ନିଜ ର-କ୍ତର ପୁଅକୁ ଛାଡ଼ି ଚାଲିଗଲେ ଉଭୟ ବାପା ମା’ । ଆଉ ବର୍ତ୍ତମାନ ନ୍ୟା-ୟ ପାଇଁ ଥା-ନାର ଦ୍ୱାରସ୍ଥ ହେଲା କୁନି ପୁଅ ।

କୁହାଯାଉଛି କୁଆଡ଼େ ଏ ଦୁନିଆରେ କେବଳ ବାପା ମା’ ହିଁ ନିଜର ଏବଂ ଆଉ ସବୁ କୁଆଡ଼େ ପର । ଏମିତିକି ଦୁନିଆରେ କେବଳ ବାପା ମା’ ଙ୍କ ଭଲ ପାଇବା ନିଃସ୍ୱାର୍ଥପର ହୋଇଥାଏ । ଅର୍ଥାତ କୁହାଯାଇ ପାରେ ଯେ ଜଣେ ବାପା କିମ୍ବା ମା’ ନିଜ ସନ୍ତାନ ପାଇଁ କିଛିବି କରି ପାରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଲୋକ ଲୋଚନକୁ ଆସୁଛି ଯାହାକୁ ଦେଖିଲେ ଏସବୁ ଉକ୍ତି ତା ସାମ୍ନାରେ ଫିକା ପଡ଼ି ଯାଉଛି ।

କିମ୍ବା ଏଭଳି କୁହାଯାଇ ପାରେ ଯେ ଆଜିକା ସମୟରେ କିଛି ଏଭଳି ବାପା ମା’ ପାଇଁ ମଣିଷ ଏବଂ ବାପା ମା’ ନାମକ ପବିତ୍ର ନାମ ଉପରେ କ-ଳଙ୍କ ଲାଗିଛି । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଘ-ଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ଜନ୍ମ କଲା ପୁଅକୁ ତାର ବାପା ମା’ ଉଭୟ ଛାଡ଼ି ପଳାଇ ଯାଇଛନ୍ତି ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ରଣପୁର ଥା-ନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି । ରଣପୁର ଥା-ନା ଅନ୍ତର୍ଗତ ବଗଲ ବଡ଼ ନୂଆଗାଁର ପ୍ରଦୀପ ପ୍ରଧାନଙ୍କର ୧୩ ବର୍ଷର ପୁଅ ସ୍ମୃତିରଞ୍ଜନ ପ୍ରଧାନ ବର୍ତ୍ତମାନ ନ୍ୟା-ୟ ପାଇଁ ଥା-ନାର ଦ୍ୱାରସ୍ଥ ହେବା ପରେ ଏହି ମାମ-ଲା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି କିଛି ଜାଣିବାକୁ ମିଳିଛି ଯେ ଗତ କିଛି ଦିନ ତଳେ ପ୍ରଦୀପ ପ୍ରଧାନ ଅନ୍ୟ ସ୍ତ୍ରୀ ସହିତ ସ-ମ୍ପର୍କ ରଖି ନିଜ ସ୍ତ୍ରୀ ଏବଂ ପୁଅକୁ ଛାଡ଼ି ଅନ୍ୟତ୍ର ପଳାଇ ଯାଇଥିଲେ ।

ଆଉ ବର୍ତ୍ତମାନ ମା’ ନିଜ ପୁଅକୁ ଛାଡ଼ି ବାପ ଘରକୁ ପଳାଇ ଯାଇଛି । କୁନି ପିଲାଟିକୁ ବର୍ତ୍ତମାନ ଯେତେବେଳେ ପଚରା ଯାଇଛି ଯେ ତାର ବାପା ମା’ କୁଆଡ଼େ ଗଲେ ସେତେବେଳେ ସେ କହିଛନ୍ତି ଯେ ତାଙ୍କ ବାପା ମା’ ଉଭୟ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି ।

ଏମିତିକି ତାକୁ ନା ତାଙ୍କ ବାପା ରଖୁଛନ୍ତି ନା ମା’ । ମା’ ନିଜ ପୁଅକୁ ଛାଡ଼ି ପଳାଇ ଯାଇଛି କିନ୍ତୁ ପୁଅକୁ ପାଖରେ ରଖୁନାହିଁ । ପୁଅ ଯେତେବେଳେ ନ୍ୟାୟ ପାଇଁ ରଣପୁର ଥା-ନାର ଦ୍ୱାରସ୍ଥ ହୋଇଛି ସେତେବେଳେ ମା’ ପୁଅକୁ ନେବାକୁ ମଧ୍ୟ ମନା କରି ଦେଇଛି । ତେବେ ବର୍ତ୍ତମାନ ପୁଅର ନ୍ୟା-ୟ ଦାବି କାରଣରୁ ରଣପୁର ପୋଲିସ ନୟାଗଡ଼ ଚାଇଲଡ଼ ଲାଇନ ସହିତ ଯୋଗାଯୋଗ କରି ସ୍ମୃତିରଞ୍ଜନଙ୍କୁ ହସ୍ତାନ୍ତର କରିଛି । ଏହାବ୍ୟତୀତ ପୁଅକୁ ଛାଡ଼ି ପଳାଇ ଯାଇଥିବା ବାପା ମା’ କୁ ସାଧାରଣରେ ନିନ୍ଦା କରାଯାଉଛି ।

ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । କାରଣ ପୁଅଟିର ବାପା ମା ଥାଇବି ସୁଦ୍ଧା ସେ ଆଜି ଅନାଥ ହୋଇ ଯାଇଛି ଏବଂ ତାକୁ ଯିଏବି ବାପା ମା ବିଷୟରେ ପଚାରୁଛି ସେ କା-ନ୍ଦି ପକାଉଛି । ଏଭଳି ଏକ ଘ-ଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହେଉଛି ।

Leave a Reply

Your email address will not be published. Required fields are marked *