ଗୋଟିଏ ଝିଅ ପାଇଁ ଦୁଇ ଯୁବକଙ୍କ ମଧ୍ୟରେ ଠେଲା ପେଲା । ଶେଷରେ ଆ-ହତ ହୋଇ ମେଡ଼ିକାଲରେ ଦୁଇ ଯୁବକ ।

ଝିଅ ପାଇଁ ଦୁଇ ଯୁବକଙ୍କ ମଧ୍ୟରେ ଭୀଷଣ ଯୁ-ଦ୍ଧ ହେବା ଭଳି ମାମ-ଲା ଆପଣ ମାନେ ବୋଧହୁଏ ଶୁଣି ନଥିବେ । ସୂଚନା ଅନୁଯାୟୀ ଏଭଳି ମାମ-ଲା ଯାଜପୁର ଜିଲ୍ଲା ବିରଜାପୁର ପଞ୍ଚାୟତ ଗୁଡ଼ିଆପଦ ସାହିରେ ଘଟି ଯାଇଛି । ସେହି ଗାଁରେ ପୂର୍ବରୁ ଏକ ଝିଅ ପାଇଁ ହୋଇଥିବା ଏକ ବିବା-ଦକୁ କେନ୍ଦ୍ର କରି କଟୁରି ଏବଂ ଭୁଜା-ଲିରେ ଆକ୍ର-ମଣ କାରଣରୁ ଦୁଇଜଣ ଆ-ହତ ହୋଇଛନ୍ତି । ଆହତ ସୁରେନ୍ଦ୍ର ବଳଙ୍କ ପୁଅ ରାମେଶ୍ୱର ବଳ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ ହୋଇଥିବା ବେଳେ ଆହତ ବୁଶ୍ୱଜିତ ସାହୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଯାହାକୁ ନେଇ ପୁରା ସାହିରେ ଚର୍ଚ୍ଚା ଖେଳି ଯାଇଛି ।

ଅପର ପକ୍ଷରେ ପାଲଟା ଆକ୍ର-ମଣର ଶି-କାର ହୋଇ ବୃନ୍ଦାବନ ରାଉତଙ୍କ ପୁଅ ଦେବେନ୍ଦ୍ର ରାଉତ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେପଟେ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଥିବା ବେଳେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଗ-ଣ୍ଡଗୋ-ଳର କାରଣ ପଚାରିବାରୁ ଗୋଟିଏ ଝିଅ ପାଇଁ ଏଭଳି ର-କ୍ତପା-ତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ପୂର୍ବରୁ ଏହି ମାମ-ଲାକୁ ନେଇ ସମାଧାନ ହୋଇଥିଲେ ହେଁ ବର୍ତ୍ତମାନ ବି ଏହି ମାମ-ଲା ସଙ୍ଗିନ ହୋଇ ଯାଇଛି । ଏହାବ୍ୟତୀତ ଯୁବତୀଙ୍କୁ ସବୁଦିନ ପାଇଁ ପାଇବାକୁ ଏବଂ ନିଜର ଶତ୍ରୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଏଭଳି କିଛି କା-ଣ୍ଡ ଘଟାଇଛନ୍ତି ଯୁବକ ।

ଏପଟେ ସ୍ଥାନୀୟ ଲୋକେ କହିଛନ୍ତି ଯେ ଉଭୟଙ୍କୁ ନେଇ ପୂର୍ବରୁ ମାମ-ଲା ହୋଇଥିଲେ ହେଁ ଉଭୟ ପକ୍ଷ ବସି ମାମ-ଲାର ମିମାଂସା ହୋଇଥିଲା । ଦୀର୍ଘ ଦିନ ଧରି ଏହି ମାମ-ଲା ଆଉ ପଦାକୁ ଆସି ନଥିଲା । କିନ୍ତୁ ଗତକାଲି ଯୁବକ ଜଣକ ବଜାରରୁ ଆସିବା ମାତ୍ରେ ଅପର ପକ୍ଷର ଜଣେ ଯୁବକ ତାଙ୍କୁ ଡାକି ନେଇ ଯାଇଥିଲେ ଏବଂ ପି-ଟିବେ ନାହିଁ ବୋଲି କହି ନେଇ ଯାଇଥିଲେ ।

କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କ ଉପରେ କିଛି ଯୁବକ ମିଶି ଆକ୍ର-ମଣ କରିଥିଲେ ଏବଂ ସେହି ଗ-ଣ୍ଡଗୋ-ଳ ମାରା-ତ୍ମକ ହୋଇ ଯାଇଥିଲା । ଯେଉଁ କାରଣରୁ ଦୁଇ ଯୁବକ ଆ-ହତ ହୋଇଥିଲେ । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ପୋ-ଲିସ ଏଭଳି ସମ୍ବେଦନଶୀଳ ମାମ-ଲାକୁ ନେଇ କିଭଳି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *