିଷ ପ୍ରେମରେ ପାଗଳ ହୋଇ ଯାଆନ୍ତି , ସେତେବେଳେ ସେମାନେ ପୁରା ଦୁନିଆଁକୁ ଭୁଲି ଯାଇଥାନ୍ତି । ନା ତାଙ୍କ ପାଖରେ କିଛି ସମ୍ପ-ର୍କର ମୂଲ୍ୟ ରହିଥାଏ , ନା ଇଜ୍ଜ-ତର । ତେବେ ସେହି ଭାଉଜ ଦିଅର ପ୍ରେମର ଆଉ ଏକ କାହାଣୀ ଆମେ କହିବାକୁ ଯାଉଛୁ ।

ଏପରି କାହାଣୀ ଶୁଣିବା ପରେ ଆପଣଙ୍କ ହୋସ ଉଡ଼ିଯିବ । ଜଣେ ବିବାହିତା ମହିଳା ନିଜର ଜଣେ ଦିଅରଙ୍କୁ ନିଜ ପ୍ରେମରେ ଏତେ ପାଗଳ କରି ଦେଇଥିଲେ ଯେ , ଦିଅର ଜଣକ ନିଜକୁ ମଧ୍ୟ ଭୁଲି ଯାଇଥିଲେ ଆଉ ଦୁନିଆଁର ଲୋକ କଥା କି ସମାଜର ନୀତି ନିୟମ ପୁରାପୁରି ଭୁଲି ଯାଇଥିଲେ । ଆଉ ଶେଷରେ ପ୍ରେମ ପାଇଁ ସେମାନେ ନିଜର ର-କ୍ତ ସମ୍ପ-ର୍କର ଲୋକଙ୍କୁ ମଧ୍ୟ ହ-ତ୍ୟା କରିବାକୁ ପଛାଇ ନଥିଲେ । ନିଜ ସ୍ତ୍ରୀ ହୋଇ ଯାଇଥିଲା ପର ଆଉ ନିଜ ସ୍ଵାମୀଙ୍କ ହ-ତ୍ୟା ନିଜ ଦିଅର ସହିତ ମିଶି କରି ଦେଇଥିଲେ ।

ତେବେ ଏହାକୁ ନେଇ ବର୍ତ୍ତମାନ ଖଣ୍ଡଗିରି ଥା-ନାରେ ଅଭି-ଯୋଗ ଦାୟର ହୋଇଛି । ସୂଚନା ଅନୁଯାୟୀ , ଚିନ୍ମୟୀ ବେହେରାଙ୍କ ସ୍ଵାମୀ ନିଜ ମାମୁଁ ପୁଅ ଭାଇ ପ୍ରଶାନ୍ତ ନାୟକଙ୍କୁ ନିଜ ଘରେ ରଖିଥିଲେ । କାହିଁକି ନା ପ୍ରଶାନ୍ତ ଆସି କହିଥିଲେ କି , ସେ ଅଟୋ ଚଳାଇବେ । ଆଉ ତାଙ୍କୁ ନିଜର ଭାଇ ଭାବି ଚିନ୍ମୟୀଙ୍କ ସ୍ଵାମୀ ରଖି ଦେଇଥିଲେ । କିନ୍ତୁ ଧୀରେ ଧୀରେ ଭାଉଜ ଏବଂ ଦିଅର ମଧ୍ୟରେ ପ୍ରେମ ସ-ମ୍ପର୍କ ଗଢି ଉଠିଥିଲା ଆଉ ଦୁହେଁ। ନିକଟତର ହୋଇଥିଲେ ଆଉ ଏତେ ନିକଟତର ହୋଇ ଯାଇଥିଲେ କି , ଶାରୀ-ରିକ ସ-ମ୍ପର୍କ ରଖିବାକୁ ପଛାଇ ନଥିଲେ । ତେବେ ଯେତେବେଳେ ସ୍ଵାମୀ ଜଣକ ଏ ବିଷୟରେ ଶୁଣିଥିଲେ ସେତେବେଳେ ପ୍ରଶାନ୍ତଙ୍କୁ ଗା-ଳି ଗୁ-ଳଜ କରିଥିଲେ ।

ଆଉ ଯେତେବେଳେ କଥା ଆଗକୁ ବଢିଲା , ସେତେବେଳେ ପ୍ରଶାନ୍ତଙ୍କୁ ନିଜ ଘରୁ ବାହାର କରି ଦେଇଥିଲେ । ତେବେ ଏହାପରେ ମଧ୍ୟ ପ୍ରଶାନ୍ତ ପାଖରେ ଏକ ଭଡ଼ା ଘର ନେଇ ଭାଉଜ ସହିତ ଶାରୀ-ରିକ ସ-ମ୍ପର୍କ ରଖିଥିଲେ ।ତେବେ ଏହାପରେ ଦୁହେଁ ଯୋଜନା କରିଥିଲେ କି , ସବୁଦିନ ପାଇଁ ନିଜ ଭାଇଙ୍କୁ ବାଟରୁ ହଟାଇ ଦେବେ । ତେବେ ଶେଷରେ ତାହା ହିଁ କରିଥିଲେ ଖଣ୍ଡାରେ ହା-ଣି ନିଜ ସ୍ବାମୀଙ୍କୁ ହ-ତ୍ୟା କରିବାକୁ ପଛାଇ ନଥିଲା ସ୍ଵାମୀ । ତେବେ ବର୍ତ୍ତମାନ ପୋ-ଲିସ ଖବର ପାଇ ଘଟ-ଣାର ତ-ଦନ୍ତ କରିବା ସହିତ ଦୋ-ଷୀ ମାନଙ୍କୁ ଗି-ରଫ କରିବା ସହିତ ଶ-ବକୁ ବ୍ୟବ-ଚ୍ଛେଦ କରିବା ପାଇଁ ପଠାଇ ଦେଇଛି ।

Leave a Reply

Your email address will not be published. Required fields are marked *