ବିନା ହେଲମେଟରେ ଗାଡ଼ି ଚଳାଇ ଧରା ପଡ଼ିଲେ ଦୁଇ ପୋ-ଲିସ କର୍ମୀ ଏବଂ ପଡ଼ିଗଲେ ଲୋକ ହାବୁଡ଼ରେ । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ହେଉଛି ଭାଇରଲ ।

ସମଗ୍ର ଭାରତରେ ବର୍ତ୍ତମାନ ଟ୍ରାଫିକ ନିୟମକୁ କ-ଡ଼ାକ-ଡ଼ି ଭାବରେ ପାଳନ କରାଯାଉଛି । ଆଉ ଏଥି ନିମନ୍ତେ ଅନେକ ଗାଇଡ଼ ଲାଇନ ମଧ୍ୟ ରହିଛି । ଆଉ ନିୟମ ଉଲଂ-ଘନ କଲେ ତାହାର ଶାସ୍ତି ଆକାରରେ ରହିଛି ଚା-ଲାଣ । ଯାହାକୁ ଲୋକଙ୍କର ଭାରି ଭ-ୟ । କାରଣ ଥରେ ହେଲମେଟ କିମ୍ବା ଟ୍ରାଫିକ ନିୟମ ଉଲଂ-ଘନ କଲେ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡ଼ିଥାଏ । ଯାହାକି ଲୋକଙ୍କ ଦିନକର ମଜୁରୀ ସହିତ ସମାନ ଅଟେ । ତେଣୁ ଲୋକେ ଏତେ ଟଙ୍କା ଗଣିବା ବଦଳରେ ହେଲମେଟ ପିନ୍ଧିବାକୁ ପସନ୍ଦ କରିବେ । ଖାଲି ସେତିକି ନୁହେଁ ଏଇ କିଛିଦିନ ପୂର୍ବରୁ ଗାଡ଼ିର ନମ୍ବର ପ୍ଲେଟ ମଧ୍ୟ ବଦଳାଇବାକୁ ବାଧ୍ୟତାମୂଳକ କରାଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ଏହି ନିୟମ ସବୁଠି ଚାଲି ଆସିଛି । କିନ୍ତୁ ଆପଣ ମାନେ ଦେଖିଥିବେ ଯେ ଅନେକ ସମୟରେ ଏଭଳି ଅନେକ ଟ୍ରାଫିକ ସମ୍ବନ୍ଧୀୟ ଘ-ଟଣା ସାମ୍ନାକୁ ଆସିଥାଏ ଯେଉଁଠି ପୋଲି-ସକୁ ଲୋକଙ୍କ ଠାରୁ ହେଲମେଟ କିମ୍ବା ଅନ୍ୟ କୌଣସି ଭୁଲ କାରଣରୁ ଚାଲାଣ କା-ଟିଥିବାର ଦେଖା ଯାଇଛି । ଯେଉଁଠି ଭୁଲର କୌଣସି କ୍ଷମା ନଥାଏ ବରଂ କିଛି ପୋ-ଲିସ ଲା-ଞ୍ଚ ମଧ୍ୟ ନିଅନ୍ତି ।

କିନ୍ତୁ ସେହିସବୁ ପୋ-ଲିସ ମଧ୍ୟରୁ କିଛି ପୋ-ଲିସ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଏ ଖାକି ବରଦିରେ କ-ଳଙ୍କ ଅଟନ୍ତି । କାରଣ ସେମାନଙ୍କର କିଛି ଏଭଳି କାମ ପାଇଁ ବର୍ତ୍ତମାନ ସମଗ୍ର ପୋ-ଲିସ ଜାତିର ମୁହଁ ତଳକୁ ହୋଇ ଯାଇଥାଏ । ସାଧାରଣ ଲୋକେ ହେଲମେଟ ନପିନ୍ଧିଲେ ପୋଲିସ ମୋଟା ଅଙ୍କର ଚା-ଲାଣ କା-ଟୁଛି ।

କିନ୍ତୁ ପୋ-ଲିସ ଯଦି ସେହି ଭୁଲ କରେ ତେବେ ତାକୁ କଣ ଦ-ଣ୍ଡ ଦିଆଯାଇ ପାରେ ? ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଘ-ଟଣା ସାମ୍ନାକୁ ଆସିଛି ଯାହାକି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘ-ଟଣା ବର୍ତ୍ତମାନ ସାରା ପୋ-ଲିସ ଫୋର୍ସ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କହି ରଖିବୁ ଯେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁ ଭିଡ଼ିଓକୁ ଦୁଇ ମା ଝିଅ ସ୍କୁଟିରେ ଯାଉଥିବା ସମୟରେ ଉତ୍ତୋଳନ କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଦୁହେଁ ସ୍କୁଟିରେ ଯାଉଥିବା ସମୟରେ ଦୁଇ ଜଣ ପୋ-ଲିସ ତାଙ୍କ ହାବୁଡ଼ରେ ପଡ଼ିଛନ୍ତି । ତେବେ ଆପଣ ଯେ ଭାବୁଛନ୍ତି ଏହି ସାଧାରଣ କଥା ତାହା ନୁହେଁ । ସେହି ପୋ-ଲିସ ଦୁଇଜଣ ବାଇକରୀ ଯାଉଥିଲେ ସତ କିନ୍ତୁ ବିନା ହେଲମେଟରେ ।

ସେମାନେ ଭାବୁଥିଲେ ଯେ ସେମାନେ ପୋଲିସ ଏବଂ ତାଙ୍କର ଏହି ଭୁଲକୁ କେହି ଧରିବେ ନାହିଁ । କିନ୍ତୁ ସେମାନଙ୍କର ଏହି ଅନୁମାନ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି । ଦୁଇ ମା ଝିଅ ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ସେହି ଦୁଇ ପୋ-ଲିସ ବାବୁଙ୍କ ପିଛା କରିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି । ଭିଡ଼ିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଦୁହେଁ ପୋଲି-ସକୁ ହେଲମେଟ କାହିଁକି ଲଗାଇ ନାହାଁନ୍ତି ବୋଲି ପଚାରିଛନ୍ତି ମଧ୍ୟ ।

କିନ୍ତୁ ପୋଲିସ ଦୁଇଜଣ ସିଧା ଆଗ ମୁହାଁ ହୋଇ ଗାଡ଼ି ଜୋର ଚଳାଇ କଥାକୁ ଫାଙ୍କି ଦେବାରେ ଲାଗିଛନ୍ତି । ତେବେ ଏହି ଭିଡ଼ିଓ ଭାଇରଲ ହେବା ପରେ ବର୍ତ୍ତମାନ ସବୁଠି ଏହା ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକେ ସେହି ପୋ-ଲିସ ଦୁଇ ଜଣଙ୍କୁ ଉଚିତ ଦ-ଣ୍ଡ ଦେବାକୁ ଦାବି ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *