ଗାଆଁରେ ଘଟିଗଲା ଲ-ଜ୍ଜାଜ-ନକ ଘଟଣା , ତିନି ଝିଅକୁ ଗୋଟିଏ କଠୋରୀରେ ଗଣଦୁ-ଷ୍କର୍ମ କଲେ ଦୁ-ର୍ବୃତ୍ତ

ଦିନକୁ ଦିନ ବଢିବା ସହିତ ଏହି ଦୁ-ଷ୍କର୍ମ ଏବଂ ଗଣଦୁ-ଷ୍କର୍ମ ମାମ-ଲା ବଢିବାରେ ଲାଗିଛି । ଆଉ ଏହାକୁ ଅଟକାଇବା ତ ଦୂରର କଥା ଏହା ପାଇଁ ସଠିକ୍ ଭାବରେ କା-ର୍ଯ୍ୟାନୁ-ଷ୍ଠାନ ମଧ୍ୟ ଗ୍ରହଣ କରା ଯାଉନାହିଁ । ତେବେ ଏପରି ପରିସ୍ଥିତିରେ ଚାରିଆଡ଼େ ଏହି ସଂଖ୍ୟା ବଢିବାରେ ଲାଗୁଛି । ତେବେ ପୁଣିଥରେ ଏପରି କିଛି ଲ-ଜ୍ଜାଜ-ନକ ଘ-ଟଣା ସାମ୍ନାକୁ ଆସିଛି , ଯେଉଁ ଠାରେ ଜଣେ ନୁହେଁ ବରଂ ତିନି ଜଣ ନାବାଳିକା ଗଣଦୁ-ଷ୍କର୍ମର ଶି-କାର ହୋଇଛନ୍ତି । ଏପରି ଘ-ଟଣା ଘଟିଯିବା ପରେ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି ।

ଆଗକୁ କଣ ପଦକ୍ଷେପ ନିଆଯିବ ସେମାନେ ସେହି କଥା ଭାବିବାରେ ଲାଗିଛନ୍ତି । ତେବେ ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ବିଜେପୁର ଥା-ନା ଅଧୀନର କଥା । ଏହି ଥା-ନା ଅଧୀନରେ ଦେଖିବାକୁ ମିଳିଛି ଏପରି ଏକ ଘ-ଟଣା । ତେବେ ପ୍ରାୟତ ଏହି ଅଞ୍ଚଳରେ ଅନେକ ସମୟରେ ଯାତ୍ରା ତଥା ଅନ୍ୟ ପର୍ବ ପର୍ବାଣୀ ଅନୁଷ୍ଠିତ ହୋଇଥାଏ । ଆଉ ସବୁଥର ପରି ଏଥର ମଧ୍ୟ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଯାହାକୁ ଦେଖିବା ପାଇଁ ଏହି ଗାଁର ତିନି ଜନ ନାବାଳିକା ଯାଇଥିଲେ । ଆଉ ରାତି ସମୟରେ ସେମାନେ ଘରକୁ ଫେରୁଥିଲେ । ତେବେ ଫେରିବା ସମୟରେ ଏହି ଗାଁର ପାଞ୍ଚ ଜଣ ଯୁବକ ସେମାନଙ୍କୁ ଟେକି ନେଇ ଯାଇଥିଲେ ।

ସେମାନେ ଯେତେ ପାଟି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ପାଟି ବନ୍ଦ କରି ଦେଇଥିଲେ ଆଉ ପାଖରେ ରହିଥିବା ଏକ ଅନ୍ଧାର ଘର ଭିତରକୁ ନେଇ ଯାଇଥିଲେ । ତେବେ ଏହାପରେ ସବୁକିଛି ଶେଷ ହୋଇ ଯାଇଥିଲା । ଜଣକ ପରେ ଜଣେ ପାଞ୍ଚ ଜଣ ସେହି ତିନି ଜଣ ନାବାଳିକା ମାନଙ୍କୁ ଦୁ-ଷ୍କର୍ମ କରିବାକୁ ଲାଗିଥିଲେ ଆଉ ମନ ଭରି ଉପଭୋଗ କରି ସାରିବା ପରେ ଛାଡି ଦେଇଥିଲେ । ତେବେ ଏହାପରେ ତିନି ଜଣ ନାବାଳିକା ଆସି ଘରେ ଏ ବିଷୟରେ ସବୁ କିଛି କହି ଦେଇଥିଲେ ।

ଏହା ଶୁଣିବା ପରେ ତାଙ୍କ ଘର ଲୋକଙ୍କ ପାଦ ତଳେ ମାଟି ଖସି ଯାଇଥିଲା । ସେମାନେ ସାଙ୍ଗେ ସାଙ୍ଗେ ଯାଇ ପୋ-ଲିସ ପାଖରେ ଅଭି-ଯୋଗ କରିଥିଲେ ଆଉ ନ୍ୟା-ୟ ପାଇଁ ପ୍ରାର୍ଥନା କରିଥିଲେ । ତେବେ ପୋ-ଲିସ ବର୍ତ୍ତମାନ ଘଟ-ଣାର ତ-ଦନ୍ତ କରିବା ଆରମ୍ଭ କରି ଦେଇଛି ଆଉ ପାଞ୍ଚ ଜଣଙ୍କୁ ଧରିବା ଆରମ୍ଭ କରି ଦେଇଛି । ଅନ୍ୟ ପକ୍ଷରେ ଏହି ନାବାଳିକା ମାନଙ୍କୁ ଡାକ୍ତରୀ ମାଇନା କରିବା ପାଇଁ ଡାକ୍ତରଖାନା ପଠାଇ ଦେଇଛି । ଟେ ଏ ଦେଖାଯାଉ ଆଗକୁ ଘଟ-ଣା କେଉଁ ରୂପ ନେଉଛି ଆଉ ସତ୍ୟର ବିଜୟ ହେଉଛି କି ନାହିଁ ।

Leave a Reply

Your email address will not be published. Required fields are marked *